ଓଡ଼ିଆ ନବବର୍ଷରେ ନନ୍ଦନକାନନରେ ନୂଆ ଅତିଥି: ୩ ଶାବକଙ୍କୁ ଜନ୍ମ ଦେଲା ବାଘୁଣୀ ମେଘା

The Sakala Picture
Published On

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ୩ ଜଣ ନୂଆ ଅତିଥି ଆସିଛନ୍ତି । ବିଳମ୍ବିତ ରାତିରେ ମେଘା ତିନୋଟି ଶାବକକୁ ଜନ୍ମ ଦେଇଥିବା ଜାଣିବାକୁ ମିଳିଛି। ମେଘା ୩ ବାଘ ଶାବକଙ୍କୁ ଜନ୍ମ ଦେବା ପରେ ନନ୍ଦନକାନନରେ ବାଘ ସଂଖ୍ୟା ୩୦କୁ ବୃଦ୍ଧି ପାଇଛି । ଏନେଇ ନନ୍ଦନକାନନର ଉପ ନିର୍ଦ୍ଦେଶକ ବିମଲ ଆଚାର୍ଯ୍ଯ ସୂଚନା ଦେଇଛନ୍ତି । ଗତ ମାର୍ଚ୍ଚ ୨୮ରେ ବାଘୁଣୀ ବିଜୟା ମଧ୍ୟ ୩ଟି ବାଘ ଶାବକଙ୍କୁ ଜନ୍ମ ଦେଇଥିଲା । ବାଘୁଣୀ […]

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ୩ ଜଣ ନୂଆ ଅତିଥି ଆସିଛନ୍ତି । ବିଳମ୍ବିତ ରାତିରେ ମେଘା ତିନୋଟି ଶାବକକୁ ଜନ୍ମ ଦେଇଥିବା ଜାଣିବାକୁ ମିଳିଛି। ମେଘା ୩ ବାଘ ଶାବକଙ୍କୁ ଜନ୍ମ ଦେବା ପରେ ନନ୍ଦନକାନନରେ ବାଘ ସଂଖ୍ୟା ୩୦କୁ ବୃଦ୍ଧି ପାଇଛି । ଏନେଇ ନନ୍ଦନକାନନର ଉପ ନିର୍ଦ୍ଦେଶକ ବିମଲ ଆଚାର୍ଯ୍ଯ ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଗତ ମାର୍ଚ୍ଚ ୨୮ରେ ବାଘୁଣୀ ବିଜୟା ମଧ୍ୟ ୩ଟି ବାଘ ଶାବକଙ୍କୁ ଜନ୍ମ ଦେଇଥିଲା । ବାଘୁଣୀ ବିଜୟା ସହ ଜନ୍ମିତ ୩ ଶାବକ ଏବେ ସୁସ୍ଥ ଅଛନ୍ତି । ଏବେ ମେଘା ୩ ବାଘ ଶାବକଙ୍କୁ ଜନ୍ମ ଦେବା ପରେ ମାଆ ଓ ଛୁଆଙ୍କ ସ୍ୱାସ୍ଥ୍ୟ ଉପରେ ନନ୍ଦନକାନନ କର୍ତ୍ତୃପକ୍ଷ ନଜର ରଖିଛନ୍ତି ।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

14 Apr 2021 By The Sakala

ଓଡ଼ିଆ ନବବର୍ଷରେ ନନ୍ଦନକାନନରେ ନୂଆ ଅତିଥି: ୩ ଶାବକଙ୍କୁ ଜନ୍ମ ଦେଲା ବାଘୁଣୀ ମେଘା

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ୩ ଜଣ ନୂଆ ଅତିଥି ଆସିଛନ୍ତି । ବିଳମ୍ବିତ ରାତିରେ ମେଘା ତିନୋଟି ଶାବକକୁ ଜନ୍ମ ଦେଇଥିବା ଜାଣିବାକୁ ମିଳିଛି। ମେଘା ୩ ବାଘ ଶାବକଙ୍କୁ ଜନ୍ମ ଦେବା ପରେ ନନ୍ଦନକାନନରେ ବାଘ ସଂଖ୍ୟା ୩୦କୁ ବୃଦ୍ଧି ପାଇଛି । ଏନେଇ ନନ୍ଦନକାନନର ଉପ ନିର୍ଦ୍ଦେଶକ ବିମଲ ଆଚାର୍ଯ୍ଯ ସୂଚନା ଦେଇଛନ୍ତି ।

ଗତ ମାର୍ଚ୍ଚ ୨୮ରେ ବାଘୁଣୀ ବିଜୟା ମଧ୍ୟ ୩ଟି ବାଘ ଶାବକଙ୍କୁ ଜନ୍ମ ଦେଇଥିଲା । ବାଘୁଣୀ ବିଜୟା ସହ ଜନ୍ମିତ ୩ ଶାବକ ଏବେ ସୁସ୍ଥ ଅଛନ୍ତି । ଏବେ ମେଘା ୩ ବାଘ ଶାବକଙ୍କୁ ଜନ୍ମ ଦେବା ପରେ ମାଆ ଓ ଛୁଆଙ୍କ ସ୍ୱାସ୍ଥ୍ୟ ଉପରେ ନନ୍ଦନକାନନ କର୍ତ୍ତୃପକ୍ଷ ନଜର ରଖିଛନ୍ତି ।

https://www.thesakala.in/latest-odisha-news/3-cubs-born-in-odishas-nandankanan-zoo/article-1516
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର