ଦନ୍ତାହାତୀର ଗଳିତ ମୃତଦେହ ଠାବ, ଗୁଳି ବାଜିଥିବା ସୂଚନା

The Sakala Picture
Published On

ଅନୁଗୁଳ: ସାତକୋଶିଆ ଡିଭିଜନର ଜିଲିଣ୍ଡା ରେଞ୍ଜ ଅନ୍ତର୍ଗତ  କଟରଙ୍ଗ ସେକ୍ସନ ବାଙ୍କଧର ଅଞ୍ଚଳରେ ଦନ୍ତା ହାତୀର ଗଳିତ ମୃତଦେହ ଠାବ ହୋଇଛି । ପାରିପାର୍ଶ୍ବିକ ସ୍ଥିତିରୁ କିଛିଦିନ ପୂର୍ବରୁ ଉକ୍ତ ହାତୀର ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।  ପଚି ସଢ଼ି ଗନ୍ଧ ହେବାରୁ ହାତୀଟି ମରିଥିବା ଜଣା ପଡିଥିଲା । ମୃତ୍ୟର କାରଣ ଅସ୍ପଷ୍ଟ ରହିଥିବା ବେଳେ। ହାତୀ ଦେହରେ ଗୁଳି ବାଜିଥିବା ସୂଚନା ମିଳିଛି। ଶବ ବ୍ୟବଛେଦ ପରେ ମୃତ୍ୟୁର କାରଣ ଜଣା ପଡିବ ବୋଲି […]

ଅନୁଗୁଳ: ସାତକୋଶିଆ ଡିଭିଜନର ଜିଲିଣ୍ଡା ରେଞ୍ଜ ଅନ୍ତର୍ଗତ  କଟରଙ୍ଗ ସେକ୍ସନ ବାଙ୍କଧର ଅଞ୍ଚଳରେ ଦନ୍ତା ହାତୀର ଗଳିତ ମୃତଦେହ ଠାବ ହୋଇଛି । ପାରିପାର୍ଶ୍ବିକ ସ୍ଥିତିରୁ କିଛିଦିନ ପୂର୍ବରୁ ଉକ୍ତ ହାତୀର ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।  ପଚି ସଢ଼ି ଗନ୍ଧ ହେବାରୁ ହାତୀଟି ମରିଥିବା ଜଣା ପଡିଥିଲା । ମୃତ୍ୟର କାରଣ ଅସ୍ପଷ୍ଟ ରହିଥିବା ବେଳେ। ହାତୀ ଦେହରେ ଗୁଳି ବାଜିଥିବା ସୂଚନା ମିଳିଛି। ଶବ ବ୍ୟବଛେଦ ପରେ ମୃତ୍ୟୁର କାରଣ ଜଣା ପଡିବ ବୋଲି ସାତକୋଶିଆ ଡିଏଫ ଓ ସରୋଜ ପଣ୍ଡା ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

16 Jun 2023 By The Sakala

ଦନ୍ତାହାତୀର ଗଳିତ ମୃତଦେହ ଠାବ, ଗୁଳି ବାଜିଥିବା ସୂଚନା

ଅନୁଗୁଳ: ସାତକୋଶିଆ ଡିଭିଜନର ଜିଲିଣ୍ଡା ରେଞ୍ଜ ଅନ୍ତର୍ଗତ  କଟରଙ୍ଗ ସେକ୍ସନ ବାଙ୍କଧର ଅଞ୍ଚଳରେ ଦନ୍ତା ହାତୀର ଗଳିତ ମୃତଦେହ ଠାବ ହୋଇଛି । ପାରିପାର୍ଶ୍ବିକ ସ୍ଥିତିରୁ କିଛିଦିନ ପୂର୍ବରୁ ଉକ୍ତ ହାତୀର ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।  ପଚି ସଢ଼ି ଗନ୍ଧ ହେବାରୁ ହାତୀଟି ମରିଥିବା ଜଣା ପଡିଥିଲା । ମୃତ୍ୟର କାରଣ ଅସ୍ପଷ୍ଟ ରହିଥିବା ବେଳେ। ହାତୀ ଦେହରେ ଗୁଳି ବାଜିଥିବା ସୂଚନା ମିଳିଛି। ଶବ ବ୍ୟବଛେଦ ପରେ ମୃତ୍ୟୁର କାରଣ ଜଣା ପଡିବ ବୋଲି ସାତକୋଶିଆ ଡିଏଫ ଓ ସରୋଜ ପଣ୍ଡା ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର