ପୁରୀରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ

The Sakala Picture
Published On

ପୁରୀ: ପୁରୀ ପୌରସଂସ୍ଥାର ୭ ନଂ ୱାର୍ଡ ଅନ୍ତର୍ଗତ ପ୍ରଭୁପାଦ ହୋଟେଲ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବେ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ଏହି ହୋଟେଲରୁ ଅଧିକାଂଶ କର୍ମଚାରୀ କରୋନା ସଂକ୍ରମିତ ହେବା ପରେ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏହି ସମୟ ମଧ୍ୟରେ ସଂପୃକ୍ତ ଅଞ୍ଚଳରେ ରହୁଥିବା ବାସିନ୍ଦା ବାହାରକୁ କିମ୍ବା ବାହାର ବ୍ୟକ୍ତିଙ୍କୁ କଣ୍ଟେନମେଣ୍ଟ ଜୋନ ମଧ୍ୟକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ । ଏଥିସହ ଉକ୍ତ ଅଞ୍ଚଳ […]

ପୁରୀ: ପୁରୀ ପୌରସଂସ୍ଥାର ୭ ନଂ ୱାର୍ଡ ଅନ୍ତର୍ଗତ ପ୍ରଭୁପାଦ ହୋଟେଲ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବେ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ଏହି ହୋଟେଲରୁ ଅଧିକାଂଶ କର୍ମଚାରୀ କରୋନା ସଂକ୍ରମିତ ହେବା ପରେ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏହି ସମୟ ମଧ୍ୟରେ ସଂପୃକ୍ତ ଅଞ୍ଚଳରେ ରହୁଥିବା ବାସିନ୍ଦା ବାହାରକୁ କିମ୍ବା ବାହାର ବ୍ୟକ୍ତିଙ୍କୁ କଣ୍ଟେନମେଣ୍ଟ ଜୋନ ମଧ୍ୟକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ । ଏଥିସହ ଉକ୍ତ ଅଞ୍ଚଳ ପରିସରରେ ଥିବା ସମସ୍ତ ସରକାରୀ, ବେସରକାରୀ ପ୍ରତିଷ୍ଠାନ ଓ ଦୋକାନ ବଜାର ବନ୍ଦ ରହିବ । ମାତ୍ର ବିଭିନ୍ନ ଟିମ ଦ୍ବାରା ବାସିନ୍ଦା ମାନଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଣ ଓ ଡାକ୍ତରୀ ସେବା ଯାରି ରହିବ । ଏତଦବ୍ୟତୀତ ୱାର୍ଡ ନଂ ୩୧ ଅନ୍ତର୍ଗତ ଡିଏଜି କଲୋନୀକୁ ମଧ୍ୟ ପୂର୍ବରୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବେ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି ।

ଆହୁରି ପଢ଼ନ୍ତୁ: ପେଟ୍ରୋଲ-ଡିଜେଲ ସରିଯିବା ନେଇ ମାଲକାନଗିରିରେ ଗୁଜବ, ପେଟ୍ରୋଲ ପମ୍ପରେ ଅସମ୍ଭାଳ ଭିଡ

29 Apr 2021 By The Sakala

ପୁରୀରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ

ପୁରୀ: ପୁରୀ ପୌରସଂସ୍ଥାର ୭ ନଂ ୱାର୍ଡ ଅନ୍ତର୍ଗତ ପ୍ରଭୁପାଦ ହୋଟେଲ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବେ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ଏହି ହୋଟେଲରୁ ଅଧିକାଂଶ କର୍ମଚାରୀ କରୋନା ସଂକ୍ରମିତ ହେବା ପରେ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏହି ସମୟ ମଧ୍ୟରେ ସଂପୃକ୍ତ ଅଞ୍ଚଳରେ ରହୁଥିବା ବାସିନ୍ଦା ବାହାରକୁ କିମ୍ବା ବାହାର ବ୍ୟକ୍ତିଙ୍କୁ କଣ୍ଟେନମେଣ୍ଟ ଜୋନ ମଧ୍ୟକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ । ଏଥିସହ ଉକ୍ତ ଅଞ୍ଚଳ ପରିସରରେ ଥିବା ସମସ୍ତ ସରକାରୀ, ବେସରକାରୀ ପ୍ରତିଷ୍ଠାନ ଓ ଦୋକାନ ବଜାର ବନ୍ଦ ରହିବ । ମାତ୍ର ବିଭିନ୍ନ ଟିମ ଦ୍ବାରା ବାସିନ୍ଦା ମାନଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଣ ଓ ଡାକ୍ତରୀ ସେବା ଯାରି ରହିବ । ଏତଦବ୍ୟତୀତ ୱାର୍ଡ ନଂ ୩୧ ଅନ୍ତର୍ଗତ ଡିଏଜି କଲୋନୀକୁ ମଧ୍ୟ ପୂର୍ବରୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବେ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି ।

https://www.thesakala.in/latest-odisha-news/micro-contentment-zone-in-puri/article-1894
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର