ଆସନ୍ତା ୫ ତାରିଖରୁ ରାଉରକେଲା ସହରରେ ବନ୍ଦ ରହିବ ସମସ୍ତ କନଷ୍ଟ୍ରକସନ କାର୍ଯ୍ୟ

The Sakala Picture
Published On

ରାଉରକେଲା: ଆସନ୍ତା ୫ ତାରିଖରୁ ରାଉରକେଲା ସହରରେ ସମସ୍ତ କନଷ୍ଟ୍ରକସନ କାର୍ଯ୍ୟ ବନ୍ଦ ରହିବ। ପୁରୁଷ ହକି ବିଶ୍ଵ କପ ପାଇଁ ସହରକୁ ସ୍ଵଛ ଓ ସୁନ୍ଦର ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ସହରର ବିଭିନ୍ନ ରାସ୍ତା କଡ ରଙ୍ଗୀନ ଆଲୋକମାଳାରେ ଝଲସୁଥିବା ବେଳେ ସହରର ସମସ୍ତ କଲୋନୀ ଓ ଘର ରଙ୍ଗୀନ ଆଲୋକମାଳାରେ ଝଲସିବ। ପୁରୁଷ ହକି ବିଶ୍ଵ କପ ସମୟରେ ସମସ୍ତ କଲୋନୀ ବାସିନ୍ଦା ଓ ସହରବାସୀ ନିଜ ନିଜ ଘରକୁ ରଙ୍ଗୀନ […]

ରାଉରକେଲା: ଆସନ୍ତା ୫ ତାରିଖରୁ ରାଉରକେଲା ସହରରେ ସମସ୍ତ କନଷ୍ଟ୍ରକସନ କାର୍ଯ୍ୟ ବନ୍ଦ ରହିବ। ପୁରୁଷ ହକି ବିଶ୍ଵ କପ ପାଇଁ ସହରକୁ ସ୍ଵଛ ଓ ସୁନ୍ଦର ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ସହରର ବିଭିନ୍ନ ରାସ୍ତା କଡ ରଙ୍ଗୀନ ଆଲୋକମାଳାରେ ଝଲସୁଥିବା ବେଳେ ସହରର ସମସ୍ତ କଲୋନୀ ଓ ଘର ରଙ୍ଗୀନ ଆଲୋକମାଳାରେ ଝଲସିବ। ପୁରୁଷ ହକି ବିଶ୍ଵ କପ ସମୟରେ ସମସ୍ତ କଲୋନୀ ବାସିନ୍ଦା ଓ ସହରବାସୀ ନିଜ ନିଜ ଘରକୁ ରଙ୍ଗୀନ ଆଲୋକମାଳାରେ ସଜ୍ଜୀତ କରିବା ପାଇଁ RMC କମିଶନର ଅନୁରୋଧ କରିଛନ୍ତିଷ ଯେଉଁ କଲୋନୀ ସବୁଠାରୁ ଅଧିକ ସୁନ୍ଦର ଲାଗିବ ଉକ୍ତ କଲୋନୀକୁ ପୁରସ୍କୃତ କରାଯିବ। ଏ ନେଇ RMC କମିଶନର ଶୁଭଙ୍କର ମହାପାତ୍ରଙ୍କ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ସ୍ଥଗିତ ରହିଲା ବସ୍‌ ଧର୍ମଘଟ, STA କମିଶନରଙ୍କ ସହ ଆଲୋଚନା ପରେ ବସ୍ ମାଲିକ ସଂଘର ନିଷ୍ପତ୍ତି

02 Jan 2023 By The Sakala

ଆସନ୍ତା ୫ ତାରିଖରୁ ରାଉରକେଲା ସହରରେ ବନ୍ଦ ରହିବ ସମସ୍ତ କନଷ୍ଟ୍ରକସନ କାର୍ଯ୍ୟ

ରାଉରକେଲା: ଆସନ୍ତା ୫ ତାରିଖରୁ ରାଉରକେଲା ସହରରେ ସମସ୍ତ କନଷ୍ଟ୍ରକସନ କାର୍ଯ୍ୟ ବନ୍ଦ ରହିବ। ପୁରୁଷ ହକି ବିଶ୍ଵ କପ ପାଇଁ ସହରକୁ ସ୍ଵଛ ଓ ସୁନ୍ଦର ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ସହରର ବିଭିନ୍ନ ରାସ୍ତା କଡ ରଙ୍ଗୀନ ଆଲୋକମାଳାରେ ଝଲସୁଥିବା ବେଳେ ସହରର ସମସ୍ତ କଲୋନୀ ଓ ଘର ରଙ୍ଗୀନ ଆଲୋକମାଳାରେ ଝଲସିବ। ପୁରୁଷ ହକି ବିଶ୍ଵ କପ ସମୟରେ ସମସ୍ତ କଲୋନୀ ବାସିନ୍ଦା ଓ ସହରବାସୀ ନିଜ ନିଜ ଘରକୁ ରଙ୍ଗୀନ ଆଲୋକମାଳାରେ ସଜ୍ଜୀତ କରିବା ପାଇଁ RMC କମିଶନର ଅନୁରୋଧ କରିଛନ୍ତିଷ ଯେଉଁ କଲୋନୀ ସବୁଠାରୁ ଅଧିକ ସୁନ୍ଦର ଲାଗିବ ଉକ୍ତ କଲୋନୀକୁ ପୁରସ୍କୃତ କରାଯିବ। ଏ ନେଇ RMC କମିଶନର ଶୁଭଙ୍କର ମହାପାତ୍ରଙ୍କ ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର