ବୃଦ୍ଧାଶ୍ରମ ଓ ବରିଷ୍ଠନାଗରୀକଙ୍କ ଗହଣରେ ‘ଆର୍ଟ ଅଫ ଗିଭିଙ୍ଗ’ କାର୍ଯ୍ଯକ୍ରମ ଅନୁଷ୍ଠିତ

The Sakala Picture
Published On

ଭୁବନେଶ୍ବର: ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ଯକ୍ରମ କଟକସ୍ଥିତ ଆଶୀର୍ବାଦ ବୃଦ୍ଧାଶ୍ରମ ଓ ବରିଷ୍ଠନାଗରୀକଙ୍କ ଗହଣରେ ପାଳନ କରାଯାଇଥିଲା। ଏହି କାର୍ଯ୍ଯକ୍ରମରେ ମୁଖ୍ୟ ବକ୍ତା ରହିଥିଲେ ପ୍ରବୋଧ ମହାନ୍ତି, ଡ. ସଞ୍ଜୟ ମହାପାତ୍ର ଓ  ଡ. ସତ୍ୟ ରାୟ। ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ କାଳନ୍ଦି ଦାସ, ଖୀରୋଦ ଓ ମୋହିତ ଯୋଶୀ । ଆର୍ଟ ଅଫ ଗିଭିଙ୍ଗର ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତଙ୍କ ପ୍ରତି ସମସ୍ତେ କୃତଜ୍ଞତା ଜ୍ଞାପନ କରିଥିଲେ। ଆର୍ଟ ଅଫ ଗିଭିଙ୍ଗ ଦବାର କଳା […]

ଭୁବନେଶ୍ବର: ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ଯକ୍ରମ କଟକସ୍ଥିତ ଆଶୀର୍ବାଦ ବୃଦ୍ଧାଶ୍ରମ ଓ ବରିଷ୍ଠନାଗରୀକଙ୍କ ଗହଣରେ ପାଳନ କରାଯାଇଥିଲା। ଏହି କାର୍ଯ୍ଯକ୍ରମରେ ମୁଖ୍ୟ ବକ୍ତା ରହିଥିଲେ ପ୍ରବୋଧ ମହାନ୍ତି, ଡ. ସଞ୍ଜୟ ମହାପାତ୍ର ଓ  ଡ. ସତ୍ୟ ରାୟ। ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ କାଳନ୍ଦି ଦାସ, ଖୀରୋଦ ଓ ମୋହିତ ଯୋଶୀ । ଆର୍ଟ ଅଫ ଗିଭିଙ୍ଗର ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତଙ୍କ ପ୍ରତି ସମସ୍ତେ କୃତଜ୍ଞତା ଜ୍ଞାପନ କରିଥିଲେ।

ଆହୁରି ପଢ଼ନ୍ତୁ: ଆନ୍ଦୋଳନରତ ଡାକ୍ତରଙ୍କୁ ବାଲେଶ୍ୱର ସିଡିଏମଓଙ୍କ ଅଲ୍ଟିମେଟମ: ୧୨ ଘଣ୍ଟା ମଧ୍ୟରେ କାର୍ଯ୍ୟରେ ଯୋଗ ନଦେଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ଆର୍ଟ ଅଫ ଗିଭିଙ୍ଗ ଦବାର କଳା । ଏହା ୨୦୧୩ ମସିହା ମେ’ ମାସରେ ପ୍ରଥମେ ଆରମ୍ଭ ହୋଇଥିଲା। ଆଜି ଏହାକୁ ସାରା ବିଶ୍ବରେ ପିପୁଲ୍ସ ମୁଭମେଣ୍ଟ ଭାବେ ପାଳିତ ହେଉଛି। ଏହି କାର୍ଯ୍ଯକ୍ରମ ‘ଆର୍ଟ ଅଫ ଗିଭିଙ୍ଗସ’ର ସମର୍ଥକଙ୍କ ପକ୍ଷରୁ ଆୟୋଜନ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଜାପାନର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସହ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଆଲୋଚନା: ଷ୍ଟିଲ୍, ଆଲୁମିନିୟମ୍ ଓ ମ୍ୟାନୁଫ୍ୟାକ୍ଚରିଂ ଉପରେ ଗୁରୁତ୍ୱ

17 Jun 2024 By The Sakala

ବୃଦ୍ଧାଶ୍ରମ ଓ ବରିଷ୍ଠନାଗରୀକଙ୍କ ଗହଣରେ ‘ଆର୍ଟ ଅଫ ଗିଭିଙ୍ଗ’ କାର୍ଯ୍ଯକ୍ରମ ଅନୁଷ୍ଠିତ

ଭୁବନେଶ୍ବର: ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ଯକ୍ରମ କଟକସ୍ଥିତ ଆଶୀର୍ବାଦ ବୃଦ୍ଧାଶ୍ରମ ଓ ବରିଷ୍ଠନାଗରୀକଙ୍କ ଗହଣରେ ପାଳନ କରାଯାଇଥିଲା। ଏହି କାର୍ଯ୍ଯକ୍ରମରେ ମୁଖ୍ୟ ବକ୍ତା ରହିଥିଲେ ପ୍ରବୋଧ ମହାନ୍ତି, ଡ. ସଞ୍ଜୟ ମହାପାତ୍ର ଓ  ଡ. ସତ୍ୟ ରାୟ। ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ କାଳନ୍ଦି ଦାସ, ଖୀରୋଦ ଓ ମୋହିତ ଯୋଶୀ । ଆର୍ଟ ଅଫ ଗିଭିଙ୍ଗର ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତଙ୍କ ପ୍ରତି ସମସ୍ତେ କୃତଜ୍ଞତା ଜ୍ଞାପନ କରିଥିଲେ।

ଆର୍ଟ ଅଫ ଗିଭିଙ୍ଗ ଦବାର କଳା । ଏହା ୨୦୧୩ ମସିହା ମେ’ ମାସରେ ପ୍ରଥମେ ଆରମ୍ଭ ହୋଇଥିଲା। ଆଜି ଏହାକୁ ସାରା ବିଶ୍ବରେ ପିପୁଲ୍ସ ମୁଭମେଣ୍ଟ ଭାବେ ପାଳିତ ହେଉଛି। ଏହି କାର୍ଯ୍ଯକ୍ରମ ‘ଆର୍ଟ ଅଫ ଗିଭିଙ୍ଗସ’ର ସମର୍ଥକଙ୍କ ପକ୍ଷରୁ ଆୟୋଜନ କରାଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର