କ୍ୟାନସର ରୋଗୀଙ୍କୁ ବି ଛାଡ଼ିଲେନି: ଚିକିତ୍ସା ପାଇଁ ଆଣିଥିବା ଟଙ୍କାକୁ ଲୁଟିନେଲେ ଲୁଟେରା

The Sakala Picture
Published On

ଭୁବନେଶ୍ୱର: ମୋ ବସରୁ ପୁଣୁ ଲୁଟ୍। ଏଥରକ ଲୁଟର ଶିକାର ହୋଇଛନ୍ତି  ବୋନ୍‌ କ୍ୟାନସର ରୋଗୀ। ଭୁବନେଶ୍ୱରରେ ମୋ ବସରେ ମେଡିକାଲ ଯାଉଥିବା ସମୟରେ ବୋନ୍‌ କ୍ୟାନସର ରୋଗୀଙ୍କଠାରୁ ଲୁଟ୍‌ ହୋଇଛି। ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରର ଆନନ୍ଦ ଗୌଡ଼ ଲୁଟର ଶିକାର ହୋଇଛନ୍ତି। ଚିକିତ୍ସା ପାଇଁ ଆନନ୍ଦ ଆଣିଥିବା ୧୫ ହଜାର ଟଙ୍କା ଲୁଟ ହୋଇଛି। ମୋ ବସରେ ଯାତ୍ରୀ ବେଶରେ ଆସି ଲୁଟ କରିଥିବା ଅଭିଯୋଗ ହୋଇଛି। ବାଣୀବିହାର ଛକରେ ଲୁଟ ସମ୍ପର୍କରେ ଜାଣିପାରିଥିଲେ ଆନନ୍ଦ […]

ଭୁବନେଶ୍ୱର: ମୋ ବସରୁ ପୁଣୁ ଲୁଟ୍। ଏଥରକ ଲୁଟର ଶିକାର ହୋଇଛନ୍ତି  ବୋନ୍‌ କ୍ୟାନସର ରୋଗୀ। ଭୁବନେଶ୍ୱରରେ ମୋ ବସରେ ମେଡିକାଲ ଯାଉଥିବା ସମୟରେ ବୋନ୍‌ କ୍ୟାନସର ରୋଗୀଙ୍କଠାରୁ ଲୁଟ୍‌ ହୋଇଛି। ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରର ଆନନ୍ଦ ଗୌଡ଼ ଲୁଟର ଶିକାର ହୋଇଛନ୍ତି। ଚିକିତ୍ସା ପାଇଁ ଆନନ୍ଦ ଆଣିଥିବା ୧୫ ହଜାର ଟଙ୍କା ଲୁଟ ହୋଇଛି। ମୋ ବସରେ ଯାତ୍ରୀ ବେଶରେ ଆସି ଲୁଟ କରିଥିବା ଅଭିଯୋଗ ହୋଇଛି। ବାଣୀବିହାର ଛକରେ ଲୁଟ ସମ୍ପର୍କରେ ଜାଣିପାରିଥିଲେ ଆନନ୍ଦ ଗୌଡ଼। କାନ୍ଦି କାନ୍ଦି ସେ ସହିଦନଗର ଥାନାରେ ପହଞ୍ଚିଲେ। କଟକ ଅଭିମୁଖେ ଯାଉଥିବା ୧୯ ନମ୍ବର ବସକୁ ଅଟକାଇ ତଦନ୍ତ ଚଳାଇଛି ପୁଲିସ।

ଆହୁରି ପଢ଼ନ୍ତୁ: ‘ଇଣ୍ଡିଆ’ ମେଣ୍ଟ ବୈଠକରେ ବିଜେଡି ସଂସଦୀୟ ଦଳ ନେତା; ଜାତୀୟ ରାଜନୀତିରେ ବିଜେଡି ଚର୍ଚ୍ଚା

21 Sep 2022 By The Sakala

କ୍ୟାନସର ରୋଗୀଙ୍କୁ ବି ଛାଡ଼ିଲେନି: ଚିକିତ୍ସା ପାଇଁ ଆଣିଥିବା ଟଙ୍କାକୁ ଲୁଟିନେଲେ ଲୁଟେରା

ଭୁବନେଶ୍ୱର: ମୋ ବସରୁ ପୁଣୁ ଲୁଟ୍। ଏଥରକ ଲୁଟର ଶିକାର ହୋଇଛନ୍ତି  ବୋନ୍‌ କ୍ୟାନସର ରୋଗୀ। ଭୁବନେଶ୍ୱରରେ ମୋ ବସରେ ମେଡିକାଲ ଯାଉଥିବା ସମୟରେ ବୋନ୍‌ କ୍ୟାନସର ରୋଗୀଙ୍କଠାରୁ ଲୁଟ୍‌ ହୋଇଛି। ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରର ଆନନ୍ଦ ଗୌଡ଼ ଲୁଟର ଶିକାର ହୋଇଛନ୍ତି। ଚିକିତ୍ସା ପାଇଁ ଆନନ୍ଦ ଆଣିଥିବା ୧୫ ହଜାର ଟଙ୍କା ଲୁଟ ହୋଇଛି। ମୋ ବସରେ ଯାତ୍ରୀ ବେଶରେ ଆସି ଲୁଟ କରିଥିବା ଅଭିଯୋଗ ହୋଇଛି। ବାଣୀବିହାର ଛକରେ ଲୁଟ ସମ୍ପର୍କରେ ଜାଣିପାରିଥିଲେ ଆନନ୍ଦ ଗୌଡ଼। କାନ୍ଦି କାନ୍ଦି ସେ ସହିଦନଗର ଥାନାରେ ପହଞ୍ଚିଲେ। କଟକ ଅଭିମୁଖେ ଯାଉଥିବା ୧୯ ନମ୍ବର ବସକୁ ଅଟକାଇ ତଦନ୍ତ ଚଳାଇଛି ପୁଲିସ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର