ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା

The Sakala Picture
Published On

ଭୁବନେଶ୍ୱର: ଆଜିଠାରୁ  ଆରମ୍ଭ ହୋଇଛି ମାଟ୍ରିକ୍‌ ପରୀକ୍ଷା।  କରୋନା ସଂକ୍ରମଣ ଯୋଗୁଁ ଗତ ଶିକ୍ଷାବର୍ଷ ମାଟ୍ରିକ୍‌ ପରୀକ୍ଷା ହୋଇ ନ ଥିଲା। ସ୍ଥିତିରେ ସୁଧାର ଆସିବା ପରେ ଚଳିତ ବର୍ଷ ବିଦ୍ୟାଳୟରେ ଶ୍ରେଣୀ ପାଠପଢ଼ା ହେବା ସହ ମାଟ୍ରିକ୍‌ ସମ୍ମେଟିଭ୍‌-୨ ପରୀକ୍ଷା ଅଫ୍‌ଲାଇନ୍‌ରେ ଆରମ୍ଭ ହେଉଛି। ଚଳିତଥର ୩,୫୪୦ଟି କେନ୍ଦ୍ରରେ ସାରା ରାଜ୍ୟରୁ ୫ଲକ୍ଷ ୮୫ହଜାର ୭୩୦ ପରୀକ୍ଷାର୍ଥୀ କୋଭିଡ୍‌ କଟକଣା ମଧ୍ୟରେ ଏହି ପରୀକ୍ଷା ଦେଉଛନ୍ତି। ପ୍ରଥମ ଦିନରେ ଛାତ୍ରଛାତ୍ରୀ ଇଂରାଜୀରେ ପରୀକ୍ଷା ଦେଉଛନ୍ତି। ସମସ୍ତ […]

ଭୁବନେଶ୍ୱର: ଆଜିଠାରୁ  ଆରମ୍ଭ ହୋଇଛି ମାଟ୍ରିକ୍‌ ପରୀକ୍ଷା।  କରୋନା ସଂକ୍ରମଣ ଯୋଗୁଁ ଗତ ଶିକ୍ଷାବର୍ଷ ମାଟ୍ରିକ୍‌ ପରୀକ୍ଷା ହୋଇ ନ ଥିଲା। ସ୍ଥିତିରେ ସୁଧାର ଆସିବା ପରେ ଚଳିତ ବର୍ଷ ବିଦ୍ୟାଳୟରେ ଶ୍ରେଣୀ ପାଠପଢ଼ା ହେବା ସହ ମାଟ୍ରିକ୍‌ ସମ୍ମେଟିଭ୍‌-୨ ପରୀକ୍ଷା ଅଫ୍‌ଲାଇନ୍‌ରେ ଆରମ୍ଭ ହେଉଛି। ଚଳିତଥର ୩,୫୪୦ଟି କେନ୍ଦ୍ରରେ ସାରା ରାଜ୍ୟରୁ ୫ଲକ୍ଷ ୮୫ହଜାର ୭୩୦ ପରୀକ୍ଷାର୍ଥୀ କୋଭିଡ୍‌ କଟକଣା ମଧ୍ୟରେ ଏହି ପରୀକ୍ଷା ଦେଉଛନ୍ତି। ପ୍ରଥମ ଦିନରେ ଛାତ୍ରଛାତ୍ରୀ ଇଂରାଜୀରେ ପରୀକ୍ଷା ଦେଉଛନ୍ତି। ସମସ୍ତ ପରୀକ୍ଷା କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ସହିତ କଡ଼ା ସୁରକ୍ଷାରେ ପରୀକ୍ଷା ଆୟୋଜନ ଲାଗି ବୋର୍ଡ ସମସ୍ତ ପରୀକ୍ଷା କେନ୍ଦ୍ରର ସୁପରିନ୍‍ଟେଣ୍ଡେଣ୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ: ଆଜି ହେବ ତିନି ରଥର ଦକ୍ଷିଣ ମୋଡ଼

ଅନ୍ୟପଟେ ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ପରୀକ୍ଷା କେନ୍ଦ୍ରରେ ପ୍ରଚୁର ପରିମାଣର ପାଣି, ଓଆରଏସ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ବାହୁଡ଼ା ଯାତ୍ରା ଓ ସୁନାବେଶ ପାଇଁ ପୁରୀ ପୋଲିସର ଟ୍ରାଫିକ ଆଡଭାଇଜରି ଜାରି, ଜାଣନ୍ତୁ କେଉଁଠି ରହିବ ଗାଡ଼ି...

29 Apr 2022 By The Sakala

ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା

ଭୁବନେଶ୍ୱର: ଆଜିଠାରୁ  ଆରମ୍ଭ ହୋଇଛି ମାଟ୍ରିକ୍‌ ପରୀକ୍ଷା।  କରୋନା ସଂକ୍ରମଣ ଯୋଗୁଁ ଗତ ଶିକ୍ଷାବର୍ଷ ମାଟ୍ରିକ୍‌ ପରୀକ୍ଷା ହୋଇ ନ ଥିଲା। ସ୍ଥିତିରେ ସୁଧାର ଆସିବା ପରେ ଚଳିତ ବର୍ଷ ବିଦ୍ୟାଳୟରେ ଶ୍ରେଣୀ ପାଠପଢ଼ା ହେବା ସହ ମାଟ୍ରିକ୍‌ ସମ୍ମେଟିଭ୍‌-୨ ପରୀକ୍ଷା ଅଫ୍‌ଲାଇନ୍‌ରେ ଆରମ୍ଭ ହେଉଛି। ଚଳିତଥର ୩,୫୪୦ଟି କେନ୍ଦ୍ରରେ ସାରା ରାଜ୍ୟରୁ ୫ଲକ୍ଷ ୮୫ହଜାର ୭୩୦ ପରୀକ୍ଷାର୍ଥୀ କୋଭିଡ୍‌ କଟକଣା ମଧ୍ୟରେ ଏହି ପରୀକ୍ଷା ଦେଉଛନ୍ତି। ପ୍ରଥମ ଦିନରେ ଛାତ୍ରଛାତ୍ରୀ ଇଂରାଜୀରେ ପରୀକ୍ଷା ଦେଉଛନ୍ତି। ସମସ୍ତ ପରୀକ୍ଷା କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ସହିତ କଡ଼ା ସୁରକ୍ଷାରେ ପରୀକ୍ଷା ଆୟୋଜନ ଲାଗି ବୋର୍ଡ ସମସ୍ତ ପରୀକ୍ଷା କେନ୍ଦ୍ରର ସୁପରିନ୍‍ଟେଣ୍ଡେଣ୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପଟେ ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ପରୀକ୍ଷା କେନ୍ଦ୍ରରେ ପ୍ରଚୁର ପରିମାଣର ପାଣି, ଓଆରଏସ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର