ବିଜେଡିର ଭୁବନେଶ୍ୱର ଜିଲ୍ଲା କମିଟି ପୁନର୍ଗଠିତ, ସୁଶାନ୍ତ ରାଉତ ଜିଲ୍ଲା ସଭାପତି ଭାବେ ନିଯୁକ୍ତ

The Sakala Picture
Published On

ଭୁବନେଶ୍ୱର: ବିଜେଡିର ଭୁବନେଶ୍ୱର ଜିଲ୍ଲା କମିଟି ପୁନର୍ଗଠିତ କରାଯାଇଛି। ସୁଶାନ୍ତ ରାଉତଙ୍କୁ ଭୁବନେଶ୍ୱର ଜିଲ୍ଲା ସଭାପତି ଭାବେ ନିଯୁକ୍ତ କରାଯାଇଛି। ଏକାମ୍ର ବିଧାନସଭା କ୍ଷେତ୍ର ପାଇଁ ୮ ଜଣ ଉପଦେଷ୍ଟା, ୭ ଉପସଭାପତିଙ୍କୁ ନିଯୁକ୍ତି ଦିଆଯାଇଛି। କମିଟିରେ ୬ଜଣ ସାଧାରଣ ସମ୍ପାଦକ ଓ ୨୪ଜଣ ସମ୍ପାଦକ ନିଯୁକ୍ତ ହୋଇଛନ୍ତି। ମଧ୍ୟ ଭୁବନେଶ୍ୱର ନିର୍ବାଚନମଣ୍ଡଳୀ ପାଇଁ ୯ ଉପଦେଷ୍ଟା ନିଯୁକ୍ତ ହୋଇଛନ୍ତି। ୧୦ ଜଣ ଉପସଭାପତି, ୧୨ ସାଧାରଣ ସମ୍ପାଦକ, ୨୩ ସମ୍ପାଦକ ନିଯୁକ୍ତ ହୋଇଛନ୍ତି। ଉତ୍ତର ଭୁବନେଶ୍ୱର […]

ଭୁବନେଶ୍ୱର: ବିଜେଡିର ଭୁବନେଶ୍ୱର ଜିଲ୍ଲା କମିଟି ପୁନର୍ଗଠିତ କରାଯାଇଛି। ସୁଶାନ୍ତ ରାଉତଙ୍କୁ ଭୁବନେଶ୍ୱର ଜିଲ୍ଲା ସଭାପତି ଭାବେ ନିଯୁକ୍ତ କରାଯାଇଛି। ଏକାମ୍ର ବିଧାନସଭା କ୍ଷେତ୍ର ପାଇଁ ୮ ଜଣ ଉପଦେଷ୍ଟା, ୭ ଉପସଭାପତିଙ୍କୁ ନିଯୁକ୍ତି ଦିଆଯାଇଛି। କମିଟିରେ ୬ଜଣ ସାଧାରଣ ସମ୍ପାଦକ ଓ ୨୪ଜଣ ସମ୍ପାଦକ ନିଯୁକ୍ତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଜଙ୍ଗଲରୁ ନିଖୋଜ ନାବାଳିକାଙ୍କ ଗଳିତ ମୃତଦେହ ଉଦ୍ଧାର, ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ମଧ୍ୟ ଭୁବନେଶ୍ୱର ନିର୍ବାଚନମଣ୍ଡଳୀ ପାଇଁ ୯ ଉପଦେଷ୍ଟା ନିଯୁକ୍ତ ହୋଇଛନ୍ତି। ୧୦ ଜଣ ଉପସଭାପତି, ୧୨ ସାଧାରଣ ସମ୍ପାଦକ, ୨୩ ସମ୍ପାଦକ ନିଯୁକ୍ତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ଅକ୍ଟୋବର ୨୬ ସୁଦ୍ଧା ବାତ୍ୟା ରୂପ ନେବାର ଆଶଙ୍କା

ଉତ୍ତର ଭୁବନେଶ୍ୱର ବିଧାନସଭା କ୍ଷେତ୍ର ପାଇଁ ୧୦ ଉପଦେଷ୍ଟା, ୧୦ ଉପସଭାପତି, ୯ ସାଧାରଣ ସମ୍ପାଦକ, ୨୫ ସମ୍ପାଦକ ନିଯୁକ୍ତ ହୋଇଥିବା ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା: ଅକ୍ଟୋବର ୨୪ ସୁଦ୍ଧା ଉପକୂଳକୁ ଫେରିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର