ଲକଡାଉନ୍ ସମୟରେ ହ୍ୱାଟସଅପରେ କରିହେବ ଅଭିଯୋଗ, ହାଇକୋର୍ଟ ପକ୍ଷରୁ ନମ୍ବର ଜାରି

The Sakala Picture
Published On

ଭୁବନେଶ୍ୱର: ଲକଡାଉନ୍ ବେଳେ ବି କରିହେବ ଅଭିଯୋଗ । ଲକଡାଉନ୍ ସମୟରେ ହାଇକୋର୍ଟରେ ମାମଲା ରୁଜୁ ପାଇଁ ହେଲେ ପାଳନ କରିବାକୁ ପଡିବ ନୂଆ ଏସଓପି । ଆସନ୍ତା 5 ତାରିଖ ରୁ 14 ଦିନ ପର୍ଯ୍ୟନ୍ତ ହେଉଥିବା ଲକ ଡାଉନକୁ ନଜରରେ ରଖି ଏସଓପି ଜାରି କରିଛନ୍ତି ଓଡିଶା ହାଇକୋର୍ଟ । ଏହି ସମୟରେ ଉଭୟ ଅନଲାଇନରେ ଓ ହ୍ବାଟସଅପ ଜରିଆରେ ଆବେଦନ ଗ୍ରହଣ କରାଯିବ ବୋଲି କହିଛନ୍ତି କୋର୍ଟ । ଏନେଇ ହାଇକୋର୍ଟଙ୍କ ପକ୍ଷରୁ […]

ଭୁବନେଶ୍ୱର: ଲକଡାଉନ୍ ବେଳେ ବି କରିହେବ ଅଭିଯୋଗ । ଲକଡାଉନ୍ ସମୟରେ ହାଇକୋର୍ଟରେ ମାମଲା ରୁଜୁ ପାଇଁ ହେଲେ ପାଳନ କରିବାକୁ ପଡିବ ନୂଆ ଏସଓପି । ଆସନ୍ତା 5 ତାରିଖ ରୁ 14 ଦିନ ପର୍ଯ୍ୟନ୍ତ ହେଉଥିବା ଲକ ଡାଉନକୁ ନଜରରେ ରଖି ଏସଓପି ଜାରି କରିଛନ୍ତି ଓଡିଶା ହାଇକୋର୍ଟ । ଏହି ସମୟରେ ଉଭୟ ଅନଲାଇନରେ ଓ ହ୍ବାଟସଅପ ଜରିଆରେ ଆବେଦନ ଗ୍ରହଣ କରାଯିବ ବୋଲି କହିଛନ୍ତି କୋର୍ଟ ।

ଆହୁରି ପଢ଼ନ୍ତୁ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଏନେଇ ହାଇକୋର୍ଟଙ୍କ ପକ୍ଷରୁ ହ୍ବାଟସଅପ ନମ୍ବର ଜାରି କରାଯାଇଛି । ହ୍ବାଟସଅପ ନମ୍ବର ହେଉଛି ୮୮୯୫୩୦୦୯୫୮ ଜାରି କରାଯାଇଛି। ଆବେଦନକାରୀ ନିଜର ଆଡଭୋକେଟଙ୍କ ଜରିଆରେ ଏକ ପିଡିଏଫ ଫାଇଲ ମାଧ୍ୟମରେ ଏଥିରେ ମାମଲା ରୁଜୁ କରି ପାରିବେ । ଏଥି ସହିତ ଅନ ଲାଇନରେ ଅଦାଲତ ଫି ଦାଖଲ କରିବାକୁ ଏସଓପିରେ ଉଲ୍ଲେଖ ରହିଛି ।

ଆହୁରି ପଢ଼ନ୍ତୁ: ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା: ଜନ୍ମବେଦୀରୁ ଶ୍ରୀମନ୍ଦିର ରତ୍ନସିଂହାସନ ଅଭିମୁଖେ ବାହାରିବେ ଚତୁର୍ଦ୍ଧାମୂରତି

04 May 2021 By The Sakala

ଲକଡାଉନ୍ ସମୟରେ ହ୍ୱାଟସଅପରେ କରିହେବ ଅଭିଯୋଗ, ହାଇକୋର୍ଟ ପକ୍ଷରୁ ନମ୍ବର ଜାରି

ଭୁବନେଶ୍ୱର: ଲକଡାଉନ୍ ବେଳେ ବି କରିହେବ ଅଭିଯୋଗ । ଲକଡାଉନ୍ ସମୟରେ ହାଇକୋର୍ଟରେ ମାମଲା ରୁଜୁ ପାଇଁ ହେଲେ ପାଳନ କରିବାକୁ ପଡିବ ନୂଆ ଏସଓପି । ଆସନ୍ତା 5 ତାରିଖ ରୁ 14 ଦିନ ପର୍ଯ୍ୟନ୍ତ ହେଉଥିବା ଲକ ଡାଉନକୁ ନଜରରେ ରଖି ଏସଓପି ଜାରି କରିଛନ୍ତି ଓଡିଶା ହାଇକୋର୍ଟ । ଏହି ସମୟରେ ଉଭୟ ଅନଲାଇନରେ ଓ ହ୍ବାଟସଅପ ଜରିଆରେ ଆବେଦନ ଗ୍ରହଣ କରାଯିବ ବୋଲି କହିଛନ୍ତି କୋର୍ଟ ।

ଏନେଇ ହାଇକୋର୍ଟଙ୍କ ପକ୍ଷରୁ ହ୍ବାଟସଅପ ନମ୍ବର ଜାରି କରାଯାଇଛି । ହ୍ବାଟସଅପ ନମ୍ବର ହେଉଛି ୮୮୯୫୩୦୦୯୫୮ ଜାରି କରାଯାଇଛି। ଆବେଦନକାରୀ ନିଜର ଆଡଭୋକେଟଙ୍କ ଜରିଆରେ ଏକ ପିଡିଏଫ ଫାଇଲ ମାଧ୍ୟମରେ ଏଥିରେ ମାମଲା ରୁଜୁ କରି ପାରିବେ । ଏଥି ସହିତ ଅନ ଲାଇନରେ ଅଦାଲତ ଫି ଦାଖଲ କରିବାକୁ ଏସଓପିରେ ଉଲ୍ଲେଖ ରହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର