ସୁମିତ-ତପସ୍ୱିନୀ ବିବାଦ: ଫେଲ୍ ମାରିଲା ମଧ୍ୟସ୍ଥତା, ମେ’ ୯ରେ ଆସିପାରେ ଚୂଡାନ୍ତ ରାୟ

The Sakala Picture
Published On

କଟକ: ବହୁଚର୍ଚ୍ଚିତ ବ୍ରହ୍ମପୁରର ଡାକ୍ତର ସୁମିତ ସାହୁ ଓ ପତ୍ନୀ ତପସ୍ୱିନୀ ପାରିବାରିକ ବିବାଦରେ ମଧ୍ୟସ୍ଥତା କେନ୍ଦ୍ରରେ ଚାଲିଥିବା କାଉନସିଲିଙ୍ଗ ଫେଲ ମାରିଛି। ଫଳରେ ମେ ୯ ରେ ହାଇକୋର୍ଟ ଚୂଡାନ୍ତ ରାୟ ଦେବା ନେଇ ଜଣାପଡ଼ିଛି। ସୂଚନା ଅନୁଯାୟୀ, ପୂର୍ବରୁ ସୁମିତ ଭରଣପୋଷଣ ଖର୍ଚ୍ଚ ୧୦ହଜାର ଟଙ୍କା ପ୍ରତି ମାସରେ ତପସ୍ୱିନୀଙ୍କୁ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଆସ୍କାରେ ଘର ଭଡା ନେଇ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପଟରେ ତପସ୍ୱିନୀଙ୍କ ପାଇଁ ନିମ୍ନ ଅଦାଲତଙ୍କ […]

କଟକ: ବହୁଚର୍ଚ୍ଚିତ ବ୍ରହ୍ମପୁରର ଡାକ୍ତର ସୁମିତ ସାହୁ ଓ ପତ୍ନୀ ତପସ୍ୱିନୀ ପାରିବାରିକ ବିବାଦରେ ମଧ୍ୟସ୍ଥତା କେନ୍ଦ୍ରରେ ଚାଲିଥିବା କାଉନସିଲିଙ୍ଗ ଫେଲ ମାରିଛି। ଫଳରେ ମେ ୯ ରେ ହାଇକୋର୍ଟ ଚୂଡାନ୍ତ ରାୟ ଦେବା ନେଇ ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଏସୀୟ ପାରା ଗେମ୍ସ: ମହିଳା ୪୦୦ ମିଟର T47 ରେ ଅଞ୍ଜନାବେନଙ୍କୁ ସ୍ୱର୍ଣ୍ଣ ଏବଂ ଓଡ଼ିଶାର ଜୟନ୍ତୀ ବେହେରାଙ୍କୁ ରୌପ୍ୟ

ସୂଚନା ଅନୁଯାୟୀ, ପୂର୍ବରୁ ସୁମିତ ଭରଣପୋଷଣ ଖର୍ଚ୍ଚ ୧୦ହଜାର ଟଙ୍କା ପ୍ରତି ମାସରେ ତପସ୍ୱିନୀଙ୍କୁ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଆସ୍କାରେ ଘର ଭଡା ନେଇ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପଟରେ ତପସ୍ୱିନୀଙ୍କ ପାଇଁ ନିମ୍ନ ଅଦାଲତଙ୍କ ଆଦେଶ ମୁତାବକ ଅନ୍ୟତ୍ର ରହିବା ପାଇଁ ବ୍ୟବସ୍ଥା କରାଯାଇଥିବା ସୁମିତଙ୍କ ପକ୍ଷରୁ ଅବଗତ କରାଯାଇଥିଲା

ଆହୁରି ପଢ଼ନ୍ତୁ: ଜେନ୍‌-ଜିଙ୍କ ମନୋବଳ ବଢ଼ାଇଲେ ନବୀନ; ‘ଏକ୍ସ’ରେ ଛଅ ଧାଡ଼ିଆ ପୋଷ୍ଟକୁ ନେଇ ଜାତୀୟ ସ୍ତରରେ ଚର୍ଚ୍ଚା

 

ଆହୁରି ପଢ଼ନ୍ତୁ: ପୁଅକୁ ଡାକ୍ତର କରିବାକୁ ପଣ: ଋଣ ଶୁଝିବା ଯାଏଁ ଏସ୍‌ଏଚ୍‌ଜି ନିକଟରେ ବାର୍ଦ୍ଧକ୍ୟ କାର୍ଡ ବନ୍ଧକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର