କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ବିରୁଦ୍ଧରେ ଥାନାରେ ଏତଲା, ମିଛ ପ୍ରଲୋଭନ ଦେଖାଇ ବିବାହ କରିବାକୁ କହି ପ୍ରତାରଣା କରିଥିବା ଅଭିଯୋଗ

The Sakala Picture
Published On

କଟକ: କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ବିରୁଦ୍ଧରେ ଥାନାରେ ଏତଲା । ମିଛ ପ୍ରଲୋଭନ ଦେଖାଇ ବିବାହ କରିବାକୁ କହି ପ୍ରତାରଣା କରିଥିବା ଅଭିଯୋଗ ଆଣିଛନ୍ତି ଜଣେ ମହିଳା କଣ୍ଠଶିଳ୍ପୀ । ଏନେଇ କଟକ ମହିଳା ଥାନାରେ ଅଭିଯୋଗ କରିଛନ୍ତି । ମହିଳା କଣ୍ଠଶିଳ୍ପୀଙ୍କ ଅଭିଯୋଗ ଅନୁଯାୟୀ ସୌରୀନ ଭଟ୍ଟ ତାଙ୍କଠାରୁ ୧୦ ଲକ୍ଷ ଟଙ୍କା ହଡ଼ପ କରିସାରିଛନ୍ତି। ସୌରିନ୍ ଭଟ୍ଟ ମହିଳା କଣ୍ଠଶିଳ୍ପୀଙ୍କୁ ଉଭୟ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା କଟକ ମହିଳା ଥାନାରେ ଅଭିଯୋଗ […]

କଟକ: କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ବିରୁଦ୍ଧରେ ଥାନାରେ ଏତଲା । ମିଛ ପ୍ରଲୋଭନ ଦେଖାଇ ବିବାହ କରିବାକୁ କହି ପ୍ରତାରଣା କରିଥିବା ଅଭିଯୋଗ ଆଣିଛନ୍ତି ଜଣେ ମହିଳା କଣ୍ଠଶିଳ୍ପୀ । ଏନେଇ କଟକ ମହିଳା ଥାନାରେ ଅଭିଯୋଗ କରିଛନ୍ତି । ମହିଳା କଣ୍ଠଶିଳ୍ପୀଙ୍କ ଅଭିଯୋଗ ଅନୁଯାୟୀ ସୌରୀନ ଭଟ୍ଟ ତାଙ୍କଠାରୁ ୧୦ ଲକ୍ଷ ଟଙ୍କା ହଡ଼ପ କରିସାରିଛନ୍ତି। ସୌରିନ୍ ଭଟ୍ଟ ମହିଳା କଣ୍ଠଶିଳ୍ପୀଙ୍କୁ ଉଭୟ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା କଟକ ମହିଳା ଥାନାରେ ଅଭିଯୋଗ ହୋଇଛି ।

ଆହୁରି ପଢ଼ନ୍ତୁ: ଘରର କବାଟ ଭାଙ୍ଗି ମା’କୁ ଅଟକ ରଖିଲେ, ୧୫ ବର୍ଷର ନାବାଳିକା ଝିଅକୁ ଅପହରଣ କରିନେଲେ ଦୁର୍ବୃତ୍ତ

12 Jun 2023 By The Sakala

କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ବିରୁଦ୍ଧରେ ଥାନାରେ ଏତଲା, ମିଛ ପ୍ରଲୋଭନ ଦେଖାଇ ବିବାହ କରିବାକୁ କହି ପ୍ରତାରଣା କରିଥିବା ଅଭିଯୋଗ

କଟକ: କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ବିରୁଦ୍ଧରେ ଥାନାରେ ଏତଲା । ମିଛ ପ୍ରଲୋଭନ ଦେଖାଇ ବିବାହ କରିବାକୁ କହି ପ୍ରତାରଣା କରିଥିବା ଅଭିଯୋଗ ଆଣିଛନ୍ତି ଜଣେ ମହିଳା କଣ୍ଠଶିଳ୍ପୀ । ଏନେଇ କଟକ ମହିଳା ଥାନାରେ ଅଭିଯୋଗ କରିଛନ୍ତି । ମହିଳା କଣ୍ଠଶିଳ୍ପୀଙ୍କ ଅଭିଯୋଗ ଅନୁଯାୟୀ ସୌରୀନ ଭଟ୍ଟ ତାଙ୍କଠାରୁ ୧୦ ଲକ୍ଷ ଟଙ୍କା ହଡ଼ପ କରିସାରିଛନ୍ତି। ସୌରିନ୍ ଭଟ୍ଟ ମହିଳା କଣ୍ଠଶିଳ୍ପୀଙ୍କୁ ଉଭୟ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା କଟକ ମହିଳା ଥାନାରେ ଅଭିଯୋଗ ହୋଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର