ଜୋନାଲ ପାରା ସୁଟିଂ ଚାମ୍ପିଅନସିପରେ ଓଡିଆ ସୁଟର ବିରେନ୍ଦ୍ର ବଳିଆରସିଂହଙ୍କୁ ରୌପ୍ଯ

The Sakala Picture
Published On

ଭୁବନେଶ୍ବର: ମଧ୍ୟପ୍ରଦେଶର ଇନ୍ଦୋରରେ ଚାଲିଥିବା ତୃତୀୟ ଜୋନାଲ ପାରା ସୁଟିଙ୍ଗ ଚାମ୍ପିଅନସିପରେ ଓଡିଶାକୁ ମିଳିିଛି ବଡ଼ ସଫଳତା । ପୁରୁଷ ୧୦ ମିଟର ଏୟାର ରାଇଫଲରେ ଷ୍ଟାଣ୍ଡିଂ SH-1 ଇଭେଣ୍ଟରେ ଓଡିଶାର ପ୍ରଥମ ପାରା ସୁଟର ଭାବେ ବିରେନ୍ଦ୍ର ବଳିଆରସିଂହଙ୍କୁ ରୋପ୍ଯ ପଦକ ମିଳିଛି।  ଏଥିସହ ବିରେନ୍ଦ୍ର ଜାତୀୟ ପାରା ସୁଟିଂ ଚାମ୍ପିଅନସିପ୍ – ୨୦୨୨ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।  ସେ ଭୁବନେଶ୍ବର ସ୍ଥିତ ଆଦିତ୍ୟ ବିର୍ଲା ଗଗନ ନାରଙ୍ଗ ସୁଟିଂରେ ପ୍ରଶିକ୍ଷଣ ନେଉଛନ୍ତି। A […]

ଭୁବନେଶ୍ବର: ମଧ୍ୟପ୍ରଦେଶର ଇନ୍ଦୋରରେ ଚାଲିଥିବା ତୃତୀୟ ଜୋନାଲ ପାରା ସୁଟିଙ୍ଗ ଚାମ୍ପିଅନସିପରେ ଓଡିଶାକୁ ମିଳିିଛି ବଡ଼ ସଫଳତା । ପୁରୁଷ ୧୦ ମିଟର ଏୟାର ରାଇଫଲରେ ଷ୍ଟାଣ୍ଡିଂ SH-1 ଇଭେଣ୍ଟରେ ଓଡିଶାର ପ୍ରଥମ ପାରା ସୁଟର ଭାବେ ବିରେନ୍ଦ୍ର ବଳିଆରସିଂହଙ୍କୁ ରୋପ୍ଯ ପଦକ ମିଳିଛି।  ଏଥିସହ ବିରେନ୍ଦ୍ର ଜାତୀୟ ପାରା ସୁଟିଂ ଚାମ୍ପିଅନସିପ୍ – ୨୦୨୨ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।  ସେ ଭୁବନେଶ୍ବର ସ୍ଥିତ ଆଦିତ୍ୟ ବିର୍ଲା ଗଗନ ନାରଙ୍ଗ ସୁଟିଂରେ ପ୍ରଶିକ୍ଷଣ ନେଉଛନ୍ତି।

ଆହୁରି ପଢ଼ନ୍ତୁ: ‘ଇଣ୍ଡିଆ’ ମେଣ୍ଟ ବୈଠକରେ ବିଜେଡି ସଂସଦୀୟ ଦଳ ନେତା; ଜାତୀୟ ରାଜନୀତିରେ ବିଜେଡି ଚର୍ଚ୍ଚା

14 Dec 2022 By The Sakala

ଜୋନାଲ ପାରା ସୁଟିଂ ଚାମ୍ପିଅନସିପରେ ଓଡିଆ ସୁଟର ବିରେନ୍ଦ୍ର ବଳିଆରସିଂହଙ୍କୁ ରୌପ୍ଯ

ଭୁବନେଶ୍ବର: ମଧ୍ୟପ୍ରଦେଶର ଇନ୍ଦୋରରେ ଚାଲିଥିବା ତୃତୀୟ ଜୋନାଲ ପାରା ସୁଟିଙ୍ଗ ଚାମ୍ପିଅନସିପରେ ଓଡିଶାକୁ ମିଳିିଛି ବଡ଼ ସଫଳତା । ପୁରୁଷ ୧୦ ମିଟର ଏୟାର ରାଇଫଲରେ ଷ୍ଟାଣ୍ଡିଂ SH-1 ଇଭେଣ୍ଟରେ ଓଡିଶାର ପ୍ରଥମ ପାରା ସୁଟର ଭାବେ ବିରେନ୍ଦ୍ର ବଳିଆରସିଂହଙ୍କୁ ରୋପ୍ଯ ପଦକ ମିଳିଛି।  ଏଥିସହ ବିରେନ୍ଦ୍ର ଜାତୀୟ ପାରା ସୁଟିଂ ଚାମ୍ପିଅନସିପ୍ – ୨୦୨୨ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।  ସେ ଭୁବନେଶ୍ବର ସ୍ଥିତ ଆଦିତ୍ୟ ବିର୍ଲା ଗଗନ ନାରଙ୍ଗ ସୁଟିଂରେ ପ୍ରଶିକ୍ଷଣ ନେଉଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର