ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ବାହାନଗା ଟ୍ରେନ ଟ୍ରାଜେଡ଼ି: ମୃତକଙ୍କ ଚିହ୍ନଟ ପାଇଁ ଭୁବନେଶ୍ୱର ଏମ୍‌ସରେ ଡିଏନ୍‌ଏ ଟେଷ୍ଟିଂ ପ୍ରକ୍ରିୟା ଆରମ୍ଭ

The Sakala Picture
Published On

ଭୁବନେଶ୍ବର: ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ଚିହ୍ନଟ ପାଇଁ ଭୁବନେଶ୍ୱର ଏମ୍ସରେ  ଡିଏନଏଟେଷ୍ଟିଂ ଜାରି ରହିଛି। କୌଣସି ମୃତଦେହ ଚିହ୍ନଟ ନେଇ ଦ୍ୱନ୍ଦ୍ୱ ଦେଖାଦେଲେ ମୃତଦେହର ଡିଏନଏ ଟେଷ୍ଟ କରାଯିବ । ଭୁବନେଶ୍ୱର ଏମ୍ସରେ ଡିଏନଏ ଟେଷ୍ଟ ପାଇଁ ସ୍ୱତନ୍ତ୍ର ଡେକ୍ସ ଖୋଲଯାଇଛି । ମୃତଦେହ ଚିହ୍ନଟ ହୋଇନପାରିଲେ ସମ୍ପର୍କୀୟଙ୍କ ଡିଏନଏ ପରୀକ୍ଷା କରାଯିବ । ମୃତଦେହର ଡିଏନଏ ସାମ୍ପୁଲ ସହ ମେଳ ଖାଇଲେ ମୃତଦେହ ହସ୍ତାନ୍ତର କରାଯିବ । ସେପଟେ ରେଲୱେ ପକ୍ଷରୁ […]

ଭୁବନେଶ୍ବର: ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ଚିହ୍ନଟ ପାଇଁ ଭୁବନେଶ୍ୱର ଏମ୍ସରେ  ଡିଏନଏଟେଷ୍ଟିଂ ଜାରି ରହିଛି। କୌଣସି ମୃତଦେହ ଚିହ୍ନଟ ନେଇ ଦ୍ୱନ୍ଦ୍ୱ ଦେଖାଦେଲେ ମୃତଦେହର ଡିଏନଏ ଟେଷ୍ଟ କରାଯିବ । ଭୁବନେଶ୍ୱର ଏମ୍ସରେ ଡିଏନଏ ଟେଷ୍ଟ ପାଇଁ ସ୍ୱତନ୍ତ୍ର ଡେକ୍ସ ଖୋଲଯାଇଛି । ମୃତଦେହ ଚିହ୍ନଟ ହୋଇନପାରିଲେ ସମ୍ପର୍କୀୟଙ୍କ ଡିଏନଏ ପରୀକ୍ଷା କରାଯିବ । ମୃତଦେହର ଡିଏନଏ ସାମ୍ପୁଲ ସହ ମେଳ ଖାଇଲେ ମୃତଦେହ ହସ୍ତାନ୍ତର କରାଯିବ । ସେପଟେ ରେଲୱେ ପକ୍ଷରୁ ଜାରି ହେଲା ହେଲ୍ପ ଲାଇନ୍ ନମ୍ବର । ମୃତ ଏବଂ ଆହତଙ୍କ ପରିଚୟ ଠାବ ପାଇଁ ନମ୍ବର ଜାରି ହୋଇଛି । ଭାରତୀୟ ରେଳବାଇର ୧୩୯ ନମ୍ବରକୁ କଲ କରି ଜାଣି ହେବ ତଥ୍ୟ । ମୃତ ଏବଂ ଆହତଙ୍କ ପାଇଁ ବିଏମସି ପକ୍ଷରୁ ଏହି ହେଲ୍ପ ଲାଇନ ନମ୍ବର ଜାରି ହୋଇଛି । ୧୦ରୁ ଅଧିକ ପରିବାର ମୃତଦେହ ଚିହ୍ନଟ ପାଇଁ ସାମ୍ପଲ ଦେଇଛନ୍ତି । ଭୁବନେଶ୍ବରକୁ ମୋଟ୍ ୧୯୩ ମୃତଦେହ ଅଣାଯାଇଛି । ସେଥିମଧ୍ୟରୁ ୧୨୩ ମୃତଦେହ ଏମ୍‌ସରେ ରଖାଯାଇଛି ଏଯାବତ୍ ୯୬ଟି ମୃତଦେହ ହସ୍ତାନ୍ତର କରାଯାଇଛି ।

ଆହୁରି ପଢ଼ନ୍ତୁ: ବର୍ଷକୁ ୧୦ ଦିନ ବିନା ବ୍ୟାଗ୍‌ରେ ସ୍କୁଲ୍‌ ଆସିବେ ପିଲା, ଜାତୀୟ ଶିକ୍ଷା ନୀତି-୨୦୨୦କୁ ଲାଗୁ ନିଷ୍ପତ୍ତି

06 Jun 2023 By The Sakala

ବାହାନଗା ଟ୍ରେନ ଟ୍ରାଜେଡ଼ି: ମୃତକଙ୍କ ଚିହ୍ନଟ ପାଇଁ ଭୁବନେଶ୍ୱର ଏମ୍‌ସରେ ଡିଏନ୍‌ଏ ଟେଷ୍ଟିଂ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର: ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ଚିହ୍ନଟ ପାଇଁ ଭୁବନେଶ୍ୱର ଏମ୍ସରେ  ଡିଏନଏଟେଷ୍ଟିଂ ଜାରି ରହିଛି। କୌଣସି ମୃତଦେହ ଚିହ୍ନଟ ନେଇ ଦ୍ୱନ୍ଦ୍ୱ ଦେଖାଦେଲେ ମୃତଦେହର ଡିଏନଏ ଟେଷ୍ଟ କରାଯିବ । ଭୁବନେଶ୍ୱର ଏମ୍ସରେ ଡିଏନଏ ଟେଷ୍ଟ ପାଇଁ ସ୍ୱତନ୍ତ୍ର ଡେକ୍ସ ଖୋଲଯାଇଛି । ମୃତଦେହ ଚିହ୍ନଟ ହୋଇନପାରିଲେ ସମ୍ପର୍କୀୟଙ୍କ ଡିଏନଏ ପରୀକ୍ଷା କରାଯିବ । ମୃତଦେହର ଡିଏନଏ ସାମ୍ପୁଲ ସହ ମେଳ ଖାଇଲେ ମୃତଦେହ ହସ୍ତାନ୍ତର କରାଯିବ । ସେପଟେ ରେଲୱେ ପକ୍ଷରୁ ଜାରି ହେଲା ହେଲ୍ପ ଲାଇନ୍ ନମ୍ବର । ମୃତ ଏବଂ ଆହତଙ୍କ ପରିଚୟ ଠାବ ପାଇଁ ନମ୍ବର ଜାରି ହୋଇଛି । ଭାରତୀୟ ରେଳବାଇର ୧୩୯ ନମ୍ବରକୁ କଲ କରି ଜାଣି ହେବ ତଥ୍ୟ । ମୃତ ଏବଂ ଆହତଙ୍କ ପାଇଁ ବିଏମସି ପକ୍ଷରୁ ଏହି ହେଲ୍ପ ଲାଇନ ନମ୍ବର ଜାରି ହୋଇଛି । ୧୦ରୁ ଅଧିକ ପରିବାର ମୃତଦେହ ଚିହ୍ନଟ ପାଇଁ ସାମ୍ପଲ ଦେଇଛନ୍ତି । ଭୁବନେଶ୍ବରକୁ ମୋଟ୍ ୧୯୩ ମୃତଦେହ ଅଣାଯାଇଛି । ସେଥିମଧ୍ୟରୁ ୧୨୩ ମୃତଦେହ ଏମ୍‌ସରେ ରଖାଯାଇଛି ଏଯାବତ୍ ୯୬ଟି ମୃତଦେହ ହସ୍ତାନ୍ତର କରାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର