ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ବାବୁସାନ ଓ ପ୍ରକୃତିଙ୍କ ଅଡ଼ିଓ ବାର୍ତ୍ତାଳାପ

The Sakala Picture
Published On

ଭୁବନେଶ୍ୱର: ପ୍ରକୃତି ଓ ବାବୁସାନଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ବିବାଦ ଥମିବାର ନାଁ ନେଉନି। ଦିନକୁ ଦିନ ଏହି ଘଟଣା ନୂଆମୋଡ଼ ନେବାରେ ଲାଗିଛି । ଏହାମଧ୍ୟରେ ଭାଇରାଲ୍ ହେଉଛି ବାବୁସାନ ଓ ପ୍ରକୃତିଙ୍କ ଅଡ଼ିଓ ବାର୍ତ୍ତାଳାପ। ଯାହାକୁ ନେଇ ଏହି ଚର୍ଚ୍ଚା ପୁଣି ଆରମ୍ଭ ହୋଇଯାଇଛି। ଯାହା ଶୁଣିଲେ ଆପଣ ପତ୍ନୀ ତୃପ୍ତିଙ୍କ ସନ୍ଦେହକୁ ବିଶ୍ବାସ କରିଯିବେ । ପ୍ରେମମ୍ ସିନେମା ନୁହେଁ ପ୍ରକୃତି ଓ ବାବୁସାନଙ୍କ ମଧ୍ୟରେ ଚାଲିଥିଲା ସତସତିକା ପ୍ରେମ । […]

ଭୁବନେଶ୍ୱର: ପ୍ରକୃତି ଓ ବାବୁସାନଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ବିବାଦ ଥମିବାର ନାଁ ନେଉନି। ଦିନକୁ ଦିନ ଏହି ଘଟଣା ନୂଆମୋଡ଼ ନେବାରେ ଲାଗିଛି । ଏହାମଧ୍ୟରେ ଭାଇରାଲ୍ ହେଉଛି ବାବୁସାନ ଓ ପ୍ରକୃତିଙ୍କ ଅଡ଼ିଓ ବାର୍ତ୍ତାଳାପ। ଯାହାକୁ ନେଇ ଏହି ଚର୍ଚ୍ଚା ପୁଣି ଆରମ୍ଭ ହୋଇଯାଇଛି। ଯାହା ଶୁଣିଲେ ଆପଣ ପତ୍ନୀ ତୃପ୍ତିଙ୍କ ସନ୍ଦେହକୁ ବିଶ୍ବାସ କରିଯିବେ । ପ୍ରେମମ୍ ସିନେମା ନୁହେଁ ପ୍ରକୃତି ଓ ବାବୁସାନଙ୍କ ମଧ୍ୟରେ ଚାଲିଥିଲା ସତସତିକା ପ୍ରେମ । ୨ ମିନିଟ ୫୫ ସେକେଣ୍ଡର ଅଡିଓକୁ ଶୁଣିଲେ ଆମେ ନୁହେଁ ଆପଣ ବି ଏକଥା କହିବେ। ଏ ଦୁହିଁଙ୍କ ଭିତରେ କିଛି ଚାଲିଥିଲା । ତେବେ ପତି-ପତ୍ନୀ ଓ ପ୍ରକୃତି’ ହାଇଡ୍ରାମାକୁ ନେଇ କିଛି ସ୍ପଷ୍ଟୋକ୍ତି ରଖି ନାହାନ୍ତି ବାବୁସାନ୍‌ । ପ୍ରଥମେ ପୁଲିସର ଜେରା ସରିବା ପରେ ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ଦେବେ ବୋଲି କହିଥିଲେ।

ଆହୁରି ପଢ଼ନ୍ତୁ: ଜଗା ଦର୍ଶନ ପାଇଁ ଆସୁଥିବା ବେଳେ ହେଲା ମର୍ମନ୍ତୁଦ ସଡକ ଦୁର୍ଘଟଣା, ୬ ଗୁରୁତର

ତେବେ ଭାଇରାଲ ଅଡ଼ିଓର ବାର୍ତ୍ତାଳାପ:

ଆହୁରି ପଢ଼ନ୍ତୁ: ଆଜି ଶଙ୍ଖ ଭବନରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ; ପରାଜିତ ନେତାଙ୍କ ସହ କଥା ହେବେ ନବୀନ

ପୁଅ: ସବୁବେଳେ ତୋର କ’ଣ ରାଗିବା ଦରକାର, ଆରେ ଶୁଣେ ରେଟ୍ଟ କ’ଣ ହୋଇଛି କି?

ଆହୁରି ପଢ଼ନ୍ତୁ: ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଜିଲ୍ଲା ଦାୟିତ୍ୱ ପ୍ରସଙ୍ଗ: ବିଜେଡି କହିଲା, 'ପୋଲିସ ଡିଜି ମାନିଲେ, ରାଜ୍ୟରେ ଆଇନଶୃଙ୍ଖଳା ଠିକ୍ ନାହିଁ'

ଝିଅ: କିଛି ନାହିଁ, କହିବି କାଲି ଦେଖା ହେଲେ

ପୁଅ: ଓ ହୋ ମୁଁ କ’ଣ କଲି କି? ଝିଅ: ମୋ ଶରୀର ବ୍ୟଥା କରୁଛି । କଷ୍ଟ ସହିପାରୁନି । ତୁ ସେଇଟା ବୁଝି ପାରିବୁନି

ପୁଅ: ସରି ସରି ସରି ତୋ ଗୋଡ଼ ଧରିକି ‘ସରି’ କହୁଛି । ମୁଁ କ’ଣ କରିବି କହିଲୁ?

ଝିଅ: ଗୋଡ ହାତ ବିନ୍ଧୁଛି । ସହିହେଉନିଟ

ପୁଅ: ତୁ ଭ୍ୟାକ୍ସିନ ନେଇଛୁ । ସେଥିପାଇଁ କଷ୍ଟ ହେଉଛି । ତୁ କ’ଣ ଖାଇ ଦେ, ରେଷ୍ଟ ନେ

ଅଡିଓରେ ଝିଅ କେଉଁ କଲର ଶାଢୀ ପିନ୍ଧିବେ ସେକଥା ମଧ୍ୟ ପଅ ପଚାରୁଛନ୍ତି । ଶେଷରେ ଉଭୟ ପରସ୍ପରଙ୍କୁ ଲଭ ୟୁ ବୋଲି କହୁଛନ୍ତି । ଏଥିରୁ ପ୍ରମାଣ ମିଳୁଛି ଉଭୟଙ୍କ ମଧ୍ୟରେ କେତେ ନୀବିଡ଼ ସମ୍ପର୍କ ରହିଛି ।

29 Jul 2022 By The Sakala

ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ବାବୁସାନ ଓ ପ୍ରକୃତିଙ୍କ ଅଡ଼ିଓ ବାର୍ତ୍ତାଳାପ

ଭୁବନେଶ୍ୱର: ପ୍ରକୃତି ଓ ବାବୁସାନଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ବିବାଦ ଥମିବାର ନାଁ ନେଉନି। ଦିନକୁ ଦିନ ଏହି ଘଟଣା ନୂଆମୋଡ଼ ନେବାରେ ଲାଗିଛି । ଏହାମଧ୍ୟରେ ଭାଇରାଲ୍ ହେଉଛି ବାବୁସାନ ଓ ପ୍ରକୃତିଙ୍କ ଅଡ଼ିଓ ବାର୍ତ୍ତାଳାପ। ଯାହାକୁ ନେଇ ଏହି ଚର୍ଚ୍ଚା ପୁଣି ଆରମ୍ଭ ହୋଇଯାଇଛି। ଯାହା ଶୁଣିଲେ ଆପଣ ପତ୍ନୀ ତୃପ୍ତିଙ୍କ ସନ୍ଦେହକୁ ବିଶ୍ବାସ କରିଯିବେ । ପ୍ରେମମ୍ ସିନେମା ନୁହେଁ ପ୍ରକୃତି ଓ ବାବୁସାନଙ୍କ ମଧ୍ୟରେ ଚାଲିଥିଲା ସତସତିକା ପ୍ରେମ । ୨ ମିନିଟ ୫୫ ସେକେଣ୍ଡର ଅଡିଓକୁ ଶୁଣିଲେ ଆମେ ନୁହେଁ ଆପଣ ବି ଏକଥା କହିବେ। ଏ ଦୁହିଁଙ୍କ ଭିତରେ କିଛି ଚାଲିଥିଲା । ତେବେ ପତି-ପତ୍ନୀ ଓ ପ୍ରକୃତି’ ହାଇଡ୍ରାମାକୁ ନେଇ କିଛି ସ୍ପଷ୍ଟୋକ୍ତି ରଖି ନାହାନ୍ତି ବାବୁସାନ୍‌ । ପ୍ରଥମେ ପୁଲିସର ଜେରା ସରିବା ପରେ ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ଦେବେ ବୋଲି କହିଥିଲେ।

ତେବେ ଭାଇରାଲ ଅଡ଼ିଓର ବାର୍ତ୍ତାଳାପ:

ପୁଅ: ସବୁବେଳେ ତୋର କ’ଣ ରାଗିବା ଦରକାର, ଆରେ ଶୁଣେ ରେଟ୍ଟ କ’ଣ ହୋଇଛି କି?

ଝିଅ: କିଛି ନାହିଁ, କହିବି କାଲି ଦେଖା ହେଲେ

ପୁଅ: ଓ ହୋ ମୁଁ କ’ଣ କଲି କି? ଝିଅ: ମୋ ଶରୀର ବ୍ୟଥା କରୁଛି । କଷ୍ଟ ସହିପାରୁନି । ତୁ ସେଇଟା ବୁଝି ପାରିବୁନି

ପୁଅ: ସରି ସରି ସରି ତୋ ଗୋଡ଼ ଧରିକି ‘ସରି’ କହୁଛି । ମୁଁ କ’ଣ କରିବି କହିଲୁ?

ଝିଅ: ଗୋଡ ହାତ ବିନ୍ଧୁଛି । ସହିହେଉନିଟ

ପୁଅ: ତୁ ଭ୍ୟାକ୍ସିନ ନେଇଛୁ । ସେଥିପାଇଁ କଷ୍ଟ ହେଉଛି । ତୁ କ’ଣ ଖାଇ ଦେ, ରେଷ୍ଟ ନେ

ଅଡିଓରେ ଝିଅ କେଉଁ କଲର ଶାଢୀ ପିନ୍ଧିବେ ସେକଥା ମଧ୍ୟ ପଅ ପଚାରୁଛନ୍ତି । ଶେଷରେ ଉଭୟ ପରସ୍ପରଙ୍କୁ ଲଭ ୟୁ ବୋଲି କହୁଛନ୍ତି । ଏଥିରୁ ପ୍ରମାଣ ମିଳୁଛି ଉଭୟଙ୍କ ମଧ୍ୟରେ କେତେ ନୀବିଡ଼ ସମ୍ପର୍କ ରହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର