କଲ୍ୟାଣ ବିଭାଗ ହଷ୍ଟେଲରେ ଛାତ୍ରଙ୍କ ମୃତ୍ୟୁ, ଚିକିତ୍ସା ଅବହେଳା ଅଭିଯୋଗ

The Sakala Picture
Published On

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ପକାରି ପଂଚାୟତର କାଡ଼ିପାରି ପ୍ରାଥମିକ ବିଦ୍ୟାଳୟ ରେ ଅଘଟଣ। ଚତୁର୍ଥ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଛାତ୍ର ଜାଙ୍ଗା କହଁର(୧୧)ଙ୍କ ରବିବାର ଦିନ ହଷ୍ଟେଲରେ ଥିବା ବେଳେ ଜ୍ଵର ହୋଇଥିବା କହିଥିଲେ। ସାଢେ଼ ଚାରିଟା ବେଳେ ଅଟୋ ରେ ୩ କିଲୋମିଟର ବାଟ ଗୋଛାପଡ଼ା ମେଡ଼ିକାଲକୁ ଆଣିଥିଲେ ସ୍କୁଲ ସାର। ସେଠାରୁ ଫୁଲବାଣୀ ଜିଲ୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଏଠାରେ ଡାକ୍ତର ଦେଖି ମୃତ ଘୋଷଣା […]

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ପକାରି ପଂଚାୟତର କାଡ଼ିପାରି ପ୍ରାଥମିକ ବିଦ୍ୟାଳୟ ରେ ଅଘଟଣ। ଚତୁର୍ଥ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଛାତ୍ର ଜାଙ୍ଗା କହଁର(୧୧)ଙ୍କ ରବିବାର ଦିନ ହଷ୍ଟେଲରେ ଥିବା ବେଳେ ଜ୍ଵର ହୋଇଥିବା କହିଥିଲେ। ସାଢେ଼ ଚାରିଟା ବେଳେ ଅଟୋ ରେ ୩ କିଲୋମିଟର ବାଟ ଗୋଛାପଡ଼ା ମେଡ଼ିକାଲକୁ ଆଣିଥିଲେ ସ୍କୁଲ ସାର। ସେଠାରୁ ଫୁଲବାଣୀ ଜିଲ୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଏଠାରେ ଡାକ୍ତର ଦେଖି ମୃତ ଘୋଷଣା କରିଥିଲେ। ମୃତ ଛାତ୍ରଙ୍କ ଘର ପକାରୀ ପଂଚାୟତର ତାଞ୍ଜିମିର୍କା ଗାଁରେ। ଏ ନେଇ ଗୋଛାପଡ଼ା ଥାନାରେ ଏକ ମାମଲା ରୁଜୁ ହୋଇଛି।

ଆହୁରି ପଢ଼ନ୍ତୁ: ଆଜିଠାରୁ ରାଜ୍ୟରେ SIR ପ୍ରକ୍ରିୟା ଆରମ୍ଭ, ୩ କୋଟି ୩୩ ଲକ୍ଷ ୯୯ ହଜାର ଭୋଟରଙ୍କ ପାଖକୁ ଯିବେ BLO

ଚିକିତ୍ସା ଅବହେଳା ରୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଫୁଲବାଣୀ କଲ୍ୟାଣ ସମ୍ପ୍ରସାରଣ ଅଧିକାରୀ ପ୍ରଣବ ପରିଡ଼ା ମେଡିକାଲରେ ପହଞ୍ଚି ପରିବାରକୁ ସାନ୍ତ୍ୱନା ଦେଇଛନ୍ତି। ମୃତ ଛାତ୍ରଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ ମୃତଦେହ। ଘଟଣାକୁ ନେଇ ଗାଁରେ ଅତ୍ୟନ୍ତ ଦୁଃଖଦ ପରିବେଶ ସୃଷ୍ଟି ହୋଇଛି। ପକାରି ପଞ୍ଚାୟତ ପୂର୍ବତନ ସମିତି ସଭ୍ୟ ,ପୂର୍ବତନ ସରପଂଚ ତଥା ବର୍ତମାନ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ମଧ୍ୟ ଏହି ଘଟଣାରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

18 Jul 2022 By The Sakala

କଲ୍ୟାଣ ବିଭାଗ ହଷ୍ଟେଲରେ ଛାତ୍ରଙ୍କ ମୃତ୍ୟୁ, ଚିକିତ୍ସା ଅବହେଳା ଅଭିଯୋଗ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ପକାରି ପଂଚାୟତର କାଡ଼ିପାରି ପ୍ରାଥମିକ ବିଦ୍ୟାଳୟ ରେ ଅଘଟଣ। ଚତୁର୍ଥ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଛାତ୍ର ଜାଙ୍ଗା କହଁର(୧୧)ଙ୍କ ରବିବାର ଦିନ ହଷ୍ଟେଲରେ ଥିବା ବେଳେ ଜ୍ଵର ହୋଇଥିବା କହିଥିଲେ। ସାଢେ଼ ଚାରିଟା ବେଳେ ଅଟୋ ରେ ୩ କିଲୋମିଟର ବାଟ ଗୋଛାପଡ଼ା ମେଡ଼ିକାଲକୁ ଆଣିଥିଲେ ସ୍କୁଲ ସାର। ସେଠାରୁ ଫୁଲବାଣୀ ଜିଲ୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଏଠାରେ ଡାକ୍ତର ଦେଖି ମୃତ ଘୋଷଣା କରିଥିଲେ। ମୃତ ଛାତ୍ରଙ୍କ ଘର ପକାରୀ ପଂଚାୟତର ତାଞ୍ଜିମିର୍କା ଗାଁରେ। ଏ ନେଇ ଗୋଛାପଡ଼ା ଥାନାରେ ଏକ ମାମଲା ରୁଜୁ ହୋଇଛି।

ଚିକିତ୍ସା ଅବହେଳା ରୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଫୁଲବାଣୀ କଲ୍ୟାଣ ସମ୍ପ୍ରସାରଣ ଅଧିକାରୀ ପ୍ରଣବ ପରିଡ଼ା ମେଡିକାଲରେ ପହଞ୍ଚି ପରିବାରକୁ ସାନ୍ତ୍ୱନା ଦେଇଛନ୍ତି। ମୃତ ଛାତ୍ରଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ ମୃତଦେହ। ଘଟଣାକୁ ନେଇ ଗାଁରେ ଅତ୍ୟନ୍ତ ଦୁଃଖଦ ପରିବେଶ ସୃଷ୍ଟି ହୋଇଛି। ପକାରି ପଞ୍ଚାୟତ ପୂର୍ବତନ ସମିତି ସଭ୍ୟ ,ପୂର୍ବତନ ସରପଂଚ ତଥା ବର୍ତମାନ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ମଧ୍ୟ ଏହି ଘଟଣାରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର