ସ୍ଥଗିତ ରହିଲା ପିପିଲି ଉପନିର୍ବାଚନ : ଭାରତୀୟ ନିର୍ବାଚନ କମିଶନ

The Sakala Picture
Published On

ଭୁବନେଶ୍ୱର : ପିପିଲି ଉପନିର୍ବାଚନ ସ୍ଥଗିତ । ସାରା ରାଜ୍ୟରେ କୋଭିଡ ଲକ୍‌ଡାଉନ୍‌ କାରଣରୁ ସ୍ଥଗିତ ରହିଲା ପିପିଲି ଉପିନର୍ବାଚନ। ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ବଢୁଥିବାରୁ ପିପିଲିରେ ଉପନିର୍ବାଚନ ହେବା ନହେବା ନେଇ ଦାୟର ହୋଇଥିଲା ଅଭିଯୋଗ । ଏନେଇ ଆଜି ଶୁଣାଣି କରିଥିଲେ ହାଇକୋର୍ଟ । ଶେଷରେ ରାଜ୍ୟ ନିର୍ବାଚନ କମିସନରଙ୍କ ସହ କଥା ହୋଇ ପିପିଲିରେ ହେବାକୁ ଥିବା ଉପନିର୍ବାଚନକୁ ସ୍ଥଗିତ ରଖିଥିବା ନେଇ ନିଷ୍ପତି ନେଇଛନ୍ତି । ଆସନ୍ତା ମେ’୧୬ ତାରିଖରେ […]

ଭୁବନେଶ୍ୱର : ପିପିଲି ଉପନିର୍ବାଚନ ସ୍ଥଗିତ । ସାରା ରାଜ୍ୟରେ କୋଭିଡ ଲକ୍‌ଡାଉନ୍‌ କାରଣରୁ ସ୍ଥଗିତ ରହିଲା ପିପିଲି ଉପିନର୍ବାଚନ। ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ବଢୁଥିବାରୁ ପିପିଲିରେ ଉପନିର୍ବାଚନ ହେବା ନହେବା ନେଇ ଦାୟର ହୋଇଥିଲା ଅଭିଯୋଗ । ଏନେଇ ଆଜି ଶୁଣାଣି କରିଥିଲେ ହାଇକୋର୍ଟ । ଶେଷରେ ରାଜ୍ୟ ନିର୍ବାଚନ କମିସନରଙ୍କ ସହ କଥା ହୋଇ ପିପିଲିରେ ହେବାକୁ ଥିବା ଉପନିର୍ବାଚନକୁ ସ୍ଥଗିତ ରଖିଥିବା ନେଇ ନିଷ୍ପତି ନେଇଛନ୍ତି । ଆସନ୍ତା ମେ’୧୬ ତାରିଖରେ ହୋଇଥାଆନ୍ତା ପିପିଲି ଉପନିର୍ବାଚନ।

ଆହୁରି ପଢ଼ନ୍ତୁ: ଗହୀରମଥାରେ ଅଣ୍ଡା ନଦେଇ ଫେରିଗଲେ ଅଲିଭ ରିଡ଼ଲେ କଇଁଛ, ଚିନ୍ତାରେ ପରିବେଶବିତ୍

03 May 2021 By The Sakala

ସ୍ଥଗିତ ରହିଲା ପିପିଲି ଉପନିର୍ବାଚନ : ଭାରତୀୟ ନିର୍ବାଚନ କମିଶନ

ଭୁବନେଶ୍ୱର : ପିପିଲି ଉପନିର୍ବାଚନ ସ୍ଥଗିତ । ସାରା ରାଜ୍ୟରେ କୋଭିଡ ଲକ୍‌ଡାଉନ୍‌ କାରଣରୁ ସ୍ଥଗିତ ରହିଲା ପିପିଲି ଉପିନର୍ବାଚନ। ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ବଢୁଥିବାରୁ ପିପିଲିରେ ଉପନିର୍ବାଚନ ହେବା ନହେବା ନେଇ ଦାୟର ହୋଇଥିଲା ଅଭିଯୋଗ । ଏନେଇ ଆଜି ଶୁଣାଣି କରିଥିଲେ ହାଇକୋର୍ଟ । ଶେଷରେ ରାଜ୍ୟ ନିର୍ବାଚନ କମିସନରଙ୍କ ସହ କଥା ହୋଇ ପିପିଲିରେ ହେବାକୁ ଥିବା ଉପନିର୍ବାଚନକୁ ସ୍ଥଗିତ ରଖିଥିବା ନେଇ ନିଷ୍ପତି ନେଇଛନ୍ତି । ଆସନ୍ତା ମେ’୧୬ ତାରିଖରେ ହୋଇଥାଆନ୍ତା ପିପିଲି ଉପନିର୍ବାଚନ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର