ପୁଣି ନିଶା ନିବାରଣ କେନ୍ଦ୍ରରେ ଜଣଙ୍କୁ ପିଟିପିଟି ହତ୍ୟା ଅଭିଯୋଗ

The Sakala Picture
Published On

ଭୁବନେଶ୍ବର: ପୁଣି ନିଶା ନିବାରଣ କେନ୍ଦ୍ରରେ ଜଣଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।  ଧଉଳି ସ୍ଥିତ ଏକ ନିଶା ନିବାରଣ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆସିଛି। ଝରଣା ସାହିର କାଳୁ ନାୟକଙ୍କୁ ପିଟିପିଟି ହତ୍ୟା ନେଇ ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ଧଉଳି ଥାନା ପୁଲିସ ପହଞ୍ଚି ତନାଘନା ଆରମ୍ଭ କରିଛି। “ସ୍ୱୀକାର” ନାମକ ନିଶା ନିବାରଣ କେନ୍ଦ୍ର ବିରୋଧରେ ଅଭିଯୋଗ ଆସିଛି। ସିସିଟିଭି ସିଜ କରିବା ସହ ମାଲିକଙ୍କୁ ପଚରାଉଚରା କରୁଛି ପୁଲିସ। ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ […]

ଭୁବନେଶ୍ବର: ପୁଣି ନିଶା ନିବାରଣ କେନ୍ଦ୍ରରେ ଜଣଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।  ଧଉଳି ସ୍ଥିତ ଏକ ନିଶା ନିବାରଣ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆସିଛି। ଝରଣା ସାହିର କାଳୁ ନାୟକଙ୍କୁ ପିଟିପିଟି ହତ୍ୟା ନେଇ ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ଧଉଳି ଥାନା ପୁଲିସ ପହଞ୍ଚି ତନାଘନା ଆରମ୍ଭ କରିଛି। “ସ୍ୱୀକାର” ନାମକ ନିଶା ନିବାରଣ କେନ୍ଦ୍ର ବିରୋଧରେ ଅଭିଯୋଗ ଆସିଛି। ସିସିଟିଭି ସିଜ କରିବା ସହ ମାଲିକଙ୍କୁ ପଚରାଉଚରା କରୁଛି ପୁଲିସ। ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ମଧ୍ୟ ପହଞ୍ଚି ତନାଘନା ଆରମ୍ଭ କରିଛି।  ପୋଷ୍ଟମର୍ଟମ ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: କିଏ ସାଜିବ ଓଡ଼ିଶାର ସ୍ୱର; ରାଜ୍ୟସଭା ନିର୍ବାଚନ ପାଇଁ ଜାରି ରହିଛି ଭୋଟିଂ, ଅପରାହ୍ଣ ୫ଟାରେ ଆସିବ ରେଜଲ୍ଟ

10 Oct 2023 By The Sakala

ପୁଣି ନିଶା ନିବାରଣ କେନ୍ଦ୍ରରେ ଜଣଙ୍କୁ ପିଟିପିଟି ହତ୍ୟା ଅଭିଯୋଗ

ଭୁବନେଶ୍ବର: ପୁଣି ନିଶା ନିବାରଣ କେନ୍ଦ୍ରରେ ଜଣଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।  ଧଉଳି ସ୍ଥିତ ଏକ ନିଶା ନିବାରଣ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆସିଛି। ଝରଣା ସାହିର କାଳୁ ନାୟକଙ୍କୁ ପିଟିପିଟି ହତ୍ୟା ନେଇ ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ଧଉଳି ଥାନା ପୁଲିସ ପହଞ୍ଚି ତନାଘନା ଆରମ୍ଭ କରିଛି। “ସ୍ୱୀକାର” ନାମକ ନିଶା ନିବାରଣ କେନ୍ଦ୍ର ବିରୋଧରେ ଅଭିଯୋଗ ଆସିଛି। ସିସିଟିଭି ସିଜ କରିବା ସହ ମାଲିକଙ୍କୁ ପଚରାଉଚରା କରୁଛି ପୁଲିସ। ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ମଧ୍ୟ ପହଞ୍ଚି ତନାଘନା ଆରମ୍ଭ କରିଛି।  ପୋଷ୍ଟମର୍ଟମ ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର