ଅଟୋ ଧକ୍କାରେ ମହିଳା ମୃତ

The Sakala Picture
Published On

ବାହାନଗା:ଖନ୍ତାପଡା ଥାନା ଅନ୍ତର୍ଗତ ରାମନଗର ଗ୍ରାମରେ ଜଣେ ମହିଳାଙ୍କର ଅଟୋ ଗାଡି ଧକ୍କାରେ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଲେ ଗ୍ରାମର ସ୍ବର୍ଗତ ବାବୁରାମ ଦାସଙ୍କ ସ୍ତ୍ରୀ ସାବିତ୍ରୀ(୫୫)। ସୂଚନା ମୁତାବକ, ସାବିତ୍ରୀ ଆଜି ଅପରାହ୍ନ ସମୟରେ ଟିକା ନେବାକୁ ସୁଠଙ୍ଗ ସ୍କୁଲକୁ ସମ୍ପର୍କୀୟଙ୍କ ବାଇକରେ ବସି ଯାଉଥିଲେ। ତେବେ ଜାତୀୟ ରାଜପଥ ଉପରେ ସେ ହଠାତ ବାଇକରୁ ଖସି ପଡ଼ିଥିଲେ। ଏହି ସମୟରେ ଏକ ଅଟୋ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ତାଙ୍କ ମୁଣ୍ଡରେ […]

ବାହାନଗା:ଖନ୍ତାପଡା ଥାନା ଅନ୍ତର୍ଗତ ରାମନଗର ଗ୍ରାମରେ ଜଣେ ମହିଳାଙ୍କର ଅଟୋ ଗାଡି ଧକ୍କାରେ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଲେ ଗ୍ରାମର ସ୍ବର୍ଗତ ବାବୁରାମ ଦାସଙ୍କ ସ୍ତ୍ରୀ ସାବିତ୍ରୀ(୫୫)।

ଆହୁରି ପଢ଼ନ୍ତୁ: ପୁଣି ବିବାଦରେ ନାଣ୍ଡୁ ବାବୁ ! ଆଡଭାନ୍ସ ନେଇ ଯାତ୍ରା କରୁନଥିବା ଅଭିଯୋଗ କଲେ ପୂଜା କମିଟି ସଦସ୍ୟ

ସୂଚନା ମୁତାବକ, ସାବିତ୍ରୀ ଆଜି ଅପରାହ୍ନ ସମୟରେ ଟିକା ନେବାକୁ ସୁଠଙ୍ଗ ସ୍କୁଲକୁ ସମ୍ପର୍କୀୟଙ୍କ ବାଇକରେ ବସି ଯାଉଥିଲେ। ତେବେ ଜାତୀୟ ରାଜପଥ ଉପରେ ସେ ହଠାତ ବାଇକରୁ ଖସି ପଡ଼ିଥିଲେ। ଏହି ସମୟରେ ଏକ ଅଟୋ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ତାଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇ ଚେତାଶୂନ୍ୟ ହୋଇଥିଲେ। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ବାଲେଶ୍ୱର ହସ୍ପିଟାଲକୁ ନିଆଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲ ନିଆଯାଉଥିବା ବେଳେ ମାର୍କୋଣା ନିକଟରେ ଗୁରୁତର ହୋଇପଡିଥିଲେ। ଘରଲୋକେ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଆହୁରି ପଢ଼ନ୍ତୁ: ପଣା ସଂକ୍ରାନ୍ତିରେ 'ବସୁନ୍ଧରା ଠେକି'ର ମହତ୍ତ୍ୱ: ଜାଣନ୍ତୁ ଓଡ଼ିଆ ପରମ୍ପରାରେ କାହିଁକି ରହିଛି ଏହାର ସ୍ୱତନ୍ତ୍ର ସ୍ଥାନ

ସୂଚନା ଅନୁଯାୟୀ, ୪ମାସ ପୂର୍ବେ କରୋନା ସଂକ୍ରମଣରେ ତାଙ୍କ ସ୍ବାମୀ ବାବୁରାମଙ୍କର ମୃତ୍ୟୁ ଘଟିଥିଲା।

ଆହୁରି ପଢ଼ନ୍ତୁ: କଟକରୁ ନେଇ କଲେଜ ଛାତ୍ରୀଙ୍କୁ ପୁରୀରେ ଗଣଦୁଷ୍କର୍ମ ଅଭିଯୋଗ, ମୁଖ୍ୟ ଅଭୁଯୁକ୍ତ ଗିରଫ

01 Sep 2021 By The Sakala

ଅଟୋ ଧକ୍କାରେ ମହିଳା ମୃତ

ବାହାନଗା:ଖନ୍ତାପଡା ଥାନା ଅନ୍ତର୍ଗତ ରାମନଗର ଗ୍ରାମରେ ଜଣେ ମହିଳାଙ୍କର ଅଟୋ ଗାଡି ଧକ୍କାରେ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଲେ ଗ୍ରାମର ସ୍ବର୍ଗତ ବାବୁରାମ ଦାସଙ୍କ ସ୍ତ୍ରୀ ସାବିତ୍ରୀ(୫୫)।

ସୂଚନା ମୁତାବକ, ସାବିତ୍ରୀ ଆଜି ଅପରାହ୍ନ ସମୟରେ ଟିକା ନେବାକୁ ସୁଠଙ୍ଗ ସ୍କୁଲକୁ ସମ୍ପର୍କୀୟଙ୍କ ବାଇକରେ ବସି ଯାଉଥିଲେ। ତେବେ ଜାତୀୟ ରାଜପଥ ଉପରେ ସେ ହଠାତ ବାଇକରୁ ଖସି ପଡ଼ିଥିଲେ। ଏହି ସମୟରେ ଏକ ଅଟୋ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ତାଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇ ଚେତାଶୂନ୍ୟ ହୋଇଥିଲେ। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ବାଲେଶ୍ୱର ହସ୍ପିଟାଲକୁ ନିଆଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲ ନିଆଯାଉଥିବା ବେଳେ ମାର୍କୋଣା ନିକଟରେ ଗୁରୁତର ହୋଇପଡିଥିଲେ। ଘରଲୋକେ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସୂଚନା ଅନୁଯାୟୀ, ୪ମାସ ପୂର୍ବେ କରୋନା ସଂକ୍ରମଣରେ ତାଙ୍କ ସ୍ବାମୀ ବାବୁରାମଙ୍କର ମୃତ୍ୟୁ ଘଟିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର