ହକି ବିଶ୍ବକପ ପାଇଁ ରାଉରକେଲା ସହରରେ ମୁତୟନ ହେବେ ୫୦ ପ୍ଲାଟୁନ ପୁଲିସ ଫୋର୍ସ, ୧୦୦ଟି ଜାଗାରେ ଲାଗିବ ସିସିଟିଭି

The Sakala Picture
Published On

ରାଉରକେଲା: ହକି ବିଶ୍ବକପ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡନ୍ତା ପର୍ଯାୟରେ ପହଞ୍ଚିଛି। ହକି ବିଶ୍ବକପର ସମସ୍ତ ମ୍ୟାଚ ଭୁବନେଶ୍ବର ସ୍ଥିତ କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲା ସ୍ଥିତ ଦେଶର ସର୍ବବୃହତ୍ ହକି ଷ୍ଟାଡିୟମ୍ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବ। ଏ ନେଇ ସୁରକ୍ଷା ବ୍ଯବସ୍ଥା କଡ଼ାକଡ଼ି କରାଯାଇଛି।  ରାଉରକେଲା ସହରରେ ପୁରୁଷ ହକି ବିଶ୍ଵକପ ସମୟରେ ୫୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ। ସହରର ୧୦୦ଟି ଜାଗାରେ ସିସିଟିଭି ଲଗାଯିବ। ୩୫ ଟି […]

ରାଉରକେଲା: ହକି ବିଶ୍ବକପ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡନ୍ତା ପର୍ଯାୟରେ ପହଞ୍ଚିଛି। ହକି ବିଶ୍ବକପର ସମସ୍ତ ମ୍ୟାଚ ଭୁବନେଶ୍ବର ସ୍ଥିତ କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲା ସ୍ଥିତ ଦେଶର ସର୍ବବୃହତ୍ ହକି ଷ୍ଟାଡିୟମ୍ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବ। ଏ ନେଇ ସୁରକ୍ଷା ବ୍ଯବସ୍ଥା କଡ଼ାକଡ଼ି କରାଯାଇଛି।  ରାଉରକେଲା ସହରରେ ପୁରୁଷ ହକି ବିଶ୍ଵକପ ସମୟରେ ୫୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ। ସହରର ୧୦୦ଟି ଜାଗାରେ ସିସିଟିଭି ଲଗାଯିବ। ୩୫ ଟି ସ୍ଥାନରେ ସିସିଟିଭି ଲଗା ସରିଛି। ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ଗତିବିଧି ନଜରରେ ରଖିବା ପାଇଁ ୧୨ ଟି ସ୍ଥାନରେ ଚେକ ପୋଷ୍ଟ ଲଗାଯାଇଛି। ରାଉରକେଲା ସହରରେ ଟ୍ରାଫିକ ମ୍ୟାନେଜମେଣ୍ଟ ସିଷ୍ଟମ କରାଯାଇଛି। ସ୍ଵୟଂ ଚାଳିତ ଟ୍ରାଫିକ ସିଗ୍ନାଲ ଲଗାଯାଇଛି। ପୁରୁଷ ହକି ବିଶ୍ଵକପ ସମୟରେ ସହରରେ ସୁରକ୍ଷା ବ୍ୟବସ୍ଥା କଡାକଡି ରହିବ। ଏ ନେଇ ରାଉରକେଲା ଏସପି ମୁକେଶ କୁମାର ଭାମୁ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

03 Jan 2023 By The Sakala

ହକି ବିଶ୍ବକପ ପାଇଁ ରାଉରକେଲା ସହରରେ ମୁତୟନ ହେବେ ୫୦ ପ୍ଲାଟୁନ ପୁଲିସ ଫୋର୍ସ, ୧୦୦ଟି ଜାଗାରେ ଲାଗିବ ସିସିଟିଭି

ରାଉରକେଲା: ହକି ବିଶ୍ବକପ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡନ୍ତା ପର୍ଯାୟରେ ପହଞ୍ଚିଛି। ହକି ବିଶ୍ବକପର ସମସ୍ତ ମ୍ୟାଚ ଭୁବନେଶ୍ବର ସ୍ଥିତ କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲା ସ୍ଥିତ ଦେଶର ସର୍ବବୃହତ୍ ହକି ଷ୍ଟାଡିୟମ୍ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବ। ଏ ନେଇ ସୁରକ୍ଷା ବ୍ଯବସ୍ଥା କଡ଼ାକଡ଼ି କରାଯାଇଛି।  ରାଉରକେଲା ସହରରେ ପୁରୁଷ ହକି ବିଶ୍ଵକପ ସମୟରେ ୫୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ। ସହରର ୧୦୦ଟି ଜାଗାରେ ସିସିଟିଭି ଲଗାଯିବ। ୩୫ ଟି ସ୍ଥାନରେ ସିସିଟିଭି ଲଗା ସରିଛି। ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ଗତିବିଧି ନଜରରେ ରଖିବା ପାଇଁ ୧୨ ଟି ସ୍ଥାନରେ ଚେକ ପୋଷ୍ଟ ଲଗାଯାଇଛି। ରାଉରକେଲା ସହରରେ ଟ୍ରାଫିକ ମ୍ୟାନେଜମେଣ୍ଟ ସିଷ୍ଟମ କରାଯାଇଛି। ସ୍ଵୟଂ ଚାଳିତ ଟ୍ରାଫିକ ସିଗ୍ନାଲ ଲଗାଯାଇଛି। ପୁରୁଷ ହକି ବିଶ୍ଵକପ ସମୟରେ ସହରରେ ସୁରକ୍ଷା ବ୍ୟବସ୍ଥା କଡାକଡି ରହିବ। ଏ ନେଇ ରାଉରକେଲା ଏସପି ମୁକେଶ କୁମାର ଭାମୁ ସୂଚନା ଦେଇଛନ୍ତି।

https://www.thesakala.in/latest-odisha-news/50-platoons-of-police-force-will-be-deployed-in-rourkela-for-hockey-world-cup/article-17854
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର