ପୌର ନିର୍ବାଚନ: ଭୋଟ ଦେଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ

The Sakala Picture
Published On

ଭୁବନେଶ୍ୱର: ଭୋଟ ଦେଲେ ମୁଖ୍ୟ ଶାସନ ସଚିବ । ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନରେ ମତଦାନ ସାବ୍ୟସ୍ତ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଭୁବନେଶ୍ୱର ୟୁନିଟ-୧ ୱାର୍ଡ ନମ୍ୱର ୪୦ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟର ୪୧୬ ନମ୍ବର ବୁଥରେ ସୁରେଶ ମହାପାତ୍ର ଭୋଟ ଦେଇଛନ୍ତି । ତାଙ୍କ ସହ ପତ୍ନୀ ଦେବାୟନୀ ନନ୍ଦ ମଧ୍ୟ ଭୋଟ ଦେଇଛନ୍ତି । ଏହି ଅବସରରେ ମତଦାନ ପ୍ରକ୍ରିୟାରେ ଅଧିକରୁ ଅଧିକ ନିଜକୁ ସାମିଲ […]

ଭୁବନେଶ୍ୱର: ଭୋଟ ଦେଲେ ମୁଖ୍ୟ ଶାସନ ସଚିବ । ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନରେ ମତଦାନ ସାବ୍ୟସ୍ତ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଭୁବନେଶ୍ୱର ୟୁନିଟ-୧ ୱାର୍ଡ ନମ୍ୱର ୪୦ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟର ୪୧୬ ନମ୍ବର ବୁଥରେ ସୁରେଶ ମହାପାତ୍ର ଭୋଟ ଦେଇଛନ୍ତି । ତାଙ୍କ ସହ ପତ୍ନୀ ଦେବାୟନୀ ନନ୍ଦ ମଧ୍ୟ ଭୋଟ ଦେଇଛନ୍ତି । ଏହି ଅବସରରେ ମତଦାନ ପ୍ରକ୍ରିୟାରେ ଅଧିକରୁ ଅଧିକ ନିଜକୁ ସାମିଲ କରିବା ପାଇଁ ଭୋଟରଙ୍କୁ ନିବେଦନ କରିଛନ୍ତି ମୁଖ୍ୟ ଶାସନ ସଚିବ । ଏହି ବୁଥରେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ମଧ୍ୟ ନିଜ ଭୋଟ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଅକ୍ଷୟ ତୃତୀୟା, ଶ୍ରୀକ୍ଷେତ୍ରରେ ହେବ ବିଶ୍ୱ ନିୟନ୍ତାଙ୍କ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ

ଭୋଟ ଦେବା ପରେ ମୁଖ୍ୟ ଶାସନ ସଚିବ କହିଥିଲେ କି ଗଣତନ୍ତ୍ରର ଏହା ପ୍ରକ୍ରିୟାରେ ବହୁ ସଂଖ୍ୟାରେ ଭୋଟର ସକ୍ରିୟ ଅଂଶଗ୍ରହଣ କରି ନିଜ ମତାଧିକାର ସାବ୍ୟସ୍ତ କରିବେ । ତେବେ ସହରାଞ୍ଚଳରେ ମୁଖ୍ୟତଃ ପୁଲିଂ କମ ରହୁଥିବା ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି କିଛି ଭୋଟରଙ୍କ ଦେହାନ୍ତ ଓ ସରକାରୀ କର୍ମଚାରୀଙ୍କ ବଦଳି ଓ ଅବସର ଯୋଗୁଁ ଭୋଟର ତାଲିକାରେ ନାମ ରହିବା ସମ୍ଭବପର ହେଉନାହିଁ । ଇଭିଏମ ତ୍ରୁଟି ଅନେକ ସ୍ଥାନରେ ରାହୁଥିଲେ ହେଁ ତାହାର ବିକଳ୍ପ ବ୍ୟବସ୍ଥା ଭାବେ ଅଡିସନାଲ ଇଭିଏମ ରଖାଯାଇଛି । ଏଭଳି ସମସ୍ୟା ସାମୟିକ ଏହାର ସମାଧାନ କରାଯାଇଛି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।

ଆହୁରି ପଢ଼ନ୍ତୁ: ‘ଇଣ୍ଡିଆ’ ମେଣ୍ଟ ବୈଠକରେ ବିଜେଡି ସଂସଦୀୟ ଦଳ ନେତା; ଜାତୀୟ ରାଜନୀତିରେ ବିଜେଡି ଚର୍ଚ୍ଚା

24 Mar 2022 By The Sakala

ପୌର ନିର୍ବାଚନ: ଭୋଟ ଦେଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ

ଭୁବନେଶ୍ୱର: ଭୋଟ ଦେଲେ ମୁଖ୍ୟ ଶାସନ ସଚିବ । ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନରେ ମତଦାନ ସାବ୍ୟସ୍ତ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଭୁବନେଶ୍ୱର ୟୁନିଟ-୧ ୱାର୍ଡ ନମ୍ୱର ୪୦ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟର ୪୧୬ ନମ୍ବର ବୁଥରେ ସୁରେଶ ମହାପାତ୍ର ଭୋଟ ଦେଇଛନ୍ତି । ତାଙ୍କ ସହ ପତ୍ନୀ ଦେବାୟନୀ ନନ୍ଦ ମଧ୍ୟ ଭୋଟ ଦେଇଛନ୍ତି । ଏହି ଅବସରରେ ମତଦାନ ପ୍ରକ୍ରିୟାରେ ଅଧିକରୁ ଅଧିକ ନିଜକୁ ସାମିଲ କରିବା ପାଇଁ ଭୋଟରଙ୍କୁ ନିବେଦନ କରିଛନ୍ତି ମୁଖ୍ୟ ଶାସନ ସଚିବ । ଏହି ବୁଥରେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ମଧ୍ୟ ନିଜ ଭୋଟ ଦେଇଛନ୍ତି ।

ଭୋଟ ଦେବା ପରେ ମୁଖ୍ୟ ଶାସନ ସଚିବ କହିଥିଲେ କି ଗଣତନ୍ତ୍ରର ଏହା ପ୍ରକ୍ରିୟାରେ ବହୁ ସଂଖ୍ୟାରେ ଭୋଟର ସକ୍ରିୟ ଅଂଶଗ୍ରହଣ କରି ନିଜ ମତାଧିକାର ସାବ୍ୟସ୍ତ କରିବେ । ତେବେ ସହରାଞ୍ଚଳରେ ମୁଖ୍ୟତଃ ପୁଲିଂ କମ ରହୁଥିବା ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି କିଛି ଭୋଟରଙ୍କ ଦେହାନ୍ତ ଓ ସରକାରୀ କର୍ମଚାରୀଙ୍କ ବଦଳି ଓ ଅବସର ଯୋଗୁଁ ଭୋଟର ତାଲିକାରେ ନାମ ରହିବା ସମ୍ଭବପର ହେଉନାହିଁ । ଇଭିଏମ ତ୍ରୁଟି ଅନେକ ସ୍ଥାନରେ ରାହୁଥିଲେ ହେଁ ତାହାର ବିକଳ୍ପ ବ୍ୟବସ୍ଥା ଭାବେ ଅଡିସନାଲ ଇଭିଏମ ରଖାଯାଇଛି । ଏଭଳି ସମସ୍ୟା ସାମୟିକ ଏହାର ସମାଧାନ କରାଯାଇଛି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର