କାଳବୈଶାଖୀ ବର୍ଷା ପରେ ଅନ୍ଧାରରେ ସ୍ମାର୍ଟ ସିଟି ଭୁବନେଶ୍ୱରର ଅନେକ ଅଞ୍ଚଳ

The Sakala Picture
Published On

ଭୁବନେଶ୍ୱର: ଆଜି ଅପରାହ୍ନରେ ରାଜଧାନୀରେ ହୋଇଥିବା ଘର୍ଣ୍ଣିଝଡ ସହ କାଳବୈଶାଖୀ ବର୍ଷା ପରେ ସ୍ମାର୍ଟ ସିଟି ଭୁବନେଶ୍ୱରରୁ ବିଜୁଳି ଗାୟବ ହୋଇଯାଇଥିବା ଦେଖାଯାଇଛି । ଭୁବନେଶ୍ୱରର ଅନେକ ଅଞ୍ଚଳରେ ଦୀର୍ଘ ୩ ଘଣ୍ଟା ଧରି ବିଜୁଳି କଟିଯାଇଛି । ପ୍ରବଳ ଝାଡ଼ିତଫାନ ସହ ପବନ ଯୋଗୁଁ ଅନେର ସ୍ଥାନରେ ବିଦ୍ୟୁତ ତାର ଛିଡିଯାଇଛି । ଫଳରେ ଦୁଇ ନମ୍ବର ମାର୍କେଟ, ଆଇଜି ପାର୍କ, ମାର୍କେଟ ବିଲଡିଂ, ମାଷ୍ଟର କ୍ୟାଣ୍ଟିନକୁ ଲାଗି ରହିଥିବା ସରକାରୀ କ୍ୱାର୍ଟର ଓ ରାଜମହଲ […]

ଭୁବନେଶ୍ୱର: ଆଜି ଅପରାହ୍ନରେ ରାଜଧାନୀରେ ହୋଇଥିବା ଘର୍ଣ୍ଣିଝଡ ସହ କାଳବୈଶାଖୀ ବର୍ଷା ପରେ ସ୍ମାର୍ଟ ସିଟି ଭୁବନେଶ୍ୱରରୁ ବିଜୁଳି ଗାୟବ ହୋଇଯାଇଥିବା ଦେଖାଯାଇଛି । ଭୁବନେଶ୍ୱରର ଅନେକ ଅଞ୍ଚଳରେ ଦୀର୍ଘ ୩ ଘଣ୍ଟା ଧରି ବିଜୁଳି କଟିଯାଇଛି । ପ୍ରବଳ ଝାଡ଼ିତଫାନ ସହ ପବନ ଯୋଗୁଁ ଅନେର ସ୍ଥାନରେ ବିଦ୍ୟୁତ ତାର ଛିଡିଯାଇଛି । ଫଳରେ ଦୁଇ ନମ୍ବର ମାର୍କେଟ, ଆଇଜି ପାର୍କ, ମାର୍କେଟ ବିଲଡିଂ, ମାଷ୍ଟର କ୍ୟାଣ୍ଟିନକୁ ଲାଗି ରହିଥିବା ସରକାରୀ କ୍ୱାର୍ଟର ଓ ରାଜମହଲ ଅଞ୍ଚଳରେ ବିଜୁଳି ନାହିଁ । ସେହିପରି ରସୁଲଗଡ ଅଞ୍ଚଳର ପଳାଶୁଣି, ଜିଜିପି କଲୋନୀ ଅଞ୍ଚଳରେ ମଧ୍ୟ ବିଦ୍ୟୁତ ନ ଥିବା ଜଣାପଡିଛି । ଫଳରେ ଲୋକେ ବିଭିନ୍ନ ପ୍ରକାର ଅସୁବିଧାର ହଇରାଣ ହେଉଛନ୍ତି । ଅନ୍ୟପଟେ ଦୀର୍ଘ ସମୟ ବିଦ୍ୟୁତ ଠପ୍ ହୋଇଯିବା ପରେ ଶକ୍ତି ବିଭାଗ ଟ୍ୱିଟ୍ କରି ଯୁଦ୍ଧକାଳୀନ ଭିତିରେ ବିଦ୍ୟୁତ ସେବା ଯୋଗାଇଦେବାକୁ ଟିପିସିଏଲକୁ ନିର୍ଦ୍ଦେଶ ଦେଇଛି ।

ଆହୁରି ପଢ଼ନ୍ତୁ: ବସ୍ତାରେ ବିଜେଡିର ଶକ୍ତି ପ୍ରଦର୍ଶନ: ରବୀନ୍ଦ୍ର ଓ ସୁବାସିନୀଙ୍କ ବିନା ତୃଣମୂଳ ସଂଗଠନରେ ପଡ଼ିନି ଫରକ

08 Jun 2023 By The Sakala

କାଳବୈଶାଖୀ ବର୍ଷା ପରେ ଅନ୍ଧାରରେ ସ୍ମାର୍ଟ ସିଟି ଭୁବନେଶ୍ୱରର ଅନେକ ଅଞ୍ଚଳ

ଭୁବନେଶ୍ୱର: ଆଜି ଅପରାହ୍ନରେ ରାଜଧାନୀରେ ହୋଇଥିବା ଘର୍ଣ୍ଣିଝଡ ସହ କାଳବୈଶାଖୀ ବର୍ଷା ପରେ ସ୍ମାର୍ଟ ସିଟି ଭୁବନେଶ୍ୱରରୁ ବିଜୁଳି ଗାୟବ ହୋଇଯାଇଥିବା ଦେଖାଯାଇଛି । ଭୁବନେଶ୍ୱରର ଅନେକ ଅଞ୍ଚଳରେ ଦୀର୍ଘ ୩ ଘଣ୍ଟା ଧରି ବିଜୁଳି କଟିଯାଇଛି । ପ୍ରବଳ ଝାଡ଼ିତଫାନ ସହ ପବନ ଯୋଗୁଁ ଅନେର ସ୍ଥାନରେ ବିଦ୍ୟୁତ ତାର ଛିଡିଯାଇଛି । ଫଳରେ ଦୁଇ ନମ୍ବର ମାର୍କେଟ, ଆଇଜି ପାର୍କ, ମାର୍କେଟ ବିଲଡିଂ, ମାଷ୍ଟର କ୍ୟାଣ୍ଟିନକୁ ଲାଗି ରହିଥିବା ସରକାରୀ କ୍ୱାର୍ଟର ଓ ରାଜମହଲ ଅଞ୍ଚଳରେ ବିଜୁଳି ନାହିଁ । ସେହିପରି ରସୁଲଗଡ ଅଞ୍ଚଳର ପଳାଶୁଣି, ଜିଜିପି କଲୋନୀ ଅଞ୍ଚଳରେ ମଧ୍ୟ ବିଦ୍ୟୁତ ନ ଥିବା ଜଣାପଡିଛି । ଫଳରେ ଲୋକେ ବିଭିନ୍ନ ପ୍ରକାର ଅସୁବିଧାର ହଇରାଣ ହେଉଛନ୍ତି । ଅନ୍ୟପଟେ ଦୀର୍ଘ ସମୟ ବିଦ୍ୟୁତ ଠପ୍ ହୋଇଯିବା ପରେ ଶକ୍ତି ବିଭାଗ ଟ୍ୱିଟ୍ କରି ଯୁଦ୍ଧକାଳୀନ ଭିତିରେ ବିଦ୍ୟୁତ ସେବା ଯୋଗାଇଦେବାକୁ ଟିପିସିଏଲକୁ ନିର୍ଦ୍ଦେଶ ଦେଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର