ମନୋମାଳିନ୍ୟର ଅନ୍ତ: ଏକାଠି ରହିବେ ହ୍ୟୁମାନ ସାଗର ଓ ଶ୍ରୀୟା

The Sakala Picture
Published On

କଟକ: କଣ୍ଠଶିଳ୍ପୀ ହ୍ୟୁମାନ ସାଗର- ଶ୍ରୀୟା ପାରିବାରିକ ବିବାଦର ସମାଧାନ ଓ ଆପୋସ ବୁଝାମଣା ହୋଇଛି। ଏଣିକି ସେମାନେ ଏକାଠି ରହିବେ ବୋଲି ହ୍ୟୁମାନଙ୍କ ମାଆ କହିଛନ୍ତି। କଟକ ମହିଳା ଥାନାରେ ଉଭୟଙ୍କ ମଧ୍ୟରେ ଚାଲିଥିବା ଆପୋଷ ଆଲୋଚନାରେ ବିବାଦ ସମାଧାନ ହୋଇଛି। ଏକ ମାସ ମଧ୍ୟରେ ଉଭୟ ଦେଖାକରିବେ, ସମ୍ପର୍କକୁ ଉତ୍ତମ କରିବେ । ପରିବାର ସହିତ ଆଲୋଚନା କରି ଶ୍ରୀୟା ଶାଶୁ ଘର ଫେରିବେ। ଉଭୟ ଗଣମାଧ୍ୟମକୁ ଏହି ସୂଚନା ଦେବା ସହିତ ବୁଝାମଣାରେ ସହଯୋଗ […]

କଟକ: କଣ୍ଠଶିଳ୍ପୀ ହ୍ୟୁମାନ ସାଗର- ଶ୍ରୀୟା ପାରିବାରିକ ବିବାଦର ସମାଧାନ ଓ ଆପୋସ ବୁଝାମଣା ହୋଇଛି। ଏଣିକି ସେମାନେ ଏକାଠି ରହିବେ ବୋଲି ହ୍ୟୁମାନଙ୍କ ମାଆ କହିଛନ୍ତି। କଟକ ମହିଳା ଥାନାରେ ଉଭୟଙ୍କ ମଧ୍ୟରେ ଚାଲିଥିବା ଆପୋଷ ଆଲୋଚନାରେ ବିବାଦ ସମାଧାନ ହୋଇଛି। ଏକ ମାସ ମଧ୍ୟରେ ଉଭୟ ଦେଖାକରିବେ, ସମ୍ପର୍କକୁ ଉତ୍ତମ କରିବେ । ପରିବାର ସହିତ ଆଲୋଚନା କରି ଶ୍ରୀୟା ଶାଶୁ ଘର ଫେରିବେ। ଉଭୟ ଗଣମାଧ୍ୟମକୁ ଏହି ସୂଚନା ଦେବା ସହିତ ବୁଝାମଣାରେ ସହଯୋଗ କରିଥିବା ଏସିପି ଅମିତାଭ ମହାପାତ୍ରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ: ଯୁବତୀଙ୍କୁ ହଷ୍ଟେଲରୁ ନେଇ ହୋଟେଲରେ ଦୁଷ୍କର୍ମ ଅଭଯୋଗ

ଆହୁରି ପଢ଼ନ୍ତୁ: ନିଶା ଔଷଧ ସ୍ପ୍ରେ କରି ଘରୁ ୨୫ ଲକ୍ଷର ସୁନା ଗହଣା ସହ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

30 Jan 2023 By The Sakala

ମନୋମାଳିନ୍ୟର ଅନ୍ତ: ଏକାଠି ରହିବେ ହ୍ୟୁମାନ ସାଗର ଓ ଶ୍ରୀୟା

କଟକ: କଣ୍ଠଶିଳ୍ପୀ ହ୍ୟୁମାନ ସାଗର- ଶ୍ରୀୟା ପାରିବାରିକ ବିବାଦର ସମାଧାନ ଓ ଆପୋସ ବୁଝାମଣା ହୋଇଛି। ଏଣିକି ସେମାନେ ଏକାଠି ରହିବେ ବୋଲି ହ୍ୟୁମାନଙ୍କ ମାଆ କହିଛନ୍ତି। କଟକ ମହିଳା ଥାନାରେ ଉଭୟଙ୍କ ମଧ୍ୟରେ ଚାଲିଥିବା ଆପୋଷ ଆଲୋଚନାରେ ବିବାଦ ସମାଧାନ ହୋଇଛି। ଏକ ମାସ ମଧ୍ୟରେ ଉଭୟ ଦେଖାକରିବେ, ସମ୍ପର୍କକୁ ଉତ୍ତମ କରିବେ । ପରିବାର ସହିତ ଆଲୋଚନା କରି ଶ୍ରୀୟା ଶାଶୁ ଘର ଫେରିବେ। ଉଭୟ ଗଣମାଧ୍ୟମକୁ ଏହି ସୂଚନା ଦେବା ସହିତ ବୁଝାମଣାରେ ସହଯୋଗ କରିଥିବା ଏସିପି ଅମିତାଭ ମହାପାତ୍ରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର