ପୁରୀରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ୫ଟି ସଚିବ
ପୁରୀ: ପୁରୀରେ ୫ଟି ସଚିବ ଭିକେ ପାଣ୍ଡିଆନ । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କରିଛନ୍ତି ୫ଟି ସଚିବ। ସ୍ନାନଯାତ୍ରା ପୂର୍ବରୁ ସମ୍ମୁଖ କାର୍ଯ୍ୟ ସାରିବା ଉପରେ ଗୁରୁତ୍ୱ ଦିଆଯାଇଛି । କାର୍ଯ୍ୟ ଅଗ୍ରଗତି ନେଇ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏହା ପୂର୍ବରୁ ସୋମବାର ଓ ମଙ୍ଗଳବାର ମଧ୍ୟ ପୁରୀ ଆସି ଅଗ୍ରଗତି କାର୍ଯ୍ୟର ଅନୁଧ୍ୟାନ କରିଥିଲେ ୫ଟି ସଚିବ ଭିକେ ପାଣ୍ଡିଆନ ।

27 May 2023
By The Sakala

⊕ https://www.thesakala.in/latest-odisha-news/5t-secretary-vk-pandian-visits-puri-and-reviewed-several-projects/article-22048