ଜଳିଲାଣି ଜଙ୍ଗଲ, ବନ ବିଭାଗ ନୀରବ
ତାଳଚେର ସହର: ବସନ୍ତ ଋତୁ ଆଗମନରେ ପତ୍ର ଝଡ଼ା ଦେବା ଆରମ୍ଭ କଲାଣି ବୃକ୍ଷଲତା । ଫଳତଃ ଶୁଖିଲା ପତ୍ରର ଆସ୍ତରଣରେ ଆଚ୍ଛାଦିତ ଜଙ୍ଗଲ। ତାଳଚେର ବନାଞ୍ଚଳ ଏବଂ କଣିହାଁ ବନାଞ୍ଚଳର ବିଭିନ୍ନ ସ୍ଥାନରେ ଧୀରେ ଧୀରେ ଜାଳିବା ଆରମ୍ଭ କଲାଣି ଜଙ୍ଗଲ । ଖାସ୍ କରି ରାସ୍ତା କଡ଼ରେ ଶୁଖିଲା ପତ୍ର ପଡ଼ି ରହିବା ଦ୍ଵାରା , ଯାତାୟାତ କରୁଥିବା ଲୋକ ରାସ୍ତା କଡ଼କୁ ଫୋପାଡୁଥିବା ଜଳନ୍ତା ଦିଆସିଲି କାଠି କିମ୍ବା ସିଗାରେଟ ଖଣ୍ଡର ସ୍ପର୍ଶ […]
ତାଳଚେର ସହର: ବସନ୍ତ ଋତୁ ଆଗମନରେ ପତ୍ର ଝଡ଼ା ଦେବା ଆରମ୍ଭ କଲାଣି ବୃକ୍ଷଲତା । ଫଳତଃ ଶୁଖିଲା ପତ୍ରର ଆସ୍ତରଣରେ ଆଚ୍ଛାଦିତ ଜଙ୍ଗଲ। ତାଳଚେର ବନାଞ୍ଚଳ ଏବଂ କଣିହାଁ ବନାଞ୍ଚଳର ବିଭିନ୍ନ ସ୍ଥାନରେ ଧୀରେ ଧୀରେ ଜାଳିବା ଆରମ୍ଭ କଲାଣି ଜଙ୍ଗଲ । ଖାସ୍ କରି ରାସ୍ତା କଡ଼ରେ ଶୁଖିଲା ପତ୍ର ପଡ଼ି ରହିବା ଦ୍ଵାରା , ଯାତାୟାତ କରୁଥିବା ଲୋକ ରାସ୍ତା କଡ଼କୁ ଫୋପାଡୁଥିବା ଜଳନ୍ତା ଦିଆସିଲି କାଠି କିମ୍ବା ସିଗାରେଟ ଖଣ୍ଡର ସ୍ପର୍ଶ ପାଇ ନିଆଁ ଲାଗିବା ଆରମ୍ଭ ହୁଏ । ଫଳତଃ ସେହି ନିଆଁ ସାରା ଜଙ୍ଗଲରେ ଲାଗି ଜଙ୍ଗଲ ନଷ୍ଟ କରିଥାଏ । ବନ ବିଭାଗ ପକ୍ଷରୁ ପତ୍ର ଗୁଡ଼ିକ ରାସ୍ତା କଡ଼ରୁ ସଫା କରି ନିଜ ଉପସ୍ଥିତିରେ ନିଆଁ ଲଗାଇ ସଫା କରିବାର ନିୟମ ଥିବା ବେଳେ ବନ କର୍ମଚାରୀ ଏଥିରେ ବ୍ୟତିକ୍ରମ କରୁଛନ୍ତି । ବର୍ତ୍ତମାନ କଣିହାଁ , ତାଳଚେର ବନାଞ୍ଚଳର ଅଧିକାଂଶ ସ୍ଥାନରେ ନିଆଁ ଲାଗୁଥିବା ବେଳେ ବିଭାଗ ଗୁରୁତ୍ଵ ଦେବାକୁ ଦାବି ହୋଇଛି।