ଭୁବନେଶ୍ୱର ଏମ୍ସର ୫ ମହଲାରୁ ଡେଇଁ ଜୀବନ ହାରିଲେ ରୋଗୀ

The Sakala Picture
Published On

ଭୁବନେଶ୍ବର: ଆଜି ଭୁବନେଶ୍ୱରର ଏମ୍ସରେ ଘଟିଛି ଦୁଃଖଦ ଘଟଣା। ୫ ମହଲାରୁ ଡେଇଁ ଜୀବନ ହାରିଛନ୍ତି ରୋଗୀ । ସ୍ତ୍ରୀଙ୍କ ଆଗରେ ସ୍ବାମୀ ଜୀବନ ହାରିଛନ୍ତି ସ୍ବାମୀ । ଏମ୍ସର ପ୍ଲାଷ୍ଟିକ ସର୍ଜରୀ ଓ୍ବାର୍ଡରେ ଚିକିତ୍ସିତ ହେଉଥିଲେ ପୁରୀ ଅଞ୍ଚଳର ମହେନ୍ଦ୍ର ସ୍ବାଇଁ । ସୂଚନା ଅନୁଯାଯୀ, ଆଜି ଅପରାହ୍ନରେ ମହେନ୍ଦ୍ରଙ୍କ ପତ୍ନୀ ସ୍ବାମୀଙ୍କୁ ହୁଇଲ ଚେୟାରରେ ବୁଲାଉଥିବାବେଳେ ହଠାତ୍ ୫ ମହଲାରେ ଥିବା ଝରକା ପଟେ ତଳକୁ ଡେଇଁ ପଡିଥିଲେ ମହେନ୍ଦ୍ର । ଆତ୍ମହତ୍ୟାର କାରଣ […]

ଭୁବନେଶ୍ବର: ଆଜି ଭୁବନେଶ୍ୱରର ଏମ୍ସରେ ଘଟିଛି ଦୁଃଖଦ ଘଟଣା। ୫ ମହଲାରୁ ଡେଇଁ ଜୀବନ ହାରିଛନ୍ତି ରୋଗୀ । ସ୍ତ୍ରୀଙ୍କ ଆଗରେ ସ୍ବାମୀ ଜୀବନ ହାରିଛନ୍ତି ସ୍ବାମୀ । ଏମ୍ସର ପ୍ଲାଷ୍ଟିକ ସର୍ଜରୀ ଓ୍ବାର୍ଡରେ ଚିକିତ୍ସିତ ହେଉଥିଲେ ପୁରୀ ଅଞ୍ଚଳର ମହେନ୍ଦ୍ର ସ୍ବାଇଁ ।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

ସୂଚନା ଅନୁଯାଯୀ, ଆଜି ଅପରାହ୍ନରେ ମହେନ୍ଦ୍ରଙ୍କ ପତ୍ନୀ ସ୍ବାମୀଙ୍କୁ ହୁଇଲ ଚେୟାରରେ ବୁଲାଉଥିବାବେଳେ ହଠାତ୍ ୫ ମହଲାରେ ଥିବା ଝରକା ପଟେ ତଳକୁ ଡେଇଁ ପଡିଥିଲେ ମହେନ୍ଦ୍ର । ଆତ୍ମହତ୍ୟାର କାରଣ ଜଣାପଡିନାହିଁ। ଜୁଲାଇ ୧୧ ତାରିଖରେ ଏମ୍ସରେ ଭର୍ତ୍ତି ହୋଇଥିଲେ ମହେନ୍ଦ୍ର। ଶୁଣିବାକୁ ମିଳୁଛି ରୋଗର ଯନ୍ତ୍ରଣା ସହ୍ୟକରିନପାରି ମହେନ୍ଦ୍ର ଆତ୍ମହତ୍ୟା କରିଛନ୍ତି ।ଭିଯୋଗ ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

ସୂଚନା ଅନୁଯାୟୀ, ମହେନ୍ଦ୍ରଙ୍କ ଘର ପୁରୀ ଜିଲ୍ଲାର ଚନ୍ଦନପୁର ଅଞ୍ଚଳରେ। ଗୋଡରେ ଘା ହୋଇଥିଲା, ପରବର୍ତ୍ତୀ ସମୟରେ ଏହି ଘା ଟ୍ୟୁମରରେ ପରିଣତ ହୋଇଥିଲା । ୨୦ ଦିନ ତଳେ ମହେନ୍ଦ୍ର ଏମସରେ ଭର୍ତ୍ତି ହୋଇଥିବାବେଳେ, ମହେନ୍ଦ୍ର ପ୍ଲାଷ୍ଟିକ ସର୍ଜରୀ ୱାର୍ଡରେ ଭର୍ତ୍ତି ହୋଇଥିଲେ । ଆଜି ହଠାତ ପତ୍ନୀ ହୁଇଲ ଚେୟାରରେ ବୁଲାଉଥିବାବେଳେ ପାଞ୍ଚ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିଲେ ମହେନ୍ଦ୍ର।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

20 Aug 2022 By The Sakala

ଭୁବନେଶ୍ୱର ଏମ୍ସର ୫ ମହଲାରୁ ଡେଇଁ ଜୀବନ ହାରିଲେ ରୋଗୀ

ଭୁବନେଶ୍ବର: ଆଜି ଭୁବନେଶ୍ୱରର ଏମ୍ସରେ ଘଟିଛି ଦୁଃଖଦ ଘଟଣା। ୫ ମହଲାରୁ ଡେଇଁ ଜୀବନ ହାରିଛନ୍ତି ରୋଗୀ । ସ୍ତ୍ରୀଙ୍କ ଆଗରେ ସ୍ବାମୀ ଜୀବନ ହାରିଛନ୍ତି ସ୍ବାମୀ । ଏମ୍ସର ପ୍ଲାଷ୍ଟିକ ସର୍ଜରୀ ଓ୍ବାର୍ଡରେ ଚିକିତ୍ସିତ ହେଉଥିଲେ ପୁରୀ ଅଞ୍ଚଳର ମହେନ୍ଦ୍ର ସ୍ବାଇଁ ।

ସୂଚନା ଅନୁଯାଯୀ, ଆଜି ଅପରାହ୍ନରେ ମହେନ୍ଦ୍ରଙ୍କ ପତ୍ନୀ ସ୍ବାମୀଙ୍କୁ ହୁଇଲ ଚେୟାରରେ ବୁଲାଉଥିବାବେଳେ ହଠାତ୍ ୫ ମହଲାରେ ଥିବା ଝରକା ପଟେ ତଳକୁ ଡେଇଁ ପଡିଥିଲେ ମହେନ୍ଦ୍ର । ଆତ୍ମହତ୍ୟାର କାରଣ ଜଣାପଡିନାହିଁ। ଜୁଲାଇ ୧୧ ତାରିଖରେ ଏମ୍ସରେ ଭର୍ତ୍ତି ହୋଇଥିଲେ ମହେନ୍ଦ୍ର। ଶୁଣିବାକୁ ମିଳୁଛି ରୋଗର ଯନ୍ତ୍ରଣା ସହ୍ୟକରିନପାରି ମହେନ୍ଦ୍ର ଆତ୍ମହତ୍ୟା କରିଛନ୍ତି ।ଭିଯୋଗ ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ମହେନ୍ଦ୍ରଙ୍କ ଘର ପୁରୀ ଜିଲ୍ଲାର ଚନ୍ଦନପୁର ଅଞ୍ଚଳରେ। ଗୋଡରେ ଘା ହୋଇଥିଲା, ପରବର୍ତ୍ତୀ ସମୟରେ ଏହି ଘା ଟ୍ୟୁମରରେ ପରିଣତ ହୋଇଥିଲା । ୨୦ ଦିନ ତଳେ ମହେନ୍ଦ୍ର ଏମସରେ ଭର୍ତ୍ତି ହୋଇଥିବାବେଳେ, ମହେନ୍ଦ୍ର ପ୍ଲାଷ୍ଟିକ ସର୍ଜରୀ ୱାର୍ଡରେ ଭର୍ତ୍ତି ହୋଇଥିଲେ । ଆଜି ହଠାତ ପତ୍ନୀ ହୁଇଲ ଚେୟାରରେ ବୁଲାଉଥିବାବେଳେ ପାଞ୍ଚ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିଲେ ମହେନ୍ଦ୍ର।

https://www.thesakala.in/latest-odisha-news/patient-suicide-in-aiims-bbsr/article-14294
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର