ଭାରସାମ୍ଯ ହରାଇ ଓଲଟିଲା ଗ୍ୟାସ ବୋଝେଇ ଟ୍ୟାଙ୍କର; ଗ୍ୟାସ ନିର୍ଗତ ହେବା ପରେ ଯାତାୟାତ ବନ୍ଦ

The Sakala Picture
Published On

କଳାହାଣ୍ଡି: ଭାରସାମ୍ଯ ହରାଇ ଓଲଟିଲା ଗ୍ୟାସ ବୋଝେଇ ଟ୍ୟାଙ୍କର । ଭବାନିପାଟଣା ରାୟପୁର ୧୬ ନମ୍ବର ରାଜ୍ଯ ରାଜପଥ ପାଷ୍ଟିପଡା ନିକଟରେ ଭାରସାମ୍ଯ ହରାଇ ଗ୍ୟାସ ବୋଝେଇ ଟ୍ୟାଙ୍କରଟି ଓଲଟି ପଡିଛି । ଦୁର୍ଘଟଣା ପରେ ଟ୍ୟାଙ୍କରରୁ ଗ୍ୟାସ ନିର୍ଗତ ହେଉଛି । ଗ୍ୟାସ୍ ନିର୍ଗତ ହୋଇ ପୁରା ଅଞ୍ଚଳର ଧୂଆଁମୟ ହୋଇଛି । ଫଳରେ ଯାତାୟତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଗ୍ୟାସ୍ ଲିକ୍ ବନ୍ଦ କରିବାକୁ ଉଦ୍ୟମ ଚଳାଇଛନ୍ତି […]

କଳାହାଣ୍ଡି: ଭାରସାମ୍ଯ ହରାଇ ଓଲଟିଲା ଗ୍ୟାସ ବୋଝେଇ ଟ୍ୟାଙ୍କର । ଭବାନିପାଟଣା ରାୟପୁର ୧୬ ନମ୍ବର ରାଜ୍ଯ ରାଜପଥ ପାଷ୍ଟିପଡା ନିକଟରେ ଭାରସାମ୍ଯ ହରାଇ ଗ୍ୟାସ ବୋଝେଇ ଟ୍ୟାଙ୍କରଟି ଓଲଟି ପଡିଛି । ଦୁର୍ଘଟଣା ପରେ ଟ୍ୟାଙ୍କରରୁ ଗ୍ୟାସ ନିର୍ଗତ ହେଉଛି । ଗ୍ୟାସ୍ ନିର୍ଗତ ହୋଇ ପୁରା ଅଞ୍ଚଳର ଧୂଆଁମୟ ହୋଇଛି । ଫଳରେ ଯାତାୟତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଗ୍ୟାସ୍ ଲିକ୍ ବନ୍ଦ କରିବାକୁ ଉଦ୍ୟମ ଚଳାଇଛନ୍ତି । ଗ୍ୟାସ୍ ଲିକ ହେବାରୁ ସ୍ଥାନୀୟ ଲୋକେ ଆତଙ୍କିତ ଅଛନ୍ତି । ପାଖ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ କିଛି ସମୟ ପାଇଁ ରନ୍ଧା ବଢା କରିବା ପାଇଁ ପାଇଁ ମନା କରାଯାଇଛି । ଏହା ସହିତ ସେହି ସ୍ଥାନକୁ ଅବା ଆଖ ପାଖ ସ୍ଥାନକୁ ନ ଯିବା ପାଇଁ ମନା କରାଯାଇଛି ।

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

04 Dec 2022 By The Sakala

ଭାରସାମ୍ଯ ହରାଇ ଓଲଟିଲା ଗ୍ୟାସ ବୋଝେଇ ଟ୍ୟାଙ୍କର; ଗ୍ୟାସ ନିର୍ଗତ ହେବା ପରେ ଯାତାୟାତ ବନ୍ଦ

କଳାହାଣ୍ଡି: ଭାରସାମ୍ଯ ହରାଇ ଓଲଟିଲା ଗ୍ୟାସ ବୋଝେଇ ଟ୍ୟାଙ୍କର । ଭବାନିପାଟଣା ରାୟପୁର ୧୬ ନମ୍ବର ରାଜ୍ଯ ରାଜପଥ ପାଷ୍ଟିପଡା ନିକଟରେ ଭାରସାମ୍ଯ ହରାଇ ଗ୍ୟାସ ବୋଝେଇ ଟ୍ୟାଙ୍କରଟି ଓଲଟି ପଡିଛି । ଦୁର୍ଘଟଣା ପରେ ଟ୍ୟାଙ୍କରରୁ ଗ୍ୟାସ ନିର୍ଗତ ହେଉଛି । ଗ୍ୟାସ୍ ନିର୍ଗତ ହୋଇ ପୁରା ଅଞ୍ଚଳର ଧୂଆଁମୟ ହୋଇଛି । ଫଳରେ ଯାତାୟତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଗ୍ୟାସ୍ ଲିକ୍ ବନ୍ଦ କରିବାକୁ ଉଦ୍ୟମ ଚଳାଇଛନ୍ତି । ଗ୍ୟାସ୍ ଲିକ ହେବାରୁ ସ୍ଥାନୀୟ ଲୋକେ ଆତଙ୍କିତ ଅଛନ୍ତି । ପାଖ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ କିଛି ସମୟ ପାଇଁ ରନ୍ଧା ବଢା କରିବା ପାଇଁ ପାଇଁ ମନା କରାଯାଇଛି । ଏହା ସହିତ ସେହି ସ୍ଥାନକୁ ଅବା ଆଖ ପାଖ ସ୍ଥାନକୁ ନ ଯିବା ପାଇଁ ମନା କରାଯାଇଛି ।

https://www.thesakala.in/latest-odisha-news/gas-loaded-tanker-overturned-near-pastipada-in-bhawanipatna/article-17058
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର