ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ: ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ

The Sakala Picture
Published On

ଅନଗୁଳ: ଲାଞ୍ଚନେଇ ଧରାପଡ଼ିଲେ ସହକାରୀ ଯନ୍ତ୍ରୀ । ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ତାଳଚେର ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ (RWS&S)ର ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ସାହୁ । ଜଣେ ଠିକାଦାରଙ୍କ ଫାଇନାଲ ବିଲ ପାସ କରାଇ ଦେବାପାଇଁ ସେ ୫୦ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତଙ୍କୁ ଧରିଛି। ଏହାପରେ ତାଙ୍କର ସରକାରୀ କ୍ବାଟର, ଭାପୁରରେ ଥିବା ପୈତୃକ ଘର ଏବଂ ଭୁବନେଶ୍ଵର କଳିଙ୍ଗବିହାରରେ […]

ଅନଗୁଳ: ଲାଞ୍ଚନେଇ ଧରାପଡ଼ିଲେ ସହକାରୀ ଯନ୍ତ୍ରୀ । ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ତାଳଚେର ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ (RWS&S)ର ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ସାହୁ । ଜଣେ ଠିକାଦାରଙ୍କ ଫାଇନାଲ ବିଲ ପାସ କରାଇ ଦେବାପାଇଁ ସେ ୫୦ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତଙ୍କୁ ଧରିଛି। ଏହାପରେ ତାଙ୍କର ସରକାରୀ କ୍ବାଟର, ଭାପୁରରେ ଥିବା ପୈତୃକ ଘର ଏବଂ ଭୁବନେଶ୍ଵର କଳିଙ୍ଗବିହାରରେ ରହୁଥିବା ଘରେ ମଧ୍ୟ ଭିଜିଲାନ୍ସ  ପକ୍ଷରୁ ଚଢାଉ ଚାଲିଛି। ଏନେଇ ତଦନ୍ତ ଜାରି ରହିଛି ।

ଆହୁରି ପଢ଼ନ୍ତୁ: ଅକ୍ଟୋବର ୨୬ ସୁଦ୍ଧା ବାତ୍ୟା ରୂପ ନେଇପାରେ ଲଘୁଚାପ, ୨୮ରେ ଓଡ଼ିଶା-ଆନ୍ଧ୍ର ଉପକୂଳ ଛୁଇଁବା ନେଇ ଆଇଏମଡି ଡିଜିଙ୍କ ସୂଚନା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର