STF କୁ ବଡ ସଫଳତା: କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନ୍ ସୁଗର ଜବତ, ୩ ଗିରଫ

The Sakala Picture
Published On

ଖୋର୍ଦ୍ଧା: ଏସଟିଏଫ ମିଳିଛି ବଡ ସଫଳତା । ପୁଣି ଏସଟିଏଫ ପଞ୍ଝାରେ ୩ ବ୍ରାଉନସୁଗାର ବେପାରୀ । ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦଧିମାଛଗାଡ଼ିଆରୁ ସ୍ପେଶାଲ ଟାସ୍କଫୋର୍ସ (ଏସ୍‌ଟିଏଫ୍) ୧କେଜି ୪୨ ଗ୍ରାମ ବ୍ରାଉନ ସୁଗର ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ ଏକ କୋଟିରୁ ଅଧିକ ଟଙ୍କା ହେବ ବୋଲି କୁହାଯାଉଛି। ଏହି ଘଟଣାରେ ୩ ଜଣ ଡ୍ରଗ ମାଫିଆଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳର ରଞ୍ଜନ କୁମାର […]

ଖୋର୍ଦ୍ଧା: ଏସଟିଏଫ ମିଳିଛି ବଡ ସଫଳତା । ପୁଣି ଏସଟିଏଫ ପଞ୍ଝାରେ ୩ ବ୍ରାଉନସୁଗାର ବେପାରୀ । ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦଧିମାଛଗାଡ଼ିଆରୁ ସ୍ପେଶାଲ ଟାସ୍କଫୋର୍ସ (ଏସ୍‌ଟିଏଫ୍) ୧କେଜି ୪୨ ଗ୍ରାମ ବ୍ରାଉନ ସୁଗର ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ ଏକ କୋଟିରୁ ଅଧିକ ଟଙ୍କା ହେବ ବୋଲି କୁହାଯାଉଛି। ଏହି ଘଟଣାରେ ୩ ଜଣ ଡ୍ରଗ ମାଫିଆଙ୍କୁ ଗିରଫ କରାଯାଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳର ରଞ୍ଜନ କୁମାର ପାଟଶାଣୀ ଓରଫ ନାଲୁ, ଲକ୍ଷ୍ମୀଧର ସ୍ୱାଇଁ ଓରଫ କାଲୁ ଓ କଟକ ଜିଲ୍ଲା ବାଙ୍କୀ ଅଞ୍ଚଳର ଅମରେନ୍ଦ୍ର ମହାପାତ୍ର ଓରଫ ଦୀପୁ। ଗୁଇନ୍ଦା ସୂଚନା ପାଇ ଗତକାଲି ରାତିରେ ଏସ୍‌ଟିଏଫ୍ ପକ୍ଷରୁ ଦଧିମାଛଗାଡ଼ିଆରେ ଚଢ଼ାଉ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଫୁଲନଖରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୩ ବାଇକ୍ ଆରୋହୀ ମୃତ

12 May 2022 By The Sakala

STF କୁ ବଡ ସଫଳତା: କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନ୍ ସୁଗର ଜବତ, ୩ ଗିରଫ

ଖୋର୍ଦ୍ଧା: ଏସଟିଏଫ ମିଳିଛି ବଡ ସଫଳତା । ପୁଣି ଏସଟିଏଫ ପଞ୍ଝାରେ ୩ ବ୍ରାଉନସୁଗାର ବେପାରୀ । ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦଧିମାଛଗାଡ଼ିଆରୁ ସ୍ପେଶାଲ ଟାସ୍କଫୋର୍ସ (ଏସ୍‌ଟିଏଫ୍) ୧କେଜି ୪୨ ଗ୍ରାମ ବ୍ରାଉନ ସୁଗର ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ ଏକ କୋଟିରୁ ଅଧିକ ଟଙ୍କା ହେବ ବୋଲି କୁହାଯାଉଛି। ଏହି ଘଟଣାରେ ୩ ଜଣ ଡ୍ରଗ ମାଫିଆଙ୍କୁ ଗିରଫ କରାଯାଇଛି।

ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳର ରଞ୍ଜନ କୁମାର ପାଟଶାଣୀ ଓରଫ ନାଲୁ, ଲକ୍ଷ୍ମୀଧର ସ୍ୱାଇଁ ଓରଫ କାଲୁ ଓ କଟକ ଜିଲ୍ଲା ବାଙ୍କୀ ଅଞ୍ଚଳର ଅମରେନ୍ଦ୍ର ମହାପାତ୍ର ଓରଫ ଦୀପୁ। ଗୁଇନ୍ଦା ସୂଚନା ପାଇ ଗତକାଲି ରାତିରେ ଏସ୍‌ଟିଏଫ୍ ପକ୍ଷରୁ ଦଧିମାଛଗାଡ଼ିଆରେ ଚଢ଼ାଉ କରାଯାଇଥିଲା।

https://www.thesakala.in/latest-odisha-news/brown-sugar-worth-above-one-crore-oneseized-three-arrested/article-11524
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର