ବାଦାମବାଡିରେ ବନ୍ଧୁକ ଡିଲ୍ ବେଳେ ଧରାପଡିଲେ ଆଲବମ୍‌ ଅଭିନେତା : ୩ ବନ୍ଧୁକ, ୧୬ ରାଉଣ୍ଡ ଗୁଳି ଜବତ

The Sakala Picture
Published On

କଟକ : ବନ୍ଧୁକ କାରବାରରେ ଆଲବମ୍‌ ଅଭିନେତା। କଟକ ବାଦାମବାଡି ଅଞ୍ଚଳରେ ବନ୍ଧୁକ ଡିଲ ବେଳେ ଧରାପଡିଲେ ୪ ଜଣ । ସେମାନଙ୍କଠାରୁ ୩ ବନ୍ଧୁକ ଓ ୧୬ ରାଉଣ୍ଡ ଗୁଳି ଜବତ କରିଛି ପୋଲିସ । ଗିରଫଙ୍କ ମଧ୍ୟରେ ଆଲବମ ଅଭିନେତା ପ୍ରକାଶ ରାଉତ ରହିଛନ୍ତି। ସେ ଦୀର୍ଘ ଦିନରୁ ଏହି ବନ୍ଧୁକ କାରବାରରେ ଯଡିତ ଥିବା ଜଣାପଡିଛି। ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂ। ଏହାସହିତ ବନ୍ଧୁକ ଡିଲରେ ଲିପ୍ତ ଥିବା ବାକି […]

କଟକ : ବନ୍ଧୁକ କାରବାରରେ ଆଲବମ୍‌ ଅଭିନେତା। କଟକ ବାଦାମବାଡି ଅଞ୍ଚଳରେ ବନ୍ଧୁକ ଡିଲ ବେଳେ ଧରାପଡିଲେ ୪ ଜଣ । ସେମାନଙ୍କଠାରୁ ୩ ବନ୍ଧୁକ ଓ ୧୬ ରାଉଣ୍ଡ ଗୁଳି ଜବତ କରିଛି ପୋଲିସ । ଗିରଫଙ୍କ ମଧ୍ୟରେ ଆଲବମ ଅଭିନେତା ପ୍ରକାଶ ରାଉତ ରହିଛନ୍ତି। ସେ ଦୀର୍ଘ ଦିନରୁ ଏହି ବନ୍ଧୁକ କାରବାରରେ ଯଡିତ ଥିବା ଜଣାପଡିଛି। ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂ।

ଆହୁରି ପଢ଼ନ୍ତୁ: ନୋଜ୍-ହ୍ୱିଲରେ ତ୍ରୁଟି ଯୋଗୁଁ ଫୁକେଟ୍ ବିମାନବନ୍ଦରରେ ହାର୍ଡ ଲ୍ୟାଣ୍ଡିଂ କଲା ଏୟାର ଇଣ୍ଡିଆ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

ଏହାସହିତ ବନ୍ଧୁକ ଡିଲରେ ଲିପ୍ତ ଥିବା ବାକି ୩ ଅଭିଯୁକ୍ତଙ୍କ କ୍ରାଇମ ନେଟୱାର୍କ ଉପରେ ତନାଘନା ଆରମ୍ଭ କରିଛି କମିଶନରେଟ୍ ପୁଲିସ୍।ଗିରଫ ଅଭିଯୁକ୍ତ ମାନଙ୍କୁ ପଚରାଉଚରା କରି ପୁଲିସ୍ ଏହି ର‌୍ୟାକେଟ୍ ର ମୂଳ ପର୍ଯ୍ୟନ୍ତ ଯିବାକୁ ପ୍ରୟାସ ଆରମ୍ଭ କରିଛି।ତେବେ ଡିସିପି ପ୍ରତୀକ ସିଂଙ୍କ କହିବା ଅନୁସାରେ ଝାଞ୍ଜିରି ମଙ୍ଗଳା ଅଞ୍ଚଳରେ ଜ୍ଞାନରଞ୍ଜନ ନାମକ ଜଣେ ବ୍ୟକ୍ତି ସନ୍ଦେହ ଜନକ ଭାବେ ଘୂରି ବୁଲୁଥିଲେ। ବାଦାମବାଡ଼ି ପୁଲିସ ତାଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ସେହି ସମୟରେ ପୁଲିସ ତା’ଠାରୁ ଗୋଟିଏ ବନ୍ଧୁକ ଜବତ କରିଥିଲା। ଜେରା ବେଳେ ସେ ପ୍ରକାଶ ରାଉତ ଓରଫ ପପୁଠାରୁ ବନ୍ଧୁକ କିଣିଥିବା କହିଥିଲା। ଏହା ପରେ ପୁଲିସ ପପୁକୁ ଗିରଫ କରିଥିଲା। ତା’ଠାରୁ ପୁଲିସ ମାରଣାସ୍ତ୍ର ଜବତ କରିଥିଲା। ଏଥିସହ ସେ ପ୍ରମୋଦ କୁମାର ରାଉତ ଓ ସୁଶାନ୍ତ ପରିଡ଼ାଙ୍କୁ ବନ୍ଧୁକ ବିକ୍ରି କରିଥିବା ଜଣାପଡ଼ିଥିଲା। ପୁଲିସ ଉଭୟଙ୍କୁ ଗିରଫ କରିବା ସହିତ ଦୁଇ ବନ୍ଧୁକ ଜବତ କରିଛି। ପୂଜା ସମୟରେ ଦାଦାବଟି ଓ ଦାଦାଗିରି କରିବା ପାଇଁ ବନ୍ଧୁକ କିଣିଥିବା ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଦରଦାମ ବୃଦ୍ଧି ଓ ଏଲପିଜି ମହଙ୍ଗା ପ୍ରତିବାଦରେ ମାଷ୍ଟର କ୍ୟାଣ୍ଟିନ ଛକରେ ବିଜେଡିର ଗର୍ଜନ

ଆହୁରି ପଢ଼ନ୍ତୁ: ଜଳେଶ୍ୱର ରେଳ ଷ୍ଟେସନ ନିକଟରେ ଅଘଟଣ: ଟ୍ରେନ ଆଗକୁ ଡେଇଁ ଶାଳୀ-ଭିଣୋଇଙ୍କ ଆତ୍ମହତ୍ୟା

05 Oct 2021 By The Sakala

ବାଦାମବାଡିରେ ବନ୍ଧୁକ ଡିଲ୍ ବେଳେ ଧରାପଡିଲେ ଆଲବମ୍‌ ଅଭିନେତା : ୩ ବନ୍ଧୁକ, ୧୬ ରାଉଣ୍ଡ ଗୁଳି ଜବତ

କଟକ : ବନ୍ଧୁକ କାରବାରରେ ଆଲବମ୍‌ ଅଭିନେତା। କଟକ ବାଦାମବାଡି ଅଞ୍ଚଳରେ ବନ୍ଧୁକ ଡିଲ ବେଳେ ଧରାପଡିଲେ ୪ ଜଣ । ସେମାନଙ୍କଠାରୁ ୩ ବନ୍ଧୁକ ଓ ୧୬ ରାଉଣ୍ଡ ଗୁଳି ଜବତ କରିଛି ପୋଲିସ । ଗିରଫଙ୍କ ମଧ୍ୟରେ ଆଲବମ ଅଭିନେତା ପ୍ରକାଶ ରାଉତ ରହିଛନ୍ତି। ସେ ଦୀର୍ଘ ଦିନରୁ ଏହି ବନ୍ଧୁକ କାରବାରରେ ଯଡିତ ଥିବା ଜଣାପଡିଛି। ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂ।

ଏହାସହିତ ବନ୍ଧୁକ ଡିଲରେ ଲିପ୍ତ ଥିବା ବାକି ୩ ଅଭିଯୁକ୍ତଙ୍କ କ୍ରାଇମ ନେଟୱାର୍କ ଉପରେ ତନାଘନା ଆରମ୍ଭ କରିଛି କମିଶନରେଟ୍ ପୁଲିସ୍।ଗିରଫ ଅଭିଯୁକ୍ତ ମାନଙ୍କୁ ପଚରାଉଚରା କରି ପୁଲିସ୍ ଏହି ର‌୍ୟାକେଟ୍ ର ମୂଳ ପର୍ଯ୍ୟନ୍ତ ଯିବାକୁ ପ୍ରୟାସ ଆରମ୍ଭ କରିଛି।ତେବେ ଡିସିପି ପ୍ରତୀକ ସିଂଙ୍କ କହିବା ଅନୁସାରେ ଝାଞ୍ଜିରି ମଙ୍ଗଳା ଅଞ୍ଚଳରେ ଜ୍ଞାନରଞ୍ଜନ ନାମକ ଜଣେ ବ୍ୟକ୍ତି ସନ୍ଦେହ ଜନକ ଭାବେ ଘୂରି ବୁଲୁଥିଲେ। ବାଦାମବାଡ଼ି ପୁଲିସ ତାଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ସେହି ସମୟରେ ପୁଲିସ ତା’ଠାରୁ ଗୋଟିଏ ବନ୍ଧୁକ ଜବତ କରିଥିଲା। ଜେରା ବେଳେ ସେ ପ୍ରକାଶ ରାଉତ ଓରଫ ପପୁଠାରୁ ବନ୍ଧୁକ କିଣିଥିବା କହିଥିଲା। ଏହା ପରେ ପୁଲିସ ପପୁକୁ ଗିରଫ କରିଥିଲା। ତା’ଠାରୁ ପୁଲିସ ମାରଣାସ୍ତ୍ର ଜବତ କରିଥିଲା। ଏଥିସହ ସେ ପ୍ରମୋଦ କୁମାର ରାଉତ ଓ ସୁଶାନ୍ତ ପରିଡ଼ାଙ୍କୁ ବନ୍ଧୁକ ବିକ୍ରି କରିଥିବା ଜଣାପଡ଼ିଥିଲା। ପୁଲିସ ଉଭୟଙ୍କୁ ଗିରଫ କରିବା ସହିତ ଦୁଇ ବନ୍ଧୁକ ଜବତ କରିଛି। ପୂଜା ସମୟରେ ଦାଦାବଟି ଓ ଦାଦାଗିରି କରିବା ପାଇଁ ବନ୍ଧୁକ କିଣିଥିବା ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର