ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଇଣ୍ଟର-ପାର୍ଲାମେଣ୍ଟାରୀ ୟୁନିଅନ ଆସେମ୍ବ୍ଲିରେ ଯୋଗଦେବେ ସାଂସଦ ସସ୍ମିତ ପାତ୍ର

The Sakala Picture
Published On

ଭୁବନେଶ୍ୱର: ଭାରତ ପକ୍ଷରୁ ବିଶ୍ବ ସମ୍ମିଳନୀରେ ଯୋଗଦେବେ ବିଜେଡି ସାଂସଦ ସସ୍ମିତ ପାତ୍ର । ଆସନ୍ତା ୧୧ରୁ ୧୫ ତାରିଖ ଯାଏ ରାଓ୍ୱଣ୍ଡାର କିଗାଲିରେ ଅନୁଷ୍ଠିତ ହେଉଥିବା ୧୪୫ତମ ଇଣ୍ଟର-ପାର୍ଲାମେଣ୍ଟାରୀ ୟୁନିଅନ ଆସେମ୍ବ୍ଲିରେ ଯୋଗଦେବେ ସାଂସଦ ଡକ୍ଟର ସସ୍ମିତ ପାତ୍ର । ସସ୍ମିତଙ୍କୁ ଚୟନ କରିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ । ଏହି ଅଧିବେଶନରେ ଯୋଗଦେବେ ୧୭୦ଟି ଦେଶର ସଂସଦୀୟ ପ୍ରତିନିଧି ଯୋଗଦେଉଥିବା ବେଳେ ସସ୍ମିତ ମଧ୍ୟ ଗସ୍ତ କରିବେ । ଏହି ଗୁରୁତ୍ବପୂର୍ଣ୍ଣ ସମ୍ମିଳନୀରେ ଯୋଗ ଦେବାକୁ […]

ଭୁବନେଶ୍ୱର: ଭାରତ ପକ୍ଷରୁ ବିଶ୍ବ ସମ୍ମିଳନୀରେ ଯୋଗଦେବେ ବିଜେଡି ସାଂସଦ ସସ୍ମିତ ପାତ୍ର । ଆସନ୍ତା ୧୧ରୁ ୧୫ ତାରିଖ ଯାଏ ରାଓ୍ୱଣ୍ଡାର କିଗାଲିରେ ଅନୁଷ୍ଠିତ ହେଉଥିବା ୧୪୫ତମ ଇଣ୍ଟର-ପାର୍ଲାମେଣ୍ଟାରୀ ୟୁନିଅନ ଆସେମ୍ବ୍ଲିରେ ଯୋଗଦେବେ ସାଂସଦ ଡକ୍ଟର ସସ୍ମିତ ପାତ୍ର ।

ଆହୁରି ପଢ଼ନ୍ତୁ: ଯୁବତୀଙ୍କୁ ହଷ୍ଟେଲରୁ ନେଇ ହୋଟେଲରେ ଦୁଷ୍କର୍ମ ଅଭଯୋଗ

ସସ୍ମିତଙ୍କୁ ଚୟନ କରିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ । ଏହି ଅଧିବେଶନରେ ଯୋଗଦେବେ ୧୭୦ଟି ଦେଶର ସଂସଦୀୟ ପ୍ରତିନିଧି ଯୋଗଦେଉଥିବା ବେଳେ ସସ୍ମିତ ମଧ୍ୟ ଗସ୍ତ କରିବେ । ଏହି ଗୁରୁତ୍ବପୂର୍ଣ୍ଣ ସମ୍ମିଳନୀରେ ଯୋଗ ଦେବାକୁ ମନୋନୀତ ହୋଇଥିବାରୁ କୃତଜ୍ଞତା ଜଣାଇଛନ୍ତି ଡକ୍ଟର ପାତ୍ର ।

ଆହୁରି ପଢ଼ନ୍ତୁ: ଦଶପଲ୍ଲା ବିଡିଓଙ୍କ ଗାଡ଼ି ଉପରକୁ ପଥର ମାଡ଼, ଅଳ୍ପକେ ବର୍ତ୍ତିଲେ ଅଧିକାରୀ

06 Oct 2022 By The Sakala

ଇଣ୍ଟର-ପାର୍ଲାମେଣ୍ଟାରୀ ୟୁନିଅନ ଆସେମ୍ବ୍ଲିରେ ଯୋଗଦେବେ ସାଂସଦ ସସ୍ମିତ ପାତ୍ର

ଭୁବନେଶ୍ୱର: ଭାରତ ପକ୍ଷରୁ ବିଶ୍ବ ସମ୍ମିଳନୀରେ ଯୋଗଦେବେ ବିଜେଡି ସାଂସଦ ସସ୍ମିତ ପାତ୍ର । ଆସନ୍ତା ୧୧ରୁ ୧୫ ତାରିଖ ଯାଏ ରାଓ୍ୱଣ୍ଡାର କିଗାଲିରେ ଅନୁଷ୍ଠିତ ହେଉଥିବା ୧୪୫ତମ ଇଣ୍ଟର-ପାର୍ଲାମେଣ୍ଟାରୀ ୟୁନିଅନ ଆସେମ୍ବ୍ଲିରେ ଯୋଗଦେବେ ସାଂସଦ ଡକ୍ଟର ସସ୍ମିତ ପାତ୍ର ।

ସସ୍ମିତଙ୍କୁ ଚୟନ କରିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ । ଏହି ଅଧିବେଶନରେ ଯୋଗଦେବେ ୧୭୦ଟି ଦେଶର ସଂସଦୀୟ ପ୍ରତିନିଧି ଯୋଗଦେଉଥିବା ବେଳେ ସସ୍ମିତ ମଧ୍ୟ ଗସ୍ତ କରିବେ । ଏହି ଗୁରୁତ୍ବପୂର୍ଣ୍ଣ ସମ୍ମିଳନୀରେ ଯୋଗ ଦେବାକୁ ମନୋନୀତ ହୋଇଥିବାରୁ କୃତଜ୍ଞତା ଜଣାଇଛନ୍ତି ଡକ୍ଟର ପାତ୍ର ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର