୪୮ ଘଣ୍ଟା ପାଇଁ ସିଲ୍ ହେଲା ମାର୍କେଟ ବିଲ୍ଡିଂ

The Sakala Picture
Published On

ଭୁବନେଶ୍ବର: ରାଜ୍ଯରେ କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି।  ଦ୍ୱିତୀୟ ଲହରରେ ସଂକ୍ରମିତଙ୍କ ସଂଖ୍ଯା ତୀବ୍ର ରହିଥିବା ବେଳେ ଅମାନିଆମାନେ କିନ୍ତୁ ଗାଇଡଲାଇନ୍ ପାଳନ କରୁ ନ ଥିବା ଦେଖିବାକୁ ମିଳୁଛି। କୋଭିଡ୍ ନିୟମ ପାଳନ ନ ହେଉଥିବାରୁ ଭୁବନେଶ୍ୱରର ମାର୍କେଟ ବିଲ୍ଡିଂକୁ ୨ଦିନ ପାଇଁ ସିଲ୍ କରାଯାଇଛି।  ବିଏମସି ଓ କମିସନରେଟ୍ ପୁଲିସ ମିଳିତ ଭାବେ ଏହି କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିଛନ୍ତି। ଗତ କିଛି ଦିନ ଧରି ମାର୍କେଟ ବିଲ୍ଡିଂ ଅଂଚଳରେ ପ୍ରବଳ ଜନଗହଳି […]

ଭୁବନେଶ୍ବର: ରାଜ୍ଯରେ କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି।  ଦ୍ୱିତୀୟ ଲହରରେ ସଂକ୍ରମିତଙ୍କ ସଂଖ୍ଯା ତୀବ୍ର ରହିଥିବା ବେଳେ ଅମାନିଆମାନେ କିନ୍ତୁ ଗାଇଡଲାଇନ୍ ପାଳନ କରୁ ନ ଥିବା ଦେଖିବାକୁ ମିଳୁଛି। କୋଭିଡ୍ ନିୟମ ପାଳନ ନ ହେଉଥିବାରୁ ଭୁବନେଶ୍ୱରର ମାର୍କେଟ ବିଲ୍ଡିଂକୁ ୨ଦିନ ପାଇଁ ସିଲ୍ କରାଯାଇଛି।  ବିଏମସି ଓ କମିସନରେଟ୍ ପୁଲିସ ମିଳିତ ଭାବେ ଏହି କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିଛନ୍ତି।

ଆହୁରି ପଢ଼ନ୍ତୁ: ଜେନ୍‌-ଜିଙ୍କ ମନୋବଳ ବଢ଼ାଇଲେ ନବୀନ; ‘ଏକ୍ସ’ରେ ଛଅ ଧାଡ଼ିଆ ପୋଷ୍ଟକୁ ନେଇ ଜାତୀୟ ସ୍ତରରେ ଚର୍ଚ୍ଚା

ଗତ କିଛି ଦିନ ଧରି ମାର୍କେଟ ବିଲ୍ଡିଂ ଅଂଚଳରେ ପ୍ରବଳ ଜନଗହଳି ଦେଖିବାକୁ ମିଳୁଥିଲା । ଲୋକଙ୍କ ସହିତ କିଛି ଦୋକାନୀ ମଧ୍ୟ ଖୋଲାଖୋଲି ନିୟମ ଉଂଲ୍ଲଘନ ଖରୁଥିଲେ। ଯାହା ବିଏମସି କାନକୁ ଯିବା ପରେ ପ୍ରଶାସନ ଦୃଢ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିଛି।

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଅଗ୍ନିଶମ ବିଭାଗର ବଡ଼ ପ୍ରସ୍ତୁତି, ମୁତୟନ ହେବେ ୨୦୫ ଟିମ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର