ଭୁବନେଶ୍ୱରରେ ଆରମ୍ଭ ହେବ ଭ୍ରାମ୍ୟମାଣ ଟିକାକରଣ

The Sakala Picture
Published On

୪୫ ବର୍ଷରୁ ଅଧିକ ବୟସ୍କଙ୍କ ଦ୍ୱିତୀୟ ଡୋଜ ଟିକାକରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା। ଆସନ୍ତାକାଲିଠୁ ପାଇଲଟ ପ୍ରକଳ୍ପ ଭାବେ ଟିକାକରଣ କରାଯିବ। ଭୁବନେଶ୍ୱର ରସୁଲଗଡ଼ ଛକରେ ଥିବା ଏସପ୍ଲାନେଡ୍ ମଲର ପାର୍କିଂ ସ୍ଥଳରେ ଆରମ୍ଭ ହେବ ଭ୍ରାମ୍ୟମାଣ ଟିକାକରଣ। ପ୍ରଥମ ଦିନରେ ୪ଶହ ଜଣଙ୍କୁ ଦିଆଯିବ ଟିକା। ପରେ ଦୈନିକ ୫ଶହ ଲେଖାଏଁ ଟିକା ଦିଆଯିବ। ଏଥିପାଇଁ ଅନଲାଇନରେ ସ୍ଲଟ ବୁକିଂ କରିବାକୁ ପଡ଼ିବ। ଲକଡାଉନ ସମୟରେ ଯେଉଁମାନେ ଟିକା ନେବାକୁ ଯିବେ ସେମାନଙ୍କ ପାଇଁ ସ୍ୱତନ୍ତ୍ର […]

୪୫ ବର୍ଷରୁ ଅଧିକ ବୟସ୍କଙ୍କ ଦ୍ୱିତୀୟ ଡୋଜ ଟିକାକରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା। ଆସନ୍ତାକାଲିଠୁ ପାଇଲଟ ପ୍ରକଳ୍ପ ଭାବେ ଟିକାକରଣ କରାଯିବ। ଭୁବନେଶ୍ୱର ରସୁଲଗଡ଼ ଛକରେ ଥିବା ଏସପ୍ଲାନେଡ୍ ମଲର ପାର୍କିଂ ସ୍ଥଳରେ ଆରମ୍ଭ ହେବ ଭ୍ରାମ୍ୟମାଣ ଟିକାକରଣ।

ଆହୁରି ପଢ଼ନ୍ତୁ: ଆର୍ଥିକ ଅନଟନରେ ଶିକ୍ଷାର ଆଲୁଅ ଖୋଜୁଛନ୍ତି ମାନସ; +୩ ଆଡମିସନ୍‌ ପାଇଁ ପରଘରେ ମୂଲ ଲାଗୁଛନ୍ତି

ପ୍ରଥମ ଦିନରେ ୪ଶହ ଜଣଙ୍କୁ ଦିଆଯିବ ଟିକା। ପରେ ଦୈନିକ ୫ଶହ ଲେଖାଏଁ ଟିକା ଦିଆଯିବ। ଏଥିପାଇଁ ଅନଲାଇନରେ ସ୍ଲଟ ବୁକିଂ କରିବାକୁ ପଡ଼ିବ। ଲକଡାଉନ ସମୟରେ ଯେଉଁମାନେ ଟିକା ନେବାକୁ ଯିବେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରାଯାଇଛି। ମୋଟର ସାଇକେଲରେ କେବଳ ଜଣେ ଏବଂ ଚାରି ଚକିଆ ଯାନରେ ହିତାଧିକାରୀ ଓ ତାଙ୍କ ଡ୍ରାଇଭର ଟିକାକରଣ ପାଇଁ ଆସିପାରିବେ।

ଆହୁରି ପଢ଼ନ୍ତୁ: ରାସ୍ତା କଡ଼ରେ ଠିଆ ହୋଇଥିବା ବେଳେ ଧକ୍କା ଦେଲା କଣ୍ଟେନର, ଚାଲିଗଲା ୨ ଜଣଙ୍କ ଜୀବନ

ତେବେ ଏହା କେବଳ ଟ୍ରାଏଲରେ ଆରମ୍ଭ କରାୟାଇଛି । ଆଗାମୀ ଦିନରେ ଲୋକଙ୍କ ସୁବିଧା ଦୃଷ୍ଟିରୁ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଏଭଳି ବ୍ୟବସ୍ଥା କରାଯିବ ବୋଲି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧରୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ ସମୟରେ ସମସ୍ତ କାର୍ଯ୍ୟକ୍ରମ ସ୍ଥଳକୁ 'ନୋ ଡ୍ରୋନ୍ ଜୋନ୍' ଘୋଷଣା

07 May 2021 By The Sakala

ଭୁବନେଶ୍ୱରରେ ଆରମ୍ଭ ହେବ ଭ୍ରାମ୍ୟମାଣ ଟିକାକରଣ

୪୫ ବର୍ଷରୁ ଅଧିକ ବୟସ୍କଙ୍କ ଦ୍ୱିତୀୟ ଡୋଜ ଟିକାକରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା। ଆସନ୍ତାକାଲିଠୁ ପାଇଲଟ ପ୍ରକଳ୍ପ ଭାବେ ଟିକାକରଣ କରାଯିବ। ଭୁବନେଶ୍ୱର ରସୁଲଗଡ଼ ଛକରେ ଥିବା ଏସପ୍ଲାନେଡ୍ ମଲର ପାର୍କିଂ ସ୍ଥଳରେ ଆରମ୍ଭ ହେବ ଭ୍ରାମ୍ୟମାଣ ଟିକାକରଣ।

ପ୍ରଥମ ଦିନରେ ୪ଶହ ଜଣଙ୍କୁ ଦିଆଯିବ ଟିକା। ପରେ ଦୈନିକ ୫ଶହ ଲେଖାଏଁ ଟିକା ଦିଆଯିବ। ଏଥିପାଇଁ ଅନଲାଇନରେ ସ୍ଲଟ ବୁକିଂ କରିବାକୁ ପଡ଼ିବ। ଲକଡାଉନ ସମୟରେ ଯେଉଁମାନେ ଟିକା ନେବାକୁ ଯିବେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରାଯାଇଛି। ମୋଟର ସାଇକେଲରେ କେବଳ ଜଣେ ଏବଂ ଚାରି ଚକିଆ ଯାନରେ ହିତାଧିକାରୀ ଓ ତାଙ୍କ ଡ୍ରାଇଭର ଟିକାକରଣ ପାଇଁ ଆସିପାରିବେ।

ତେବେ ଏହା କେବଳ ଟ୍ରାଏଲରେ ଆରମ୍ଭ କରାୟାଇଛି । ଆଗାମୀ ଦିନରେ ଲୋକଙ୍କ ସୁବିଧା ଦୃଷ୍ଟିରୁ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଏଭଳି ବ୍ୟବସ୍ଥା କରାଯିବ ବୋଲି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧରୀ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର