ସଟ ସର୍କିଟ ଯୋଗୁଁ ରାସ୍ତା ଉପରେ ଜଳିଗଲା ଆଳୁ ବୋଝେଇ ଟ୍ରକ: ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

The Sakala Picture
Published On

ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ମୈଦଲପୁର ରାସ୍ତା NH -୨୬ ବାବାଜିଗୁଡା ଛକ ନିକଟରେ ରାସ୍ତା ମଝିରେ ଜଳିଗଲା ଆଳୁ ବୋଝେଇ ଟ୍ରକ । ରାଜ୍ୟରେ ଲକଡାଉନ ଚାଲିଥିବା ବେଳେ କେବଳ ଜରୁରୀ ସେବା ଯୋଗାଉଥିବା ଦୋକାନ ସହ ସକାଳ ୬ ଟାରୁ ଅପରାହ୍ନ ୧୨ ଟା ପର୍ଯ୍ୟନ୍ତ ସଉଦା ଓ ପନିପରିବା ଦୋକାନ ଖୋଲା ରହୁଛି । ସେଥିପାଇଁ ପଶ୍ଚିମବଙ୍ଗରୁ ନବରଙ୍ଗପୁର ଅଭିମୁଖେ ଆଳୁ ବୋଝେଇ ଟ୍ରକ ଆସୁଥିବା ସମୟରେ ପାପଡାହାଣ୍ଡି ବ୍ଲକ ମୈଦଲପୁର ରାସ୍ତା […]

ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ମୈଦଲପୁର ରାସ୍ତା NH -୨୬ ବାବାଜିଗୁଡା ଛକ ନିକଟରେ ରାସ୍ତା ମଝିରେ ଜଳିଗଲା ଆଳୁ ବୋଝେଇ ଟ୍ରକ । ରାଜ୍ୟରେ ଲକଡାଉନ ଚାଲିଥିବା ବେଳେ କେବଳ ଜରୁରୀ ସେବା ଯୋଗାଉଥିବା ଦୋକାନ ସହ ସକାଳ ୬ ଟାରୁ ଅପରାହ୍ନ ୧୨ ଟା ପର୍ଯ୍ୟନ୍ତ ସଉଦା ଓ ପନିପରିବା ଦୋକାନ ଖୋଲା ରହୁଛି । ସେଥିପାଇଁ ପଶ୍ଚିମବଙ୍ଗରୁ ନବରଙ୍ଗପୁର ଅଭିମୁଖେ ଆଳୁ ବୋଝେଇ ଟ୍ରକ ଆସୁଥିବା ସମୟରେ ପାପଡାହାଣ୍ଡି ବ୍ଲକ ମୈଦଲପୁର ରାସ୍ତା NH -୨୬ ବାଜିଗୁଡା ଛକ ନିକଟରେ ହଠାତ ନିଆଁ ଲାଗି ଜଳି ଯାଇଥିଲା । ବ୍ୟାଟେରୀ ସଟ ସର୍କିଟ ଯୋଗୁଁ ନିଆଁ ଲାଗି ଯାଇଛି ବୋଲି କହିଛନ୍ତି ଗାଡି ଡ୍ରାଇଭର । ଗାଡି ରେ ନିଆଁ ଲାଗିଯାଇଥିବା ଦେଖି ଗାଡିଟିକୁ ରାସ୍ତା କଡରେ ଅଟକାଇ ଅଗ୍ନିଶମ ବାହିନୀ କୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ ।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

11 May 2021 By The Sakala

ସଟ ସର୍କିଟ ଯୋଗୁଁ ରାସ୍ତା ଉପରେ ଜଳିଗଲା ଆଳୁ ବୋଝେଇ ଟ୍ରକ: ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ମୈଦଲପୁର ରାସ୍ତା NH -୨୬ ବାବାଜିଗୁଡା ଛକ ନିକଟରେ ରାସ୍ତା ମଝିରେ ଜଳିଗଲା ଆଳୁ ବୋଝେଇ ଟ୍ରକ । ରାଜ୍ୟରେ ଲକଡାଉନ ଚାଲିଥିବା ବେଳେ କେବଳ ଜରୁରୀ ସେବା ଯୋଗାଉଥିବା ଦୋକାନ ସହ ସକାଳ ୬ ଟାରୁ ଅପରାହ୍ନ ୧୨ ଟା ପର୍ଯ୍ୟନ୍ତ ସଉଦା ଓ ପନିପରିବା ଦୋକାନ ଖୋଲା ରହୁଛି । ସେଥିପାଇଁ ପଶ୍ଚିମବଙ୍ଗରୁ ନବରଙ୍ଗପୁର ଅଭିମୁଖେ ଆଳୁ ବୋଝେଇ ଟ୍ରକ ଆସୁଥିବା ସମୟରେ ପାପଡାହାଣ୍ଡି ବ୍ଲକ ମୈଦଲପୁର ରାସ୍ତା NH -୨୬ ବାଜିଗୁଡା ଛକ ନିକଟରେ ହଠାତ ନିଆଁ ଲାଗି ଜଳି ଯାଇଥିଲା । ବ୍ୟାଟେରୀ ସଟ ସର୍କିଟ ଯୋଗୁଁ ନିଆଁ ଲାଗି ଯାଇଛି ବୋଲି କହିଛନ୍ତି ଗାଡି ଡ୍ରାଇଭର । ଗାଡି ରେ ନିଆଁ ଲାଗିଯାଇଥିବା ଦେଖି ଗାଡିଟିକୁ ରାସ୍ତା କଡରେ ଅଟକାଇ ଅଗ୍ନିଶମ ବାହିନୀ କୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ ।

https://www.thesakala.in/latest-odisha-news/truck-loaded-with-potatoes-caught-fire-on-the-road-due-to-a-short-circuit/article-2108
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର