ହାତୀ ଦାନ୍ତ ବିକ୍ରି ପାଇଁ ଡିଲ୍ ବେଳେ ମାଡ଼ି ବସିଲା ଏସଟିଏଫ୍

The Sakala Picture
Published On

ଭୁବନେଶ୍ୱର: ହାତୀ ଦାନ୍ତ ବିକ୍ରି ପାଇଁ ଡିଲ୍ ବେଳେ ମାଡ଼ି ବସିଲା ଏସଟିଏଫ୍ । ହାତୀ ଦାନ୍ତ ଜବତ ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି ସ୍ପେଶାଲ ଟାସ୍କ ଫୋର୍ସ । ଗୋଟିଏ ହାତୀ ଦାନ୍ତ ଓ ଶିକାର ପାଇଁ ବ୍ୟବହୃତ ହେଉଥିବା ଜିନିଷ ଜବତ କରିଛି ଟିମ୍ । ଅନୁଗୁଳ ଅନ୍ତୁଲିଆରେ ଲକ୍ଷାଧିକ ଟଙ୍କାରେ ହାତୀଦନ୍ତ ବିକ୍ରି ପାଇଁ ଡିଲ୍ ହେଉଥିବା ଖବର ପାଇଥିଲା ଏସଟିଏଫ୍ । ଅନୁଗୁଳ ବନ ବିଭାଗ ସହାୟତାରେ ଏସଟିଫ୍ ରେଡ୍ […]

ଭୁବନେଶ୍ୱର: ହାତୀ ଦାନ୍ତ ବିକ୍ରି ପାଇଁ ଡିଲ୍ ବେଳେ ମାଡ଼ି ବସିଲା ଏସଟିଏଫ୍ । ହାତୀ ଦାନ୍ତ ଜବତ ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି ସ୍ପେଶାଲ ଟାସ୍କ ଫୋର୍ସ । ଗୋଟିଏ ହାତୀ ଦାନ୍ତ ଓ ଶିକାର ପାଇଁ ବ୍ୟବହୃତ ହେଉଥିବା ଜିନିଷ ଜବତ କରିଛି ଟିମ୍ । ଅନୁଗୁଳ ଅନ୍ତୁଲିଆରେ ଲକ୍ଷାଧିକ ଟଙ୍କାରେ ହାତୀଦନ୍ତ ବିକ୍ରି ପାଇଁ ଡିଲ୍ ହେଉଥିବା ଖବର ପାଇଥିଲା ଏସଟିଏଫ୍ । ଅନୁଗୁଳ ବନ ବିଭାଗ ସହାୟତାରେ ଏସଟିଫ୍ ରେଡ୍ କରିଥିଲା । ରେଡ୍ ବେଳେ ଠାକୁରଘର ଥାନା ହାଟସିଉନାଳି ଗାଁର ସୁନ୍ଦର ନାୟକକୁ ହାତୀ ଦାନ୍ତ ସହ ଗିରଫ କରାଯାଇଛି ।

ଗତ ଏକ ବର୍ଷ ଧରି ଏସଟିଏଫର ସ୍ୱତନ୍ତ୍ର ଅଭିଯାନ ଜାରି ରହିଛି । ଏଥିରେ ୧୮ଟି କଲାରାପତରିଆ ବାଘ ନଖ, ୧୦ଟି ହାତୀ ଦାନ୍ତ, ୨ଟି ହରିଣ ଛାଲ, ୫ଟି ଜୀବନ୍ତ ବଜ୍ରକାପ୍ତା, ୧୫ କେଜି କାତି ଜବତ କରିଛି ଏସଟିଏଫ୍ ।

27 Oct 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର