କଂଗ୍ରେସର ୯ ଜଣ ବିଧାୟକଙ୍କୁ ଦିଲ୍ଲୀ ଡକରା

The Sakala Picture
Published On

ଭୁବନେଶ୍ୱର: ଦିଲ୍ଲୀ ଯିବେ ଓଡ଼ିଶା କଂଗ୍ରେସର ୯ ଜଣ ବିଧାୟକ। ବିଧାୟକମାନଙ୍କୁ ଏଆଇସିସି ପକ୍ଷରୁ ଦିଲ୍ଲୀ ଡାକରା ହୋଇଥିବା ଜୟପୁର ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ତାରା ବାହିନୀପତି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ , ଏଆଇସିସିର ସେକ୍ରେଟାରୀ ଓ କଂଗ୍ରେସର ଦଳର ବରିଷ୍ଠ ନେତା ନରସିଂହ ମିଶ୍ର ମୋତେ ଫୋନ୍‌ କରିଥିଲେ। ବିଧାୟକଙ୍କୁ ନେଇ ଆଜି ସନ୍ଧ୍ୟା ପ୍ରାୟ ୬ଟାରେ ଦିଲ୍ଲୀ ପହଞ୍ଚିବା ପାଇଁ କହିଥିଲେ। ତାରା ବାହିନୀପତି ଆହୁରି କହିଛନ୍ତି ଯେ, […]

ଭୁବନେଶ୍ୱର: ଦିଲ୍ଲୀ ଯିବେ ଓଡ଼ିଶା କଂଗ୍ରେସର ୯ ଜଣ ବିଧାୟକ। ବିଧାୟକମାନଙ୍କୁ ଏଆଇସିସି ପକ୍ଷରୁ ଦିଲ୍ଲୀ ଡାକରା ହୋଇଥିବା ଜୟପୁର ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ତାରା ବାହିନୀପତି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ , ଏଆଇସିସିର ସେକ୍ରେଟାରୀ ଓ କଂଗ୍ରେସର ଦଳର ବରିଷ୍ଠ ନେତା ନରସିଂହ ମିଶ୍ର ମୋତେ ଫୋନ୍‌ କରିଥିଲେ। ବିଧାୟକଙ୍କୁ ନେଇ ଆଜି ସନ୍ଧ୍ୟା ପ୍ରାୟ ୬ଟାରେ ଦିଲ୍ଲୀ ପହଞ୍ଚିବା ପାଇଁ କହିଥିଲେ।

ଆହୁରି ପଢ଼ନ୍ତୁ: ଆଜ୍ଞାମାଳ ବିଜେ ପରେ ବିଶ୍ୱ ନିୟନ୍ତାଙ୍କ ରଥଯାତ୍ରା ପାଇଁ ହେଲା ରଥକାଠ ଅନୁକୂଳ

ତାରା ବାହିନୀପତି ଆହୁରି କହିଛନ୍ତି ଯେ, ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ନୋଟିସ ଦିଆଯାଇଛି। ରାହୁଲ ଗାନ୍ଧିଙ୍କୁ ଇଡିରେ ହାଜର ହେବା ପାଇଁ ବାରମ୍ବାର ଡକାଯାଉଛି। ସୋନିଆ ଓ ରାହୁଲଙ୍କ ଇଡି ପକ୍ଷରୁ ନୋଟିସ ଜାରି କରାଯାଇ ଲୋକଙ୍କୁ ଆତଙ୍କିତ କରିବାକୁ ପ୍ରୟାସ କରାଯାଉଛି। ତା’ ଉପରେ କିପରି ରୋକ ଲଗାଯାଇ ପାରିବ ଏନେଇ ବିଧାୟକ ଓ ନେତାମାନଙ୍କୁ ନେଇ ଆଲୋଚନା କରାଯିବ। ଏହି ପ୍ରସଙ୍ଗଙ୍କୁ ନେଇ ଆଗାମୀ ଦିନରେ କଂଗ୍ରେସ କିପରି ରାଜରାସ୍ତାକୁ ଓହ୍ଲାଇବ ସେ ରଣନୀତି ପ୍ରସ୍ତୁତ କରାଯିବ।।

ଆହୁରି ପଢ଼ନ୍ତୁ: ସ୍କୁଲରେ ଛାତ୍ରଙ୍କ ପ୍ୟାଣ୍ଟରେ ବିଛୁଆତି ପୁରାଇ ଦେବା ଘଟଣା: ପ୍ରଧାନଶିକ୍ଷକଙ୍କୁ ଚାକିରିରୁ ନିଲମ୍ବିତ କଲେ ବିଇଓ

ଆହୁରି ପଢ଼ନ୍ତୁ: ମହଙ୍ଗା ପଡିଲା ମାମଲା ରଫାଦଫା ପାଇଁ ଫେଭର ମାଗିବା; ବଦଳିଲେ ଖଣ୍ଡପଡାର ବିବାଦୀୟ SDPO

21 Jun 2022 By The Sakala

କଂଗ୍ରେସର ୯ ଜଣ ବିଧାୟକଙ୍କୁ ଦିଲ୍ଲୀ ଡକରା

ଭୁବନେଶ୍ୱର: ଦିଲ୍ଲୀ ଯିବେ ଓଡ଼ିଶା କଂଗ୍ରେସର ୯ ଜଣ ବିଧାୟକ। ବିଧାୟକମାନଙ୍କୁ ଏଆଇସିସି ପକ୍ଷରୁ ଦିଲ୍ଲୀ ଡାକରା ହୋଇଥିବା ଜୟପୁର ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ତାରା ବାହିନୀପତି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ , ଏଆଇସିସିର ସେକ୍ରେଟାରୀ ଓ କଂଗ୍ରେସର ଦଳର ବରିଷ୍ଠ ନେତା ନରସିଂହ ମିଶ୍ର ମୋତେ ଫୋନ୍‌ କରିଥିଲେ। ବିଧାୟକଙ୍କୁ ନେଇ ଆଜି ସନ୍ଧ୍ୟା ପ୍ରାୟ ୬ଟାରେ ଦିଲ୍ଲୀ ପହଞ୍ଚିବା ପାଇଁ କହିଥିଲେ।

ତାରା ବାହିନୀପତି ଆହୁରି କହିଛନ୍ତି ଯେ, ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ନୋଟିସ ଦିଆଯାଇଛି। ରାହୁଲ ଗାନ୍ଧିଙ୍କୁ ଇଡିରେ ହାଜର ହେବା ପାଇଁ ବାରମ୍ବାର ଡକାଯାଉଛି। ସୋନିଆ ଓ ରାହୁଲଙ୍କ ଇଡି ପକ୍ଷରୁ ନୋଟିସ ଜାରି କରାଯାଇ ଲୋକଙ୍କୁ ଆତଙ୍କିତ କରିବାକୁ ପ୍ରୟାସ କରାଯାଉଛି। ତା’ ଉପରେ କିପରି ରୋକ ଲଗାଯାଇ ପାରିବ ଏନେଇ ବିଧାୟକ ଓ ନେତାମାନଙ୍କୁ ନେଇ ଆଲୋଚନା କରାଯିବ। ଏହି ପ୍ରସଙ୍ଗଙ୍କୁ ନେଇ ଆଗାମୀ ଦିନରେ କଂଗ୍ରେସ କିପରି ରାଜରାସ୍ତାକୁ ଓହ୍ଲାଇବ ସେ ରଣନୀତି ପ୍ରସ୍ତୁତ କରାଯିବ।।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର