ଅଧ୍ୟାପକଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ; ଲେଟ୍ ନାଇଟରେ ଛାତ୍ରୀଙ୍କୁ ପଠାଉଥିଲେ ଅଶ୍ଲୀଳ ମେସେଜ !

The Sakala Picture
Published On

ଭୁବନେଶ୍ୱର: ଅଧ୍ୟାପକଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ । ରାତି ଅଧିରେ ଛାତ୍ରୀଙ୍କୁ ମେସେଜ କରି ଅଡ଼ୁଆରେ ଅଧ୍ୟାପକ । ଭୁବନେଶ୍ୱର ବେସିକ ସାଇନ୍ସ କଲେଜରୁ ଆସିଛି ଏପରି ଅଭିଯୋଗ । ଅଭିଯୋଗ ଅନୁସାରେ, ରାତି ଅଧରେ ପ୍ରାଣୀବିଜ୍ଞାନ ବିଭାଗର ଅଧ୍ୟାପକ ଛାତ୍ରୀଙ୍କୁ ପଠାଉଛନ୍ତି ଅଶ୍ଲୀଳ ମେସେଜ । ଏ ନେଇ ସମ୍ପୃକ୍ତ ଛାତ୍ରୀ ୩୧ ତାରିଖରେ ଆବଶ୍ୟକୀୟ ପ୍ରମାଣପତ୍ର ସହ କଲେଜ ନିର୍ଦ୍ଦେଶକଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ତଦନ୍ତ କମିଟି ଗଠନ କରିଥିଲେ […]

ଭୁବନେଶ୍ୱର: ଅଧ୍ୟାପକଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ । ରାତି ଅଧିରେ ଛାତ୍ରୀଙ୍କୁ ମେସେଜ କରି ଅଡ଼ୁଆରେ ଅଧ୍ୟାପକ । ଭୁବନେଶ୍ୱର ବେସିକ ସାଇନ୍ସ କଲେଜରୁ ଆସିଛି ଏପରି ଅଭିଯୋଗ । ଅଭିଯୋଗ ଅନୁସାରେ, ରାତି ଅଧରେ ପ୍ରାଣୀବିଜ୍ଞାନ ବିଭାଗର ଅଧ୍ୟାପକ ଛାତ୍ରୀଙ୍କୁ ପଠାଉଛନ୍ତି ଅଶ୍ଲୀଳ ମେସେଜ । ଏ ନେଇ ସମ୍ପୃକ୍ତ ଛାତ୍ରୀ ୩୧ ତାରିଖରେ ଆବଶ୍ୟକୀୟ ପ୍ରମାଣପତ୍ର ସହ କଲେଜ ନିର୍ଦ୍ଦେଶକଙ୍କୁ ଲିଖିତ ଅଭିଯୋଗ କରିଥିଲେ ।

ଆହୁରି ପଢ଼ନ୍ତୁ: ପ୍ରାଚୀ, ଧନୁଆ ଓ ଦୟା ନଦୀର ହେବ ପୁନରୁଦ୍ଧାର

ଅଭିଯୋଗ ପାଇ ତଦନ୍ତ କମିଟି ଗଠନ କରିଥିଲେ କଲେଜ ନିର୍ଦ୍ଦେଶକ । କମିଟି ରିପୋର୍ଟ ଦେବା ପରେ ଓୟୁଏଟି କୁଳପତିଙ୍କୁ ହସ୍ତାନ୍ତର କରାଯାଇଛି । ଜଣେ ଅଧ୍ୟାପକଙ୍କ ଠାରୁ ଏଭଳି ମେସେଜ ଆଶା କରାଯାଏ ନାହିଁ ବୋଲି କହିଛନ୍ତି ନିର୍ଦ୍ଦେଶକ । ଘଟଣାକୁ ନେଇ ଭିସି ଦୃଢ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସୂଚନା ରହିଛି ।

ଆହୁରି ପଢ଼ନ୍ତୁ: ଅଖିଳ ଭାରତ ହିନ୍ଦୁ ମହାସଭାର ରାଜ୍ୟ ଉପ-ସଭାପତି ହେଲେ ମାଧୁରୀ ବୋଷ

05 Nov 2022 By The Sakala

ଅଧ୍ୟାପକଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ; ଲେଟ୍ ନାଇଟରେ ଛାତ୍ରୀଙ୍କୁ ପଠାଉଥିଲେ ଅଶ୍ଲୀଳ ମେସେଜ !

ଭୁବନେଶ୍ୱର: ଅଧ୍ୟାପକଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ । ରାତି ଅଧିରେ ଛାତ୍ରୀଙ୍କୁ ମେସେଜ କରି ଅଡ଼ୁଆରେ ଅଧ୍ୟାପକ । ଭୁବନେଶ୍ୱର ବେସିକ ସାଇନ୍ସ କଲେଜରୁ ଆସିଛି ଏପରି ଅଭିଯୋଗ । ଅଭିଯୋଗ ଅନୁସାରେ, ରାତି ଅଧରେ ପ୍ରାଣୀବିଜ୍ଞାନ ବିଭାଗର ଅଧ୍ୟାପକ ଛାତ୍ରୀଙ୍କୁ ପଠାଉଛନ୍ତି ଅଶ୍ଲୀଳ ମେସେଜ । ଏ ନେଇ ସମ୍ପୃକ୍ତ ଛାତ୍ରୀ ୩୧ ତାରିଖରେ ଆବଶ୍ୟକୀୟ ପ୍ରମାଣପତ୍ର ସହ କଲେଜ ନିର୍ଦ୍ଦେଶକଙ୍କୁ ଲିଖିତ ଅଭିଯୋଗ କରିଥିଲେ ।

ଅଭିଯୋଗ ପାଇ ତଦନ୍ତ କମିଟି ଗଠନ କରିଥିଲେ କଲେଜ ନିର୍ଦ୍ଦେଶକ । କମିଟି ରିପୋର୍ଟ ଦେବା ପରେ ଓୟୁଏଟି କୁଳପତିଙ୍କୁ ହସ୍ତାନ୍ତର କରାଯାଇଛି । ଜଣେ ଅଧ୍ୟାପକଙ୍କ ଠାରୁ ଏଭଳି ମେସେଜ ଆଶା କରାଯାଏ ନାହିଁ ବୋଲି କହିଛନ୍ତି ନିର୍ଦ୍ଦେଶକ । ଘଟଣାକୁ ନେଇ ଭିସି ଦୃଢ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସୂଚନା ରହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର