ନିଜ ଝିଅକୁ ମାରିଥିବା ନେଇ ଅଭିଯୋଗ : ମା ଅଟକ

The Sakala Picture
Published On

ଚନ୍ଦ୍ରଶେଖରପୁର ଥାନା ନୀଳାଦ୍ରିବିହାର ମହାବୀର ବସ୍ତିର ୮ ମାସର ଶିଶୁର ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତ ଶିଶୁକୁ ତା’ର ମା’ ନନ୍ଦିନୀ ନାୟକ ତଣ୍ଟିଚିପି ହତ୍ୟା କରିଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଖବର ପାଇ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି। ଏହାସହ ଶିଶୁର ମା’ କୁ ପୁଲିସ ଅଟକ ରଖ୍ ପଚରାଉଚରା କରୁଛି । ଏନେଇ ଏକ ମାମଲା ରୁକୁ କରି ତଦନ୍ତ କରାଯାଉଥିବା ଚନ୍ଦ୍ରଶେଖରପୁର ଥାନା […]

ଚନ୍ଦ୍ରଶେଖରପୁର ଥାନା ନୀଳାଦ୍ରିବିହାର ମହାବୀର ବସ୍ତିର ୮ ମାସର ଶିଶୁର ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତ ଶିଶୁକୁ ତା’ର ମା’ ନନ୍ଦିନୀ ନାୟକ ତଣ୍ଟିଚିପି ହତ୍ୟା କରିଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଖବର ପାଇ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି। ଏହାସହ ଶିଶୁର ମା’ କୁ ପୁଲିସ ଅଟକ ରଖ୍ ପଚରାଉଚରା
କରୁଛି । ଏନେଇ ଏକ ମାମଲା ରୁକୁ କରି ତଦନ୍ତ କରାଯାଉଥିବା ଚନ୍ଦ୍ରଶେଖରପୁର ଥାନା ଅଧିକାରୀ ଯୁବରାଜ ସ୍ବାଇଁ କହିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ନନ୍ଦିନୀ ନାୟକ ଏବଂ ତାର ସ୍ବାମୀ ରାଜା ନାୟକ ଦିନ ମଜୁରିଆ ଭାବେ କାମ କରି ମହାବୀର ବସ୍ତିରେ ରହୁଥିଲେ। ତାଙ୍କର ଏକ ୮ ମାସର ଶିଶୁକନ୍ୟା ଥିଲା। କିନ୍ତୁ ସକାଳୁ ଶିଶୁଟି ମରିଯାଇଥିବା । ନନ୍ଦିନୀ ପରିବାର ଲୋକଙ୍କୁ କହିଥିଲେ। ଏହାକୁ ସହଜରେ ପରିବାର ଲୋକେ ବିଶ୍ଵାସ କରି ନ ଥିଲେ। ଏନେଇ ଥାନାକୁ ଜଣାଇବା ପରେ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ନନ୍ଦିନୀଙ୍କୁ ଥାନାକୁ ନେଇ ପଚରାଉଚରା କରିଥିଲା। ପଚରାଉଚରା ବେଳେ ନନ୍ଦିନୀ ପୁଲିସକୁ କହିଥିଲା ଯେ, ସେ କାଲିରାତିରେ ଶୋଇଥିଲା । କିନ୍ତୁ ସକାଳୁ ବାତ ମାରିବାରୁ ତା’ର ମୃତ୍ୟୁ ଘଟିଥିଲା।

ଆହୁରି ପଢ଼ନ୍ତୁ: ଜଳିବ ଅଭ୍ୟନ୍ତର, ସିଝିବ ଉପକୂଳ; ୪୪ଡିଗ୍ରୀ ମଧ୍ୟ ଛୁଇଁପାରେ ଦିନ ତାପମାତ୍ରା

23 Jun 2021 By The Sakala

ନିଜ ଝିଅକୁ ମାରିଥିବା ନେଇ ଅଭିଯୋଗ : ମା ଅଟକ

ଚନ୍ଦ୍ରଶେଖରପୁର ଥାନା ନୀଳାଦ୍ରିବିହାର ମହାବୀର ବସ୍ତିର ୮ ମାସର ଶିଶୁର ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତ ଶିଶୁକୁ ତା’ର ମା’ ନନ୍ଦିନୀ ନାୟକ ତଣ୍ଟିଚିପି ହତ୍ୟା କରିଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଖବର ପାଇ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି। ଏହାସହ ଶିଶୁର ମା’ କୁ ପୁଲିସ ଅଟକ ରଖ୍ ପଚରାଉଚରା
କରୁଛି । ଏନେଇ ଏକ ମାମଲା ରୁକୁ କରି ତଦନ୍ତ କରାଯାଉଥିବା ଚନ୍ଦ୍ରଶେଖରପୁର ଥାନା ଅଧିକାରୀ ଯୁବରାଜ ସ୍ବାଇଁ କହିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ନନ୍ଦିନୀ ନାୟକ ଏବଂ ତାର ସ୍ବାମୀ ରାଜା ନାୟକ ଦିନ ମଜୁରିଆ ଭାବେ କାମ କରି ମହାବୀର ବସ୍ତିରେ ରହୁଥିଲେ। ତାଙ୍କର ଏକ ୮ ମାସର ଶିଶୁକନ୍ୟା ଥିଲା। କିନ୍ତୁ ସକାଳୁ ଶିଶୁଟି ମରିଯାଇଥିବା । ନନ୍ଦିନୀ ପରିବାର ଲୋକଙ୍କୁ କହିଥିଲେ। ଏହାକୁ ସହଜରେ ପରିବାର ଲୋକେ ବିଶ୍ଵାସ କରି ନ ଥିଲେ। ଏନେଇ ଥାନାକୁ ଜଣାଇବା ପରେ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ନନ୍ଦିନୀଙ୍କୁ ଥାନାକୁ ନେଇ ପଚରାଉଚରା କରିଥିଲା। ପଚରାଉଚରା ବେଳେ ନନ୍ଦିନୀ ପୁଲିସକୁ କହିଥିଲା ଯେ, ସେ କାଲିରାତିରେ ଶୋଇଥିଲା । କିନ୍ତୁ ସକାଳୁ ବାତ ମାରିବାରୁ ତା’ର ମୃତ୍ୟୁ ଘଟିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର