ପୁରୀ-କୋଣାର୍କ ମେରାଇନ ଡ୍ରାଇଭ ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; ଦୁଇ ମୃତ, ୧୦ରୁ ଉର୍ଦ୍ଧ୍ବ ଆହତ

The Sakala Picture
Published On

ପୁରୀ: ପୁରୀ- କୋଣାର୍କ ମେରାଇନ ଡ୍ରାଇଭ ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଯୋଗୁଁ ୨ ଜଣ ମୃତ୍ୟୁବରଣ କରିଛନ୍ତି । ଏହାସହିତ ୧୦ରୁ ଅଧିକ ଜଣ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଆହତମାନଙ୍କୁ ବର୍ତ୍ତମାନ ପୁରୀ ସଦର ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି । ବାଲିଘାଇ ନିକଟସ୍ଥ ଘରୋଇ ଇଂଜିନିୟରିଂ କଲେଜ ନିକଟରେ ଘଟିଛି ଏହି ଦୁର୍ଘଟଣା । ସୂଚନା ଅନୁସାରେ, ଆଜି ସକାଳେ ଟ୍ରାଭେରା ଓ ବାଇକ୍‌ କୋଣାର୍କ ଅଭିମୁଖେ ଯାଉଥିବାବେଳେ ଅଟୋଟି ପୁରୀ […]

ପୁରୀ: ପୁରୀ- କୋଣାର୍କ ମେରାଇନ ଡ୍ରାଇଭ ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଯୋଗୁଁ ୨ ଜଣ ମୃତ୍ୟୁବରଣ କରିଛନ୍ତି । ଏହାସହିତ ୧୦ରୁ ଅଧିକ ଜଣ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଆହତମାନଙ୍କୁ ବର୍ତ୍ତମାନ ପୁରୀ ସଦର ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି । ବାଲିଘାଇ ନିକଟସ୍ଥ ଘରୋଇ ଇଂଜିନିୟରିଂ କଲେଜ ନିକଟରେ ଘଟିଛି ଏହି ଦୁର୍ଘଟଣା ।

ଆହୁରି ପଢ଼ନ୍ତୁ: ସ୍ଥଗିତ ରହିଲା ବସ୍‌ ଧର୍ମଘଟ, STA କମିଶନରଙ୍କ ସହ ଆଲୋଚନା ପରେ ବସ୍ ମାଲିକ ସଂଘର ନିଷ୍ପତ୍ତି

ସୂଚନା ଅନୁସାରେ, ଆଜି ସକାଳେ ଟ୍ରାଭେରା ଓ ବାଇକ୍‌ କୋଣାର୍କ ଅଭିମୁଖେ ଯାଉଥିବାବେଳେ ଅଟୋଟି ପୁରୀ ଅଭିମୁଖେ ଯାଉଥିଲା । ଉଭୟ ଟ୍ରାଭେରା ଓ ବାଇକ୍‌ ଚକ ଫାଟିଯିବାରୁ ଅଟୋ ସହ ବାଡେଇ ହୋଇଥିଲେ । ଟ୍ରାଭେରା-ବାଇକ୍‌-ଅଟୋ ମଧ୍ୟରେ ସିରିଜ୍‌ ଦୁର୍ଘଟଣା ଘଟିଥିଲା ।

ଆହୁରି ପଢ଼ନ୍ତୁ: ପୁରୀ କୃଷ୍ଣପ୍ରସାଦରେ ଅଭାବନୀୟ ଘଟଣା: ବଜ୍ରାଘାତରେ ୯ ଗାଈ ମୃତ, ୧୧ ଆହତ

12 Feb 2023 By The Sakala

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; ଦୁଇ ମୃତ, ୧୦ରୁ ଉର୍ଦ୍ଧ୍ବ ଆହତ

ପୁରୀ: ପୁରୀ- କୋଣାର୍କ ମେରାଇନ ଡ୍ରାଇଭ ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଯୋଗୁଁ ୨ ଜଣ ମୃତ୍ୟୁବରଣ କରିଛନ୍ତି । ଏହାସହିତ ୧୦ରୁ ଅଧିକ ଜଣ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଆହତମାନଙ୍କୁ ବର୍ତ୍ତମାନ ପୁରୀ ସଦର ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି । ବାଲିଘାଇ ନିକଟସ୍ଥ ଘରୋଇ ଇଂଜିନିୟରିଂ କଲେଜ ନିକଟରେ ଘଟିଛି ଏହି ଦୁର୍ଘଟଣା ।

ସୂଚନା ଅନୁସାରେ, ଆଜି ସକାଳେ ଟ୍ରାଭେରା ଓ ବାଇକ୍‌ କୋଣାର୍କ ଅଭିମୁଖେ ଯାଉଥିବାବେଳେ ଅଟୋଟି ପୁରୀ ଅଭିମୁଖେ ଯାଉଥିଲା । ଉଭୟ ଟ୍ରାଭେରା ଓ ବାଇକ୍‌ ଚକ ଫାଟିଯିବାରୁ ଅଟୋ ସହ ବାଡେଇ ହୋଇଥିଲେ । ଟ୍ରାଭେରା-ବାଇକ୍‌-ଅଟୋ ମଧ୍ୟରେ ସିରିଜ୍‌ ଦୁର୍ଘଟଣା ଘଟିଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର