ମହାନଦୀ ଟାପୁରେ ଫସି ରହିଥିବା ବାପ- ପୁଅ ଉଦ୍ଧାର

The Sakala Picture
Published On

କଟକ: ମହାନଦୀ ବନ୍ୟା ପାଣିରେ ଫସି ରହିଥିବା ବାପ- ପୁଅଙ୍କୁ ଆଜି ଉଦ୍ଧାର କରିଛି ଉଡ୍ରାଫ ଟିମ୍ । ଉଭୟ ୩ଦଳ ତଳୁ ଛେଳି ଚରାଇବାକୁ ଯାଇଥିଲେ। ବନ୍ୟାପାଣି ମାଡିଆସିବାରୁ ବାପ- ପୁଅ ସେଠାରେ ଫସିରହିଥିଲେ। ସୂଚନା ଅନୁଯାୟୀ, ଆଠଗଡ଼ କନ୍ଦରପୁର ଅମଙ୍ଗେକୁଦରେ ବାପ- ପୁଅ  ଫସିରହିଥିଲେ। ୩ଦଳ ତଳୁ ଛେଳି ଚରାଇବାକୁ ଯାଇଥିଲେ ବାପ ପୁଅ । ହଠାତ୍ ବନ୍ୟା ପାଣି ଆସିଯିବାରୁ ଉଭୟ କୁଦରେ ଫସି ରହିଥିଲେ। ସେମାନଙ୍କ ପାଖରେ ଖାଦ୍ୟ  ସରିଯାଇଥିବାରୁ ପରିବାର […]

କଟକ: ମହାନଦୀ ବନ୍ୟା ପାଣିରେ ଫସି ରହିଥିବା ବାପ- ପୁଅଙ୍କୁ ଆଜି ଉଦ୍ଧାର କରିଛି ଉଡ୍ରାଫ ଟିମ୍ । ଉଭୟ ୩ଦଳ ତଳୁ ଛେଳି ଚରାଇବାକୁ ଯାଇଥିଲେ। ବନ୍ୟାପାଣି ମାଡିଆସିବାରୁ ବାପ- ପୁଅ ସେଠାରେ ଫସିରହିଥିଲେ।

ଆହୁରି ପଢ଼ନ୍ତୁ: କାକବନ୍ଧ ଆଶ୍ରମ ବିଦ୍ୟାଳୟର ଛାତ୍ରୀ ମୃତ୍ୟୁ ମାମଲା: ବିଜେଡିର ୧୨ଘଣ୍ଟିଆ ମୟୂରଭଞ୍ଜ ହରତାଳ

ସୂଚନା ଅନୁଯାୟୀ, ଆଠଗଡ଼ କନ୍ଦରପୁର ଅମଙ୍ଗେକୁଦରେ ବାପ- ପୁଅ  ଫସିରହିଥିଲେ। ୩ଦଳ ତଳୁ ଛେଳି ଚରାଇବାକୁ ଯାଇଥିଲେ ବାପ ପୁଅ । ହଠାତ୍ ବନ୍ୟା ପାଣି ଆସିଯିବାରୁ ଉଭୟ କୁଦରେ ଫସି ରହିଥିଲେ। ସେମାନଙ୍କ ପାଖରେ ଖାଦ୍ୟ  ସରିଯାଇଥିବାରୁ ପରିବାର ଆଶଙ୍କାରେ ରହିଥିଲେ। ସେମାନଙ୍କ ପାଖରେ ଥିବା ଫୋନଟି ମଧ୍ଯ ସୁଇଚ ଅଫ ହୋଇଯାଇଥିଲା। ଯୋଗାଯୋଗ ବିଛିନ୍ନ ହୋଇଯିବାରୁ ପରିବାରଲୋକଙ୍କ ଚିନ୍ତାରେ ବଢିଯାଇଥିଲା।  ତେବେ ଖବର ପାଇ ଓଡ୍ରାଫ ଟିମ୍ ଜରିଆରେ ଉଦ୍ଧାର ପାଇଁ ପ୍ରଶାସନ ପକ୍ଷରୁ ଉଦ୍ଯ ଆରମ୍ଭ ହୋଇଥିଲା। ଶେଷରେ ଓଡ୍ରାଫ ଟିମ୍ ଉକ୍ତ ଟାପୁରେ ପହଞ୍ଚି ବାପ- ପୁଅଙ୍କୁ ଉଦ୍ଧାର କରିଥିଲେ। ଘଟଣା ସ୍ଥଳରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିଥିଲେ।

ଆହୁରି ପଢ଼ନ୍ତୁ: କୃଷ୍ଣପ୍ରସାଦରେ ମହାସମାରୋହରେ ଚାଲିଛି ଦ୍ୱିତୀୟ ବାଲିଯାତ୍ରା: ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବଣ୍ଟାଯାଉଛି ଟଙ୍କ ତୋରାଣି

17 Aug 2022 By The Sakala

ମହାନଦୀ ଟାପୁରେ ଫସି ରହିଥିବା ବାପ- ପୁଅ ଉଦ୍ଧାର

କଟକ: ମହାନଦୀ ବନ୍ୟା ପାଣିରେ ଫସି ରହିଥିବା ବାପ- ପୁଅଙ୍କୁ ଆଜି ଉଦ୍ଧାର କରିଛି ଉଡ୍ରାଫ ଟିମ୍ । ଉଭୟ ୩ଦଳ ତଳୁ ଛେଳି ଚରାଇବାକୁ ଯାଇଥିଲେ। ବନ୍ୟାପାଣି ମାଡିଆସିବାରୁ ବାପ- ପୁଅ ସେଠାରେ ଫସିରହିଥିଲେ।

ସୂଚନା ଅନୁଯାୟୀ, ଆଠଗଡ଼ କନ୍ଦରପୁର ଅମଙ୍ଗେକୁଦରେ ବାପ- ପୁଅ  ଫସିରହିଥିଲେ। ୩ଦଳ ତଳୁ ଛେଳି ଚରାଇବାକୁ ଯାଇଥିଲେ ବାପ ପୁଅ । ହଠାତ୍ ବନ୍ୟା ପାଣି ଆସିଯିବାରୁ ଉଭୟ କୁଦରେ ଫସି ରହିଥିଲେ। ସେମାନଙ୍କ ପାଖରେ ଖାଦ୍ୟ  ସରିଯାଇଥିବାରୁ ପରିବାର ଆଶଙ୍କାରେ ରହିଥିଲେ। ସେମାନଙ୍କ ପାଖରେ ଥିବା ଫୋନଟି ମଧ୍ଯ ସୁଇଚ ଅଫ ହୋଇଯାଇଥିଲା। ଯୋଗାଯୋଗ ବିଛିନ୍ନ ହୋଇଯିବାରୁ ପରିବାରଲୋକଙ୍କ ଚିନ୍ତାରେ ବଢିଯାଇଥିଲା।  ତେବେ ଖବର ପାଇ ଓଡ୍ରାଫ ଟିମ୍ ଜରିଆରେ ଉଦ୍ଧାର ପାଇଁ ପ୍ରଶାସନ ପକ୍ଷରୁ ଉଦ୍ଯ ଆରମ୍ଭ ହୋଇଥିଲା। ଶେଷରେ ଓଡ୍ରାଫ ଟିମ୍ ଉକ୍ତ ଟାପୁରେ ପହଞ୍ଚି ବାପ- ପୁଅଙ୍କୁ ଉଦ୍ଧାର କରିଥିଲେ। ଘଟଣା ସ୍ଥଳରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର