ଆଇଟିଆଇ ଛାତ୍ରୀଙ୍କୁ ୨୦ଦିନ ଧରି ଦୁଷ୍କର୍ମ ଅଭିଯୋଗ

The Sakala Picture
Published On

କୁଳିଅଣା: କୁଳିଅଣା ଥାନା ଅନ୍ତର୍ଗତ ଏକ ଗ୍ରାମର ଜନୈକା ଯୁବତୀଙ୍କ ଅଭିଯୋଗ ମୁତାବକ କୁଳିଅଣା ପୁଲିସ ଏକ ଦୁଷ୍କର୍ମ ମାମଲା ରୁଜୁ କରିଛି । ଘଟଣାରୁ ପ୍ରକାଶ ଯେ ଯୁବତୀ ଜଣକ ବାରିପଦାର ଏକ ବୈଷୟିକ ତାଲିମ କେନ୍ଦ୍ରରେ ପଢୁଥିବା ସମୟରେ ତିନି ଚାରି ବର୍ଷ ପୂର୍ବେ ବିିବାହାର ମିିଛ ପ୍ରତିଶ୍ରୁତି ଦେଇ ବାରିପଦା ସଦର ଥାନା ଇନ୍ଦସାହିର କ୍ଲିଣ୍ଟନ ତାଙ୍କୁ ବାରମ୍ଵାର ଦେଖା କରୁଥିଲା । ଗତ ଏପ୍ରିଲ ମାସ ୨୨ ତାରିଖରେ ପରୀକ୍ଷା ଶେଷ […]

କୁଳିଅଣା: କୁଳିଅଣା ଥାନା ଅନ୍ତର୍ଗତ ଏକ ଗ୍ରାମର ଜନୈକା ଯୁବତୀଙ୍କ ଅଭିଯୋଗ ମୁତାବକ କୁଳିଅଣା ପୁଲିସ ଏକ ଦୁଷ୍କର୍ମ ମାମଲା ରୁଜୁ କରିଛି । ଘଟଣାରୁ ପ୍ରକାଶ ଯେ ଯୁବତୀ ଜଣକ ବାରିପଦାର ଏକ ବୈଷୟିକ ତାଲିମ କେନ୍ଦ୍ରରେ ପଢୁଥିବା ସମୟରେ ତିନି ଚାରି ବର୍ଷ ପୂର୍ବେ ବିିବାହାର ମିିଛ ପ୍ରତିଶ୍ରୁତି ଦେଇ ବାରିପଦା ସଦର ଥାନା ଇନ୍ଦସାହିର କ୍ଲିଣ୍ଟନ ତାଙ୍କୁ ବାରମ୍ଵାର ଦେଖା କରୁଥିଲା । ଗତ ଏପ୍ରିଲ ମାସ ୨୨ ତାରିଖରେ ପରୀକ୍ଷା ଶେଷ ହେବାରୁ ଛାତ୍ରୀ ଜଣଙ୍କ ନିଜ ଘରକୁ ପଳେଇ ଆସିଥିଲେ । ଗତ ୯ତାରିଖ ରାତ୍ର ୧୧ଟାରେ ସେ ଘରୁ ବାହାରକୁ ବାହାରିଥିବା ବେଳେ ପୂର୍ବ ଯୋଜନା ଅନୁଯାୟୀ କ୍ଲିଣ୍ଟନ ବଳପୂର୍ବକ ଟେକିନେଇ ଏକ ବୋଲେର ଯୋଗେ ନେଇ ନିଜ ଘରର ଏକ ରୁମରେ ଲକ୍ କରି ରଖିଥିଲେ । ଛାତ୍ରୀଙ୍କ ଇଚ୍ଛା ବିରୁଦ୍ଧରେ କୋଡ଼ିଏ ଦିନ ଧରି ଛୁରୀ ଦେଖାଇ ଧମକ ଦେଇ ବାରମ୍ଵାର ଶାରିରୀକ ସମ୍ପର୍କ ରଖି ଆସୁଥିଲା । ଶେଷରେ ଯୁବତୀ ଜଣଙ୍କ କୌଣସିମତେ ନିଜ ବାପାଙ୍କୁ ଫୋନ କରି ସମସ୍ତ ଘଟଣା କହିବା ପରେ ବାପାଙ୍କ ସୂଚନା ମୁତାବକ ବାରିପଦା ପୁଲିସ ଶେଷରେ ଯୁବତୀଙ୍କୁ ଉଦ୍ଧାର କରିଥିଲା । ଅଭିଯୁକ୍ତ ଯୁବକକୁ ବାରିପଦା ସଦର ଥାନାରେ ଅଟକ ରଖାଯାଇଛି । ଛାତ୍ରୀ ଜଣଙ୍କ ବାପାଙ୍କ ସହିତ କୁଳିଅଣା ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିବାରୁ ପୁଲିସ ଉପରୋକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଧିକ ତଦନ୍ତ ଜାରି ରଖିଛି ।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ଖରା: ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜାଣନ୍ତୁ ଆଗକୁ କେମିତି ରହିବ ପାଗ

30 May 2022 By The Sakala

ଆଇଟିଆଇ ଛାତ୍ରୀଙ୍କୁ ୨୦ଦିନ ଧରି ଦୁଷ୍କର୍ମ ଅଭିଯୋଗ

କୁଳିଅଣା: କୁଳିଅଣା ଥାନା ଅନ୍ତର୍ଗତ ଏକ ଗ୍ରାମର ଜନୈକା ଯୁବତୀଙ୍କ ଅଭିଯୋଗ ମୁତାବକ କୁଳିଅଣା ପୁଲିସ ଏକ ଦୁଷ୍କର୍ମ ମାମଲା ରୁଜୁ କରିଛି । ଘଟଣାରୁ ପ୍ରକାଶ ଯେ ଯୁବତୀ ଜଣକ ବାରିପଦାର ଏକ ବୈଷୟିକ ତାଲିମ କେନ୍ଦ୍ରରେ ପଢୁଥିବା ସମୟରେ ତିନି ଚାରି ବର୍ଷ ପୂର୍ବେ ବିିବାହାର ମିିଛ ପ୍ରତିଶ୍ରୁତି ଦେଇ ବାରିପଦା ସଦର ଥାନା ଇନ୍ଦସାହିର କ୍ଲିଣ୍ଟନ ତାଙ୍କୁ ବାରମ୍ଵାର ଦେଖା କରୁଥିଲା । ଗତ ଏପ୍ରିଲ ମାସ ୨୨ ତାରିଖରେ ପରୀକ୍ଷା ଶେଷ ହେବାରୁ ଛାତ୍ରୀ ଜଣଙ୍କ ନିଜ ଘରକୁ ପଳେଇ ଆସିଥିଲେ । ଗତ ୯ତାରିଖ ରାତ୍ର ୧୧ଟାରେ ସେ ଘରୁ ବାହାରକୁ ବାହାରିଥିବା ବେଳେ ପୂର୍ବ ଯୋଜନା ଅନୁଯାୟୀ କ୍ଲିଣ୍ଟନ ବଳପୂର୍ବକ ଟେକିନେଇ ଏକ ବୋଲେର ଯୋଗେ ନେଇ ନିଜ ଘରର ଏକ ରୁମରେ ଲକ୍ କରି ରଖିଥିଲେ । ଛାତ୍ରୀଙ୍କ ଇଚ୍ଛା ବିରୁଦ୍ଧରେ କୋଡ଼ିଏ ଦିନ ଧରି ଛୁରୀ ଦେଖାଇ ଧମକ ଦେଇ ବାରମ୍ଵାର ଶାରିରୀକ ସମ୍ପର୍କ ରଖି ଆସୁଥିଲା । ଶେଷରେ ଯୁବତୀ ଜଣଙ୍କ କୌଣସିମତେ ନିଜ ବାପାଙ୍କୁ ଫୋନ କରି ସମସ୍ତ ଘଟଣା କହିବା ପରେ ବାପାଙ୍କ ସୂଚନା ମୁତାବକ ବାରିପଦା ପୁଲିସ ଶେଷରେ ଯୁବତୀଙ୍କୁ ଉଦ୍ଧାର କରିଥିଲା । ଅଭିଯୁକ୍ତ ଯୁବକକୁ ବାରିପଦା ସଦର ଥାନାରେ ଅଟକ ରଖାଯାଇଛି । ଛାତ୍ରୀ ଜଣଙ୍କ ବାପାଙ୍କ ସହିତ କୁଳିଅଣା ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିବାରୁ ପୁଲିସ ଉପରୋକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଧିକ ତଦନ୍ତ ଜାରି ରଖିଛି ।

https://www.thesakala.in/latest-odisha-news/allegation-as-iti-students-abused-for-20-days/article-12043
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର