ଆଜିଠୁ ଓଜେଇଇ କାଉନସେଲିଂ ପାଇଁ ପଞ୍ଜୀକରଣ

The Sakala Picture
Published On

ଭୁବନେଶ୍ୱର: ବିଭିନ୍ନ ବୈଷୟିକ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ଓଜେଇଇ କାଉନସେଲିଂ ପ୍ରକ୍ରିୟା ଆଜି ଠାରୁ ଆରମ୍ଭ ହେବ। ଅନଲାଇନ ଯୋଗେ ଏହି କାଉନସେଲିଂ ହେବାକୁ ଥିବାବେଳେ ଲାଟେରାଲ୍‍ ବର୍ଗର ଡିପ୍ଲୋମା, ବିଏସସି(ଟେକନିକାଲ୍‍), ଫାର୍ମା ଏବଂ ଇଣ୍ଟିଗ୍ରେଟେଡ୍‍ ଏମ୍‍ବିଏ ଛାତ୍ରଛାତ୍ରୀଙ୍କ କାଉନସେଲିଂ ହେବ। ଛାତ୍ରଛାତ୍ରୀଙ୍କ ପଞ୍ଜୀକରଣ ଓ ଚଏସ ଫିଲିଂ ଅନଲାଇନ୍‍ ଜରିଆରେ ଆସନ୍ତା ୧୦ ତାରିଖ ଯାଏଁ ଚାଲିବ। ସେହିପରି ସବିଶେଷ ସୂଚୀ ପରବର୍ତ୍ତୀ ସମୟରେ ପ୍ରକାଶ ପାଇବାକୁ ଥିବାବେଳେ ଛାତ୍ରଛାତ୍ରୀ ସମସ୍ତ ତଥ୍ୟ […]

ଭୁବନେଶ୍ୱର: ବିଭିନ୍ନ ବୈଷୟିକ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ଓଜେଇଇ କାଉନସେଲିଂ ପ୍ରକ୍ରିୟା ଆଜି ଠାରୁ ଆରମ୍ଭ ହେବ। ଅନଲାଇନ ଯୋଗେ ଏହି କାଉନସେଲିଂ ହେବାକୁ ଥିବାବେଳେ ଲାଟେରାଲ୍‍ ବର୍ଗର ଡିପ୍ଲୋମା, ବିଏସସି(ଟେକନିକାଲ୍‍), ଫାର୍ମା ଏବଂ ଇଣ୍ଟିଗ୍ରେଟେଡ୍‍ ଏମ୍‍ବିଏ ଛାତ୍ରଛାତ୍ରୀଙ୍କ କାଉନସେଲିଂ ହେବ। ଛାତ୍ରଛାତ୍ରୀଙ୍କ ପଞ୍ଜୀକରଣ ଓ ଚଏସ ଫିଲିଂ ଅନଲାଇନ୍‍ ଜରିଆରେ ଆସନ୍ତା ୧୦ ତାରିଖ ଯାଏଁ ଚାଲିବ। ସେହିପରି ସବିଶେଷ ସୂଚୀ ପରବର୍ତ୍ତୀ ସମୟରେ ପ୍ରକାଶ ପାଇବାକୁ ଥିବାବେଳେ ଛାତ୍ରଛାତ୍ରୀ ସମସ୍ତ ତଥ୍ୟ www.ojee.nic.in ମାଧ୍ୟମରେ ପାଇ ପାରିବେ ବୋଲି ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

26 Aug 2022 By The Sakala

ଆଜିଠୁ ଓଜେଇଇ କାଉନସେଲିଂ ପାଇଁ ପଞ୍ଜୀକରଣ

ଭୁବନେଶ୍ୱର: ବିଭିନ୍ନ ବୈଷୟିକ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ଓଜେଇଇ କାଉନସେଲିଂ ପ୍ରକ୍ରିୟା ଆଜି ଠାରୁ ଆରମ୍ଭ ହେବ। ଅନଲାଇନ ଯୋଗେ ଏହି କାଉନସେଲିଂ ହେବାକୁ ଥିବାବେଳେ ଲାଟେରାଲ୍‍ ବର୍ଗର ଡିପ୍ଲୋମା, ବିଏସସି(ଟେକନିକାଲ୍‍), ଫାର୍ମା ଏବଂ ଇଣ୍ଟିଗ୍ରେଟେଡ୍‍ ଏମ୍‍ବିଏ ଛାତ୍ରଛାତ୍ରୀଙ୍କ କାଉନସେଲିଂ ହେବ। ଛାତ୍ରଛାତ୍ରୀଙ୍କ ପଞ୍ଜୀକରଣ ଓ ଚଏସ ଫିଲିଂ ଅନଲାଇନ୍‍ ଜରିଆରେ ଆସନ୍ତା ୧୦ ତାରିଖ ଯାଏଁ ଚାଲିବ। ସେହିପରି ସବିଶେଷ ସୂଚୀ ପରବର୍ତ୍ତୀ ସମୟରେ ପ୍ରକାଶ ପାଇବାକୁ ଥିବାବେଳେ ଛାତ୍ରଛାତ୍ରୀ ସମସ୍ତ ତଥ୍ୟ www.ojee.nic.in ମାଧ୍ୟମରେ ପାଇ ପାରିବେ ବୋଲି ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର