ଗାଧୋଇବାବେଳେ ମହାନଦୀରେ ବୁଡି ଦୁଇ ଛାତ୍ର ମୃତ

The Sakala Picture
Published On

ଜଗତସିଂହପୁର: ମହାନଦୀରେ ଗାଧୋଇବା ହେଲା କାଳ । ଜଗତସିଂହପୁର କୁଜଙ୍ଗ ନିକଟସ୍ଥ ମହାନଦୀର ବଡ଼ପାଳ ଘାଟରେ ଅଘଟଣ । ମହାନଦୀରେ ଗାଧୋଇବା ବେଳେ ୨ ଯୁବକଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ମୃତ ୨ ଯୁବକ ପଥୁରିଆ ଗ୍ରାମର ବୋଲି ଜଣାପଡିଛି । ମୃତ ଛାତ୍ର ଦ୍ୱୟ ହେଲେ ଗଣେଶ ସାହୁ ଓ ରାଜେନ୍ଦ୍ର ସାହୁ। ଏମାନେ ସମ୍ପର୍କରେ ଦୁଇ ଭାଇ ହେବେ ଏବଂ ସେମାନେ ଯୁକ୍ତ ଦୁଇ ଛାତ୍ର। ସୂଚନାନୁଯାୟୀ, ଗୁରୁବାର ସକାଳ […]

ଜଗତସିଂହପୁର: ମହାନଦୀରେ ଗାଧୋଇବା ହେଲା କାଳ । ଜଗତସିଂହପୁର କୁଜଙ୍ଗ ନିକଟସ୍ଥ ମହାନଦୀର ବଡ଼ପାଳ ଘାଟରେ ଅଘଟଣ । ମହାନଦୀରେ ଗାଧୋଇବା ବେଳେ ୨ ଯୁବକଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ମୃତ ୨ ଯୁବକ ପଥୁରିଆ ଗ୍ରାମର ବୋଲି ଜଣାପଡିଛି । ମୃତ ଛାତ୍ର ଦ୍ୱୟ ହେଲେ ଗଣେଶ ସାହୁ ଓ ରାଜେନ୍ଦ୍ର ସାହୁ। ଏମାନେ ସମ୍ପର୍କରେ ଦୁଇ ଭାଇ ହେବେ ଏବଂ ସେମାନେ ଯୁକ୍ତ ଦୁଇ ଛାତ୍ର।

ଆହୁରି ପଢ଼ନ୍ତୁ: ବସ୍ତାରେ ବିଜେଡିର ଶକ୍ତି ପ୍ରଦର୍ଶନ: ରବୀନ୍ଦ୍ର ଓ ସୁବାସିନୀଙ୍କ ବିନା ତୃଣମୂଳ ସଂଗଠନରେ ପଡ଼ିନି ଫରକ

ସୂଚନାନୁଯାୟୀ, ଗୁରୁବାର ସକାଳ ୯ଟା ସମୟରେ କୁଜଙ୍ଗ ନିକଟରେ ମହାନଦୀକୁ ଗାଧୋଇବାକୁ ଯାଇ ନିଖୋଜ ହୋଇଯାଇ ଥିଲେ । ବହୁତ ଖୋଜାଖୋଜି ପରେ ଯୁବକ ଦୁଇଜଣଙ୍କ ମୃତଦେହ ନଦୀରୁ ଉଦ୍ଧାର ହୋଇଛି । ସ୍ଥାନୀୟ ଲୋକେ ଦୁହିଁଙ୍କୁ ଉଦ୍ଧାର କରି କୁଜଙ୍ଗ ମେଡିକାଲ ଆଣିବା ପରେ ଉଭୟଙ୍କୁ ମୃତ ଘୋଷଣା କଲେ ଡାକ୍ତର । ମୃତ୍ୟୁ ଖବର ଶୁଣି ଗ୍ରାମରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।

ଆହୁରି ପଢ଼ନ୍ତୁ: ଯକୃତ ଦାନ କରି ଅମର ହୋଇଗଲେ ମହିଳା ଡାକ୍ତର; ନୂତନ ଜୀବନ ପାଇଲେ ୪୬ ବର୍ଷୀୟ ବ୍ୟକ୍ତି

14 Apr 2022 By The Sakala

ଗାଧୋଇବାବେଳେ ମହାନଦୀରେ ବୁଡି ଦୁଇ ଛାତ୍ର ମୃତ

ଜଗତସିଂହପୁର: ମହାନଦୀରେ ଗାଧୋଇବା ହେଲା କାଳ । ଜଗତସିଂହପୁର କୁଜଙ୍ଗ ନିକଟସ୍ଥ ମହାନଦୀର ବଡ଼ପାଳ ଘାଟରେ ଅଘଟଣ । ମହାନଦୀରେ ଗାଧୋଇବା ବେଳେ ୨ ଯୁବକଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ମୃତ ୨ ଯୁବକ ପଥୁରିଆ ଗ୍ରାମର ବୋଲି ଜଣାପଡିଛି । ମୃତ ଛାତ୍ର ଦ୍ୱୟ ହେଲେ ଗଣେଶ ସାହୁ ଓ ରାଜେନ୍ଦ୍ର ସାହୁ। ଏମାନେ ସମ୍ପର୍କରେ ଦୁଇ ଭାଇ ହେବେ ଏବଂ ସେମାନେ ଯୁକ୍ତ ଦୁଇ ଛାତ୍ର।

ସୂଚନାନୁଯାୟୀ, ଗୁରୁବାର ସକାଳ ୯ଟା ସମୟରେ କୁଜଙ୍ଗ ନିକଟରେ ମହାନଦୀକୁ ଗାଧୋଇବାକୁ ଯାଇ ନିଖୋଜ ହୋଇଯାଇ ଥିଲେ । ବହୁତ ଖୋଜାଖୋଜି ପରେ ଯୁବକ ଦୁଇଜଣଙ୍କ ମୃତଦେହ ନଦୀରୁ ଉଦ୍ଧାର ହୋଇଛି । ସ୍ଥାନୀୟ ଲୋକେ ଦୁହିଁଙ୍କୁ ଉଦ୍ଧାର କରି କୁଜଙ୍ଗ ମେଡିକାଲ ଆଣିବା ପରେ ଉଭୟଙ୍କୁ ମୃତ ଘୋଷଣା କଲେ ଡାକ୍ତର । ମୃତ୍ୟୁ ଖବର ଶୁଣି ଗ୍ରାମରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର