ସ୍ନାତକରେ ଇଣ୍ଟର୍ଣ୍ଣସିପ୍ ବାଧ୍ୟତାମୂଳକ ହେବ

The Sakala Picture
Published On

ଭୁବନେଶ୍ଵର: ଛାତ୍ରଛାତ୍ରୀ ଏଣିକି ସ୍ନାତକ ସ୍ତରରେ ମଧ୍ୟ ଇଣ୍ଟର୍ଣ୍ଣସିପ୍ ଅଧୟନ କରିବେ । ଏନେଇ ବିଶ୍ଵବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଗୁରୁତ୍ବ ଦେଉଛି । ଆସନ୍ତା ଶିକ୍ଷା ବର୍ଷରୁ ଏହାକୁ ଲାଗୁ କରାଯିବାକୁ ଥିବାବେଳେ ଏ ସମ୍ପର୍କିତ ସବିଶେଷ ମାର୍ଗଦର୍ଶିକା ପରବର୍ତ୍ତୀ ସମୟରେ ପ୍ରକାଶ ପାଇବ ବୋଲି ୟୁଜସିର ଅଧ୍ୟକ୍ଷ ଗୁରୁବାର ସୂଚନା ଦେଇଛନ୍ତି। ନୂତନ ଶିକ୍ଷା ନୀତି ୨୦୨୦ରେ ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ହେବାକୁ ଯାଉଥିବାବେଳେ +୩ର ଛାତ୍ରଛାତ୍ରୀ ମଧ୍ୟ ଏଣିକି ଇଣ୍ଟର୍ଣ୍ଣସିପ୍ କରିବେ। ଇଣ୍ଟର୍ଣ୍ଣସିପ୍‌କୁ […]

ଭୁବନେଶ୍ଵର: ଛାତ୍ରଛାତ୍ରୀ ଏଣିକି ସ୍ନାତକ ସ୍ତରରେ ମଧ୍ୟ ଇଣ୍ଟର୍ଣ୍ଣସିପ୍ ଅଧୟନ କରିବେ । ଏନେଇ ବିଶ୍ଵବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଗୁରୁତ୍ବ ଦେଉଛି । ଆସନ୍ତା ଶିକ୍ଷା ବର୍ଷରୁ ଏହାକୁ ଲାଗୁ କରାଯିବାକୁ ଥିବାବେଳେ ଏ ସମ୍ପର୍କିତ ସବିଶେଷ ମାର୍ଗଦର୍ଶିକା ପରବର୍ତ୍ତୀ ସମୟରେ ପ୍ରକାଶ ପାଇବ ବୋଲି ୟୁଜସିର ଅଧ୍ୟକ୍ଷ ଗୁରୁବାର ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିରରେ ଆରମ୍ଭ ହେବ 'ଇ-ହୁଣ୍ଡି' ବ୍ୟବସ୍ଥା: ଘରେ ବସି ଶ୍ରୀଜୀଉଙ୍କୁ ଦାନ କରିପାରିବେ ଦେଶବିଦେଶର ଭକ୍ତ

ନୂତନ ଶିକ୍ଷା ନୀତି ୨୦୨୦ରେ ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ହେବାକୁ ଯାଉଥିବାବେଳେ +୩ର ଛାତ୍ରଛାତ୍ରୀ ମଧ୍ୟ ଏଣିକି ଇଣ୍ଟର୍ଣ୍ଣସିପ୍ କରିବେ। ଇଣ୍ଟର୍ଣ୍ଣସିପ୍‌କୁ ସ୍ନାତକରେ ବାଧ୍ୟତାମୂଳକଭାବେ ଲାଗୁ କରାଯିବ। ଯୁକ୍ତ ତିନିର ଛାତ୍ରଛାତ୍ରୀ ଶେଷ ବର୍ଷରେ ଅତିକମରେ ୮ରୁ ୧୦ ସପ୍ତାହର ଇଣ୍ଟର୍ଣସିପ୍ କରିବେ, ଯାହାକି ପିଲାଙ୍କୁ ପ୍ରାକ୍ଟିକାଲ୍ ଶିକ୍ଷାରେ ଦକ୍ଷ କରିବ। ତେବେ ନୂତନ ଭାବରେ ପ୍ରକାଶିତ ନିର୍ଦ୍ଦେଶାବଳୀ ଅନୁଯାୟୀ ଇଣ୍ଟର୍ଣ୍ଣସିପ୍ କାର୍ଯ୍ୟକ୍ରମ ମୁଖ୍ୟତ ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତି ପାଇଁ ଦକ୍ଷ କରାଇବାରେ ସହାୟକ ହେବ। ଏହା ସହ ସେମାନଙ୍କ ମଧ୍ୟରେ ଗବେଷଣା କ୍ଷମତା ବିକାଶରେ ମଧ୍ୟ ସାହାଯ୍ୟ କରିବ ବୋଲି ଯୁଧିସିର ଅଧ୍ୟକ୍ଷ ପ୍ରଫେସର ଏମ ଜଗଦେଶ କୁମାର କହିଛନ୍ତି।

ଆହୁରି ପଢ଼ନ୍ତୁ: ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକ, କଳା ଓ ସଂସ୍କୃତିର ବଡ଼ ଗବେଷକ ଥିଲେ

13 May 2022 By The Sakala

ସ୍ନାତକରେ ଇଣ୍ଟର୍ଣ୍ଣସିପ୍ ବାଧ୍ୟତାମୂଳକ ହେବ

ଭୁବନେଶ୍ଵର: ଛାତ୍ରଛାତ୍ରୀ ଏଣିକି ସ୍ନାତକ ସ୍ତରରେ ମଧ୍ୟ ଇଣ୍ଟର୍ଣ୍ଣସିପ୍ ଅଧୟନ କରିବେ । ଏନେଇ ବିଶ୍ଵବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଗୁରୁତ୍ବ ଦେଉଛି । ଆସନ୍ତା ଶିକ୍ଷା ବର୍ଷରୁ ଏହାକୁ ଲାଗୁ କରାଯିବାକୁ ଥିବାବେଳେ ଏ ସମ୍ପର୍କିତ ସବିଶେଷ ମାର୍ଗଦର୍ଶିକା ପରବର୍ତ୍ତୀ ସମୟରେ ପ୍ରକାଶ ପାଇବ ବୋଲି ୟୁଜସିର ଅଧ୍ୟକ୍ଷ ଗୁରୁବାର ସୂଚନା ଦେଇଛନ୍ତି।

ନୂତନ ଶିକ୍ଷା ନୀତି ୨୦୨୦ରେ ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ହେବାକୁ ଯାଉଥିବାବେଳେ +୩ର ଛାତ୍ରଛାତ୍ରୀ ମଧ୍ୟ ଏଣିକି ଇଣ୍ଟର୍ଣ୍ଣସିପ୍ କରିବେ। ଇଣ୍ଟର୍ଣ୍ଣସିପ୍‌କୁ ସ୍ନାତକରେ ବାଧ୍ୟତାମୂଳକଭାବେ ଲାଗୁ କରାଯିବ। ଯୁକ୍ତ ତିନିର ଛାତ୍ରଛାତ୍ରୀ ଶେଷ ବର୍ଷରେ ଅତିକମରେ ୮ରୁ ୧୦ ସପ୍ତାହର ଇଣ୍ଟର୍ଣସିପ୍ କରିବେ, ଯାହାକି ପିଲାଙ୍କୁ ପ୍ରାକ୍ଟିକାଲ୍ ଶିକ୍ଷାରେ ଦକ୍ଷ କରିବ। ତେବେ ନୂତନ ଭାବରେ ପ୍ରକାଶିତ ନିର୍ଦ୍ଦେଶାବଳୀ ଅନୁଯାୟୀ ଇଣ୍ଟର୍ଣ୍ଣସିପ୍ କାର୍ଯ୍ୟକ୍ରମ ମୁଖ୍ୟତ ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତି ପାଇଁ ଦକ୍ଷ କରାଇବାରେ ସହାୟକ ହେବ। ଏହା ସହ ସେମାନଙ୍କ ମଧ୍ୟରେ ଗବେଷଣା କ୍ଷମତା ବିକାଶରେ ମଧ୍ୟ ସାହାଯ୍ୟ କରିବ ବୋଲି ଯୁଧିସିର ଅଧ୍ୟକ୍ଷ ପ୍ରଫେସର ଏମ ଜଗଦେଶ କୁମାର କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର