ବିଏମସି ଅଧିନରେ ଥିବା ସମସ୍ତ ଧାର୍ମିକ ଅନୁଷ୍ଠାନ ୩ଦିନ ବନ୍ଦ

The Sakala Picture
Published On

ଭୁବନେଶ୍ବର: ଡରାଉଛି ଓମିକ୍ରନ। ଆସୁଛି ନୂଆ ବର୍ଷ । ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ଧାର୍ମିକ ଅନୁଷ୍ଠାନ ଗୁଡିକୁ ୩ଦିନ ବନ୍ଦ କରାଯାଇଛି।  ଆସନ୍ତାକାଲିଠାରୁ ଜାନୁଆରୀ ୨ ତାରିଖ ଯାଏ ବନ୍ଦ ରହିବ ସମସ୍ତ ଧାର୍ମିକ ଅନୁଷ୍ଠାନ। ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି।  

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ରକରି ବାପାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନିଶାସକ୍ତ ପୁଅ

ଆହୁରି ପଢ଼ନ୍ତୁ: ମହଙ୍ଗା ପଡ଼ିଲା ମଦ୍ୟପାନ; ସ୍କୁଲ୍ ପରିସରରେ ମଦ ପିଇ ପ୍ରଧାନ ଶିକ୍ଷକ ନିଲମ୍ବିତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର