ଜୁନ୍ ୨ରୁ +୨ ଖାତା ଦେଖା ଆରମ୍ଭ
ଭୁବନେଶ୍ୱର: ଜୁନ ୨ ତାରିଖରୁ ଆରମ୍ଭ ହେବ + ୨ ମୂଲ୍ୟାୟାନ । ୨ଟି ପର୍ଯ୍ଯାୟରେ ଯୁକ୍ତ ଦୁଇ ଖାତାଦେଖା ହେବ। ୬୪ଟି କେନ୍ଦ୍ରରେ ଅଫଲାଇନ, ୩୭ଟି କେନ୍ଦ୍ରରେ ଅନଲାଇନ ମୂଲ୍ୟାୟନ ହେବ । ଜୁନ ୨ରୁ ଜୁନ ୧୨ ପର୍ଯ୍ଯନ୍ତ ପ୍ରଥମ ପର୍ୟ୍ୟାୟର ମୂଲ୍ୟାୟାନ ହେବ। ଜୁନ୍ ୧୩ରୁ ୨୨ ଯାଏଁ ୨ୟ ପର୍ଯ୍ଯାୟ ମୂଲ୍ୟାୟନ ହେବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଜେଲ୍ରେ ପଡ଼ିଲା ହାତଗଣ୍ଠି, ଜୀବନସାଥୀ ହେଲେ ଦୁଇ ବିଚାରାଧୀନ କଏଦୀ
28 May 2022
By The Sakala
ଜୁନ୍ ୨ରୁ +୨ ଖାତା ଦେଖା ଆରମ୍ଭ
ଭୁବନେଶ୍ୱର: ଜୁନ ୨ ତାରିଖରୁ ଆରମ୍ଭ ହେବ + ୨ ମୂଲ୍ୟାୟାନ । ୨ଟି ପର୍ଯ୍ଯାୟରେ ଯୁକ୍ତ ଦୁଇ ଖାତାଦେଖା ହେବ। ୬୪ଟି କେନ୍ଦ୍ରରେ ଅଫଲାଇନ, ୩୭ଟି କେନ୍ଦ୍ରରେ ଅନଲାଇନ ମୂଲ୍ୟାୟନ ହେବ । ଜୁନ ୨ରୁ ଜୁନ ୧୨ ପର୍ଯ୍ଯନ୍ତ ପ୍ରଥମ ପର୍ୟ୍ୟାୟର ମୂଲ୍ୟାୟାନ ହେବ। ଜୁନ୍ ୧୩ରୁ ୨୨ ଯାଏଁ ୨ୟ ପର୍ଯ୍ଯାୟ ମୂଲ୍ୟାୟନ ହେବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।
⊕ https://www.thesakala.in/latest-odisha-news/plus-two-evaluation-start-from-june-2/article-11967