ରାଜ୍ଯରେ ବଢୁଛି ଦୈନିକ ସଂକ୍ରମଣ: ଆଜି ଚିହ୍ନଟ ହେଲେ ଆଉ ୪ ହଜାର ୭୬୧ ନୂଆ କରୋନା ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୨୦ ପଜିଟିଭ୍
ଭୁବନେଶ୍ବର: ରାଜ୍ଯରେ କ୍ରମାଗତା ଭାବେ କରୋନା ସଂକ୍ରମିତଙ୍କ ସଂଖ୍ଯା ବଢିବାରେ ଲାଗିଛି। ଏପଟେ ରାଜ୍ଯରେ ସଂକ୍ରମିତଙ୍କ ସଂଖ୍ଯା ୫ ହଜାର ମୁହାଁ ହେଲାଣି। ରାଜ୍ଯରୁ ଆଜି ୪,୭୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ଯରୁ ୨୭୮୫ ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ଓ ୧୯୭୬ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି। ଏଥିସହ ରାଜ୍ଯର ମୋଟ ଆକ୍ରାନ୍ତଙ୍କ ସଂଖ୍ଯା ୩,୭୭,୪୬୪ ରେ ପହଞ୍ଚିଛି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ଯରୁ ସର୍ବାଧିକ ଖୋର୍ଦ୍ଧା ଜିଲାରୁ ୮୨୦ ଜଣ […]
ଭୁବନେଶ୍ବର: ରାଜ୍ଯରେ କ୍ରମାଗତା ଭାବେ କରୋନା ସଂକ୍ରମିତଙ୍କ ସଂଖ୍ଯା ବଢିବାରେ ଲାଗିଛି। ଏପଟେ ରାଜ୍ଯରେ ସଂକ୍ରମିତଙ୍କ ସଂଖ୍ଯା ୫ ହଜାର ମୁହାଁ ହେଲାଣି। ରାଜ୍ଯରୁ ଆଜି ୪,୭୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ଯରୁ ୨୭୮୫ ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ଓ ୧୯୭୬ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି। ଏଥିସହ ରାଜ୍ଯର ମୋଟ ଆକ୍ରାନ୍ତଙ୍କ ସଂଖ୍ଯା ୩,୭୭,୪୬୪ ରେ ପହଞ୍ଚିଛି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ଯରୁ ସର୍ବାଧିକ ଖୋର୍ଦ୍ଧା ଜିଲାରୁ ୮୨୦ ଜଣ ରହିଥିବା ଜଣାପଡ଼ିଛି। ସେହିପରି ସୁନ୍ଦରଗଡ଼- ୬୭୩, କଟକ-୧୭୬, ନୂଆପଡ଼ା- ୫୩୪, ବଲାଙ୍ଗୀର-୩୨୨, ବରଗଡ଼-୧୯୮, କଳାହାଣ୍ଡି- ୧୬୭, ଝାରସୁଗୁଡ଼ାରୁ ୨୩୪, ନବରଙ୍ଗପୁର- ୧୫୪ ଓ ସମ୍ବଲପୁର ଜିଲ୍ଲାରୁ ୧୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି।
Covid-19 Report For 19th April
New Positive Cases: 4761
In quarantine: 2785
Local contacts: 1976(Details of local contacts will be shared by concerned Dist Administration)
District Wise Cases:
1. Angul: 81
2. Balasore: 84
3. Bargarh: 198
4. Bhadrak: 63
5. Balangir: 322— I & PR Department, Odisha (@IPR_Odisha) April 20, 2021
22. Mayurbhanj: 86
23. Nawarangpur: 154
24. Nayagarh: 63
25. Nuapada: 534
26. Puri: 193
27. Rayagada: 60
28. Sambalpur: 183
29. Sonepur: 47
30. Sundargarh: 673
31. State Pool:160New recovery: 1503
Cumulative tested: 9668401
Positive: 377464
Recovered: 347637
Active case: 27821— I & PR Department, Odisha (@IPR_Odisha) April 20, 2021