ବାଚସ୍ପତିଙ୍କ ନେତୃତ୍ବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବେ ଓଡ଼ିଶାର ୨୬ ଜଣିଆ ଟିମ୍

The Sakala Picture
Published On

ଭୁବନେଶ୍ୱ: ରାରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବାକୁ ଆସନ୍ତାକାଲି ଓଡ଼ିଶାର ବିଧାୟକ ଦିଲ୍ଲୀ ଅଭିମୁଖେ ବାହାରିବେ। ମୋଟ ୨୬ ଜଣିଆ ଟିମ ଦିଲ୍ଲୀ ଗସ୍ତରେ ବାହାରିବେ। ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ୱରେ ସମସ୍ତ ବିଧାୟକ ଦିଲ୍ଲୀ ଯିବେ। ଅଗଷ୍ଟ ୩ରେ ରାଷ୍ଟ୍ରପତିଙ୍କୁ ଭେଟିବେ ଓଡ଼ିଶଆ ବିଧାୟକ। ଟିମରେ ଉପବାଚସ୍ପତି, ଅର୍ଥ ଓ ରାଜସ୍ବ ମନ୍ତ୍ରୀ ରହିଛନ୍ତି। ଶାସକ ଓ ବିରୋଧୀ ଦଳର ମୁଖ୍ଯ ସଚେତକ ଟିମରେ ସାମିଲ ଅଛନ୍ତି। କଂଗ୍ରେସ ବିଧାୟକ ଦଳ ନେତାଙ୍କ ସହ ବିଭିନ୍ନ […]

ଭୁବନେଶ୍ୱ: ରାରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବାକୁ ଆସନ୍ତାକାଲି ଓଡ଼ିଶାର ବିଧାୟକ ଦିଲ୍ଲୀ ଅଭିମୁଖେ ବାହାରିବେ। ମୋଟ ୨୬ ଜଣିଆ ଟିମ ଦିଲ୍ଲୀ ଗସ୍ତରେ ବାହାରିବେ। ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ୱରେ ସମସ୍ତ ବିଧାୟକ ଦିଲ୍ଲୀ ଯିବେ। ଅଗଷ୍ଟ ୩ରେ ରାଷ୍ଟ୍ରପତିଙ୍କୁ ଭେଟିବେ ଓଡ଼ିଶଆ ବିଧାୟକ। ଟିମରେ ଉପବାଚସ୍ପତି, ଅର୍ଥ ଓ ରାଜସ୍ବ ମନ୍ତ୍ରୀ ରହିଛନ୍ତି। ଶାସକ ଓ ବିରୋଧୀ ଦଳର ମୁଖ୍ଯ ସଚେତକ ଟିମରେ ସାମିଲ ଅଛନ୍ତି। କଂଗ୍ରେସ ବିଧାୟକ ଦଳ ନେତାଙ୍କ ସହ ବିଭିନ୍ନ ଦଳର ୧୯ ବିଧାୟକ ସାମିଲ ଅଛନ୍ତି। ବିଧାନସଭା ସଚିବାଳୟର ୪ କର୍ମଚାରୀ ମଧ୍ଯରେ ଟିମରେ ସାମିଲ ଅଛନ୍ତି। ରାଷ୍ଟ୍ରପତିଙ୍କୁ ଭେଟିବା ପରେ ୪ ତାରିଖ ସନ୍ଧ୍ଯାରେ ଓଡ଼ିଶା ଫେରିବେ।

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

ଜୁଲାଇ ୨୫ ତାରିଖରେ ସଂସଦର ସେଣ୍ଟ୍ରାଲ ହଲରେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା ପଦ ଓ ଗୋପାନୀୟତାର ଶପଥ ପାଠ କରାଇଥିଲେ।

ଆହୁରି ପଢ଼ନ୍ତୁ: ସ୍ତ୍ରୀ ମୃତ୍ୟୁର ଦିନକ ପରେ ସାପ କାମୁଡ଼ାରେ ଚାଲିଗଲା ସ୍ୱାମୀଙ୍କ ଜୀବନ

 

ଆହୁରି ପଢ଼ନ୍ତୁ: ଧାମନଗର ଏନ୍‌ଏସିରେ ଫର୍ମ-୭ ଅନିୟମିତତା ଅଭିଯୋଗ, ସିଇଓଙ୍କୁ ଭେଟି ତଦନ୍ତ ଦାବିକଲା ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର