ମନୋରଞ୍ଜନ
ଓଡ଼ିଶା
ନିଆଳିରେ ପୁଣି ମେଣ୍ଢା ମୃତ୍ୟୁ ଆତଙ୍କ, ୫ ମେଣ୍ଢା ମୃତ୍ୟୁ
ଭୁବନେଶ୍ବର : ପ୍ରାୟ ଦୁଇ ରୁ ତିନି ବର୍ଷ ପରେ ପୁଣି ନିଆଳି ଅଞ୍ଚଳରେ ଆତଙ୍କ ଦେଖାଦେଇଛି। ନିଆଳିରେ ପୁଣି ମେଣ୍ଢା ମୃତ୍ୟୁ ଖବର ସାମ୍ନାକୁ ଆସିଛି। ନିଆଳି ବାଘମରା ଗାଁର ବିରଞ୍ଚି ଦାସଙ୍କର ୫ ମେଣ୍ଢାଙ୍କ ମୃତ୍ୟୁ ହୋଇଛି। ମେଣ୍ଢା ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ପୁଣିଥରେ ନିଆଳିରେ ମେଣ୍ଢା ମଡକକୁ ନେଇ ମେଣ୍ଢା ପାଳକମାନେ ଆତଙ୍କିତ ହୋଇପଡିଛନ୍ତି। ତେବେ ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳକୁ ଯାଇ ତଦନ୍ତ କରୁଛନ୍ତି। ସୂଚନାଯୋଗ୍ୟ […]
ଭୁବନେଶ୍ବର : ପ୍ରାୟ ଦୁଇ ରୁ ତିନି ବର୍ଷ ପରେ ପୁଣି ନିଆଳି ଅଞ୍ଚଳରେ ଆତଙ୍କ ଦେଖାଦେଇଛି। ନିଆଳିରେ ପୁଣି ମେଣ୍ଢା ମୃତ୍ୟୁ ଖବର ସାମ୍ନାକୁ ଆସିଛି। ନିଆଳି ବାଘମରା ଗାଁର ବିରଞ୍ଚି ଦାସଙ୍କର ୫ ମେଣ୍ଢାଙ୍କ ମୃତ୍ୟୁ ହୋଇଛି। ମେଣ୍ଢା ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ପୁଣିଥରେ ନିଆଳିରେ ମେଣ୍ଢା ମଡକକୁ ନେଇ ମେଣ୍ଢା ପାଳକମାନେ ଆତଙ୍କିତ ହୋଇପଡିଛନ୍ତି। ତେବେ ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳକୁ ଯାଇ ତଦନ୍ତ କରୁଛନ୍ତି।
ଆହୁରି ପଢ଼ନ୍ତୁ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଓଡ଼ିଶାର ୨ ଯୁବ ଆଥଲେଟଙ୍କ ମୃତ୍ୟୁ
ସୂଚନାଯୋଗ୍ୟ ଗତଦିନରେ ନିଆଳି ଅଞ୍ଚଳରେ ଅଜଣାଜନ୍ତୁ ଆକ୍ରମଣରେ ୪୦୦ରୁ ଊର୍ଦ୍ଧ୍ବ ମେଣ୍ଢାଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଥିଲେ। ସେହି ସମୟରେ ପ୍ରାୟ ସମସ୍ତ ମେଣ୍ଢାଙ୍କୁ ସମାନ ଢଙ୍ଗରେ ମେଣ୍ଢାଙ୍କ ମୃତ୍ୟୁ ହେଉଥିବା । ମେଣ୍ଢାଙ୍କ ପେଟ ଚିରା ହୋଇ କଲିଜା ଗାଏବ ହୋଇ ଯାଉଥିଲା।
ଆହୁରି ପଢ଼ନ୍ତୁ: ରେଳଧାରଣାରୁ ପୋଲିସ ASIଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ






