ମନୋରଞ୍ଜନ
ଓଡ଼ିଆରେ ନାମଫଳକ ନଲେଖିବାରୁ ୮ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ବର: ଓଡ଼ିଆରେ ନାମ ଫଳକ ନ ଲେଖିବାରୁ ଭୁବନେଶ୍ୱରର ୮ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ କାର୍ଯ୍ୟାନୁଷ୍ଠାନ । ସମସ୍ତ ବ୍ୟବସାୟିକ ସଂସ୍ଥାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ରାଜ୍ୟର ସବୁ ସହରରେ ଚାଲିଛି ଓଡ଼ିଆ ନାମ ଫଳକ ତଦାରଖ ଓ ଚଢାଉ । ସବୁ ବ୍ୟବସାୟିକ ସଂସ୍ଥାଙ୍କୁ ଓଡ଼ିଆ ନାମ ଫଳକ ଲଗାଇବା ପାଇଁ ବାଧ୍ୟତାମୂଳକ ନୋଟିସ ଜାରି କରାଯାଇଛି। ଓଡ଼ିଆ ନାମ ଫଳକ ନେଇ ଓଡ଼ିଆ ଭାଷା ପ୍ରତିଷ୍ଠାନର ଶୂନ୍ୟ ସହନଶୀଳତା ନୀତି । […]
ଭୁବନେଶ୍ବର: ଓଡ଼ିଆରେ ନାମ ଫଳକ ନ ଲେଖିବାରୁ ଭୁବନେଶ୍ୱରର ୮ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ କାର୍ଯ୍ୟାନୁଷ୍ଠାନ । ସମସ୍ତ ବ୍ୟବସାୟିକ ସଂସ୍ଥାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ରାଜ୍ୟର ସବୁ ସହରରେ ଚାଲିଛି ଓଡ଼ିଆ ନାମ ଫଳକ ତଦାରଖ ଓ ଚଢାଉ । ସବୁ ବ୍ୟବସାୟିକ ସଂସ୍ଥାଙ୍କୁ ଓଡ଼ିଆ ନାମ ଫଳକ ଲଗାଇବା ପାଇଁ ବାଧ୍ୟତାମୂଳକ ନୋଟିସ ଜାରି କରାଯାଇଛି। ଓଡ଼ିଆ ନାମ ଫଳକ ନେଇ ଓଡ଼ିଆ ଭାଷା ପ୍ରତିଷ୍ଠାନର ଶୂନ୍ୟ ସହନଶୀଳତା ନୀତି । ଏ ନେଇ ଓଡ଼ିଆ ଭାଷା ପ୍ରତିଷ୍ଠାନ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାଏ ସୂଚନା ଦେଇଛନ୍ତି।





