ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲା: ତଦନ୍ତ ଠିକ ଢଙ୍ଗରେ ଚାଲିଛି, ଆଉ କିଛି କରିବାକୁ ପରାମର୍ଶ ଦେଇଛି- ଜଷ୍ଟିସ ଜେପି ଦାସ

The Sakala Picture
Published On

କଟକ: ଜଷ୍ଟିସ ଜେପି ଦାସଙ୍କ ବାସଭବନକୁ ଯାଇ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଭେଟିଛନ୍ତି । ଆଜି କଟକ ସିଡିଏ ସ୍ଥିତ ବାସଭବନରେ ଜଷ୍ଟିସ ଜେପି ଦାସଙ୍କୁ ଭେଟିଥିଲେ ଅରୁଣ ବୋଥ୍ରା । ଏହାପରେ ଜଷ୍ଟିସ ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି ଯେ, ମୋତେ ତଦନ୍ତ ତତ୍ତ୍ବାବଧାନ କରିବାକୁ କୁହାଯାଇଛି । ତଦନ୍ତ ସଂପର୍କରେ ବୁଝିଲି । ଆଉ କିଛି କରିବାକୁ ପରାମର୍ଶ ଦେଇଛି। ଘଟଣା ସ୍ଥଳକୁ ନିଶ୍ଚିତ ଯିବି। କେବେ ଯିବି ସ୍ଥିର କରିନି । ତଦନ୍ତ […]

କଟକ: ଜଷ୍ଟିସ ଜେପି ଦାସଙ୍କ ବାସଭବନକୁ ଯାଇ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଭେଟିଛନ୍ତି । ଆଜି କଟକ ସିଡିଏ ସ୍ଥିତ ବାସଭବନରେ ଜଷ୍ଟିସ ଜେପି ଦାସଙ୍କୁ ଭେଟିଥିଲେ ଅରୁଣ ବୋଥ୍ରା । ଏହାପରେ ଜଷ୍ଟିସ ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି ଯେ, ମୋତେ ତଦନ୍ତ ତତ୍ତ୍ବାବଧାନ କରିବାକୁ କୁହାଯାଇଛି । ତଦନ୍ତ ସଂପର୍କରେ ବୁଝିଲି । ଆଉ କିଛି କରିବାକୁ ପରାମର୍ଶ ଦେଇଛି। ଘଟଣା ସ୍ଥଳକୁ ନିଶ୍ଚିତ ଯିବି। କେବେ ଯିବି ସ୍ଥିର କରିନି । ତଦନ୍ତ ଠିକ ଢଙ୍ଗରେ ଚାଲିଛି । କ୍ରାଇମବ୍ରାଞ୍ଚ ନିର୍ଯାସରେ ପହଞ୍ଚିବ ବୋଲି ଆଶା କରିବା କହିିଛନ୍ତି ଜଷ୍ଟିସ ଜେପି ଦାସ ।

ଆହୁରି ପଢ଼ନ୍ତୁ: ଅକ୍ଷୟ ତୃତୀୟା ୨୦୨୬: ୧୯ ନା ୨୦ ଏପ୍ରିଲ? ଜାଣନ୍ତୁ ଶ୍ରୀମନ୍ଦିର ପାଞ୍ଜି ଅନୁସାରେ ସଠିକ୍ ତାରିଖ ଓ ଶୁଭ ମୁହୂର୍ତ୍ତ

ଅନ୍ୟପଟେ ଡିଜିପି ସୁନୀଲ ବଂଶଲଙ୍କ କ୍ୟାମ୍ପ ଅଫିସରେ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ଡିଜିପିଙ୍କୁ ଭେଟିଛନ୍ତି ଆଇନ ଶୃଙ୍ଖଳା ଏଡିଜି ଆର.କେ. ଶର୍ମା । ଝାରସୁଗୁଡ଼ାରୁ ଫେରିବା ପରେ ପୁଲିସ ଡିଜିଙ୍କୁ ଭେଟିଛନ୍ତି ଆଇନ ଶୃଙ୍ଖଳା ଏଡିଜି ଆର.କେ ଶର୍ମା।

ଆହୁରି ପଢ଼ନ୍ତୁ: ବସ୍ତାରେ ବିଜେଡିର ଶକ୍ତି ପ୍ରଦର୍ଶନ: ରବୀନ୍ଦ୍ର ଓ ସୁବାସିନୀଙ୍କ ବିନା ତୃଣମୂଳ ସଂଗଠନରେ ପଡ଼ିନି ଫରକ

04 Feb 2023 By The Sakala

ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲା: ତଦନ୍ତ ଠିକ ଢଙ୍ଗରେ ଚାଲିଛି, ଆଉ କିଛି କରିବାକୁ ପରାମର୍ଶ ଦେଇଛି- ଜଷ୍ଟିସ ଜେପି ଦାସ

କଟକ: ଜଷ୍ଟିସ ଜେପି ଦାସଙ୍କ ବାସଭବନକୁ ଯାଇ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଭେଟିଛନ୍ତି । ଆଜି କଟକ ସିଡିଏ ସ୍ଥିତ ବାସଭବନରେ ଜଷ୍ଟିସ ଜେପି ଦାସଙ୍କୁ ଭେଟିଥିଲେ ଅରୁଣ ବୋଥ୍ରା । ଏହାପରେ ଜଷ୍ଟିସ ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି ଯେ, ମୋତେ ତଦନ୍ତ ତତ୍ତ୍ବାବଧାନ କରିବାକୁ କୁହାଯାଇଛି । ତଦନ୍ତ ସଂପର୍କରେ ବୁଝିଲି । ଆଉ କିଛି କରିବାକୁ ପରାମର୍ଶ ଦେଇଛି। ଘଟଣା ସ୍ଥଳକୁ ନିଶ୍ଚିତ ଯିବି। କେବେ ଯିବି ସ୍ଥିର କରିନି । ତଦନ୍ତ ଠିକ ଢଙ୍ଗରେ ଚାଲିଛି । କ୍ରାଇମବ୍ରାଞ୍ଚ ନିର୍ଯାସରେ ପହଞ୍ଚିବ ବୋଲି ଆଶା କରିବା କହିିଛନ୍ତି ଜଷ୍ଟିସ ଜେପି ଦାସ ।

ଅନ୍ୟପଟେ ଡିଜିପି ସୁନୀଲ ବଂଶଲଙ୍କ କ୍ୟାମ୍ପ ଅଫିସରେ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ଡିଜିପିଙ୍କୁ ଭେଟିଛନ୍ତି ଆଇନ ଶୃଙ୍ଖଳା ଏଡିଜି ଆର.କେ. ଶର୍ମା । ଝାରସୁଗୁଡ଼ାରୁ ଫେରିବା ପରେ ପୁଲିସ ଡିଜିଙ୍କୁ ଭେଟିଛନ୍ତି ଆଇନ ଶୃଙ୍ଖଳା ଏଡିଜି ଆର.କେ ଶର୍ମା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର